Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜୁଲାଇ ୧୮ରେ ଏନଡିଏର ଶକ୍ତି ପ୍ରଦର୍ଶନ!, ଏପର୍ଯ୍ୟନ୍ତ ୧୯ ଟି ପାର୍ଟିକୁ ନିମନ୍ତ୍ରଣ
ବିଶେଷ ଖବର

ଜୁଲାଇ ୧୮ରେ ଏନଡିଏର ଶକ୍ତି ପ୍ରଦର୍ଶନ!, ଏପର୍ଯ୍ୟନ୍ତ ୧୯ ଟି ପାର୍ଟିକୁ ନିମନ୍ତ୍ରଣ

July 16, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ୨୫ ବର୍ଷ ପୂରଣ ହେବା ପରେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ଏ ସମ୍ପର୍କରେ ଜୁଲାଇ ୧୮ ତାରିଖରେ ନୂଆଦିଲ୍ଲୀରେ ମିଳିତ ମେଣ୍ଟର ଏକ ବଡ ବୈଠକ ଆୟୋଜିତ ହେଉଛି। ଏହି ବୈଠକ ପାଇଁ ଏପର୍ଯ୍ୟନ୍ତ ୧୯ ଟି ରାଜନୈତିକ ଦଳକୁ ନିମନ୍ତ୍ରଣ ପଠାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକକୁ ମଧ୍ୟ ୨୦୨୪ ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି।

୨୫ ବର୍ଷ ପୂର୍ବେ ମେ ୧୯୯୮ରେ NDA ଗଠନ କରାଯାଇଥିଲା। ଦିବଙ୍ଗତ ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କୁ ଏହାର ପ୍ରଥମ ସଭାପତି କରାଯାଇଥିଲା। ବର୍ତ୍ତମାନ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାର ସଭାପତି। ଏହାର ଗଠନ ପରଠାରୁ ପ୍ରାୟ ୪୧ ଟି ଜାତୀୟ କିମ୍ବା ଆଞ୍ଚଳିକ ଦଳ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି, ଡିଏମକେ, ନ୍ୟାସନାଲ କନଫରେନ୍ସ, ଜେଡିୟୁ ସମେତ ଏନଡିଏର ସଦସ୍ୟ ରହିଆସିଛନ୍ତି।

ବୈଠକ ପାଇଁ ଏହି ଦଳଗୁଡିକୁ ନିମନ୍ତ୍ରଣ:

ଚିରାଗ ପାସୱାନର ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ)
ଉପେନ୍ଦ୍ର କୁଶୱାଙ୍କର ଲୋକ ସମତା ପାର୍ଟି
ଜିତନ ରାମ ମାଞ୍ଝି ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା
ସଞ୍ଜୟ ନିଶାଦଙ୍କ ନିଶାଦ ପାର୍ଟି
ଅନୁପ୍ରିୟା ପଟେଲଙ୍କ ଅପନା ଦଳ (ସୋନେଲାଲ)
ଜନନାୟକ ଜନତା ପାର୍ଟି (ଜେଜେପି) – ହରିୟାଣା
ଜନସେନା- ପୱନ କଲ୍ୟାଣ, ଆନ୍ଧ୍ରପ୍ରଦେଶ
AIMDMK – ତାମିଲନାଡୁ
ତାମିଲ ମାନିଲା କଂଗ୍ରେସ
ଇଣ୍ଡିଆ ମକ୍କଲ କଲଭି ମୁନ୍ନେତ୍ର କଡଗମ
ଝାଡଖଣ୍ଡର AJSU
NCP- କୋନରାଡ ସାଙ୍ଗମା
ନାଗାଲାଣ୍ଡର- NDPP
ସିକ୍କିମର SKF
ଜୋରାମଥଙ୍ଗାଙ୍କ ମିଜୋ ନ୍ୟାସନାଲ ଫ୍ରଣ୍ଟ
ଆସାମ ଗଣ ପରିଷଦ
ସୁହେଲଦେବ ଭାରତୀୟ ସମାଜ ପାର୍ଟି – ଓମପ୍ରକାଶ ରାଜଭର
ଶିବସେନା (ସିନ୍ଦେ ଗ୍ରୁପ୍)
ଏନସିପି (ଅଜିତ ପାୱାର ଗ୍ରୁପ୍)

ଏନଡିଏ ରୌପ୍ୟ ଜୟନ୍ତୀ ଶକ୍ତି ପ୍ରଦର୍ଶନ
Share. Facebook Twitter LinkedIn Email WhatsApp Copy Link

Related Posts

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

July 17, 2026

ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

July 17, 2026
Latest News

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.