Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ୟୁନିଫର୍ମ ସିଭିଲ୍ କୋଡ୍: ମତ ରଖିଲେ ଜେଡ଼ିୟୁ ଏବଂ ଆମ୍ ଆଦମୀ ପାର୍ଟି
ବିଶେଷ ଖବର

ୟୁନିଫର୍ମ ସିଭିଲ୍ କୋଡ୍: ମତ ରଖିଲେ ଜେଡ଼ିୟୁ ଏବଂ ଆମ୍ ଆଦମୀ ପାର୍ଟି

June 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେସି ତ୍ୟାଗୀ
ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ'ଣ କହିଲେ?

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ମଧ୍ୟପ୍ରଦେଶର ଭୋପାଳରେ ୟୁନିଫର୍ମ ସିଭିଲ୍ କୋଡ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି ପରେ ଏହି ପ୍ରସଙ୍ଗ ଗରମ ହୋଇଛି। ବର୍ତ୍ତମାନ ଜେଡିୟୁ ୟୁସିସି ଉପରେ ନିଜର ଆଭିମୁଖ୍ୟ କହିଛି।

ଜେଡିୟୁ ରାଷ୍ଟ୍ରୀୟ ମୁଖପାତ୍ର କେ.ସି ତ୍ୟାଗୀ ଆଜି କହିଛନ୍ତି ଯେ, ତାଙ୍କ ଦଳ ଏବଂ ନୀତୀଶ କୁମାର ୟୁନିଫର୍ମ ସିଭିଲ କୋଡକୁ ବିରୋଧ କରୁନାହାଁନ୍ତି, କିନ୍ତୁ ଚାହୁଁଛନ୍ତି ଯେ, ସମସ୍ତଙ୍କ ପରାମର୍ଶରେ ୟୁସିସି ଉପରେ ଆଗକୁ ବଢନ୍ତୁ।

ଏହା ସହିତ ଜେଡିୟୁ ନେତା ଏହା ମଧ୍ୟ କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି ୟୁସିସିକୁ ଏକ ପ୍ରସଙ୍ଗ କରୁଛି। ଏହି ପ୍ରସଙ୍ଗରେ ଅନେକ ଦଳର ପ୍ରତିକ୍ରିୟା ପ୍ରକାଶ ପାଇଛି।

ୟୁପିସି ଉପରେ ଏଏପି ର ଆଭିମୁଖ୍ୟ:

ୟୁପିସି ଉପରେ ତାଙ୍କ ଦଳର ଆଭିମୁଖ୍ୟକୁ ମଧ୍ୟ ଏଏପି ନେତା ସନ୍ଦୀପ ପାଠକ କହିଛନ୍ତି। ସେ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ୟୁନିଫର୍ମ ସିଭିଲ କୋଡକୁ ସମର୍ଥନ କରୁଛି, କିନ୍ତୁ ସମସ୍ତ ଧର୍ମ ସହ ଆଲୋଚନା କରିବା ପରେ ଏକ ସହମତି ହେବା ଉଚିତ। ସେ ଏହା ମଧ୍ୟ କହିଛନ୍ତି ଯେ, ସମ୍ବିଧାନର ଆର୍ଟିକିଲରେ କୁହାଯାଇଛି ଯେ, ୟୁପିସି ରହିବା ଉଚିତ।

କଂଗ୍ରେସ ନେତା ପି ଚିଦାମ୍ବରମ୍ ଏହା କହିଛନ୍ତି:

କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ‘ଯଦି ଦୁଇଟି ଆଇନ ଦ୍ଵାରା ଗୃହ ଚାଲେ ନାହିଁ, ତେବେ ଦେଶ କିପରି ଦୈତ ବ୍ୟବସ୍ଥାରେ ଚାଲିବ’। ଦେଶ ସମ୍ବିଧାନ ଦ୍ୱାରା ପରିଚାଳିତ ହେଉଥିବାବେଳେ ପରିବାର ରକ୍ତ ସମ୍ପର୍କର ସୂତ୍ରରେ ବନ୍ଧା ହୋଇଥିବା ଚିଦାମ୍ବରମ୍ କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ସମ୍ବିଧାନ ଲୋକମାନଙ୍କ ମଧ୍ୟରେ ବିବିଧତା ଏବଂ ବହୁବିଧତାକୁ ସ୍ୱୀକୃତି ଦେଇଥାଏ।

ବିରୋଧୀ ଦଳ ଉପରେ ମୁଖତାର୍ ଅବ୍ବାସ ନକଭିଙ୍କ ଟାର୍ଗେଟ:

ବିରୋଧୀ ଦଳଗୁଡିକକୁ ଟାର୍ଗେଟ କରି ବିଜେପି ନେତା ମୁଖତାର୍ ଅବ୍ବାସ ନକଭି ଆଜି କହିଛନ୍ତି ଯେ, ୟୁସିସିକୁ ଏହି ସାମ୍ପ୍ରଦାୟିକ କାରିଗରଙ୍କ ଠାରୁ ମୁକ୍ତ କରିବାର ସମୟ ଆସିଛି। କାରଣ ଏହା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ନୁହେଁ ବରଂ ସମଗ୍ର ସମାଜ ପାଇଁ ଅଟେ।

ଆମ୍ ଆଦମୀ ପାର୍ଟି ଜେଡିୟୁ ମୁଖତାର୍ ଅବ୍ବାସ ନକଭି ୟୁନିଫର୍ମ ସିଭିଲ୍ କୋଡ୍
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

September 14, 2026

ନୂଆଖାଇ ଯେଉଁଥିରେ ରହିଛି ଭକ୍ତି ସହ ଭାବର ଏକ ପ୍ରଚଣ୍ଡ ବନ୍ଧନ

September 14, 2026

ଗଣେଶ ପୂଜା ଅବସରରେ ସାରା ଦେଶ ଆଜି ଉତ୍ସବମୁଖର

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026
Latest News

ବଙ୍ଗଳାରେ ବନ୍ଦ ହେବ ୨୫୨ଟି ମଦ୍ରାସା: କଡ଼ା ଆପତ୍ତି ଜଣାଇଲେ ମୌଲାନା ସାଜିଦ ରଶିଦି

September 14, 2026

ଆସନ୍ତୁ ଜାଣିବା ପୂଜାବ୍ରତରେ କାହିଁକି ପିଆଜ ରସୁଣ ଖାଇବାକୁ ମନା

September 14, 2026

ପୁଣି ଷ୍ଟାଡିୟମରେ ଅପମାନିତ ହେଲେ ମୋହସିନ୍ ନକଭି: ଟ୍ରଫି ପାଇଁ ମନା କଲା ଭାରତୀୟ ଦଳ

September 14, 2026

ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

September 14, 2026

ରେଳ ଧାରଣାରୁ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.