Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜି -୨୦ ଶିଖର ସମ୍ମିଳନୀରେ ନୂଆଦିଲ୍ଲୀର ଘୋଷଣାପତ୍ରକୁ ମିଳିଲା ଅନୁମୋଦନ: ପ୍ରଧାନମନ୍ତ୍ରୀ କହିଲେ ଧନ୍ୟବାଦ
ବିଶେଷ ଖବର

ଜି -୨୦ ଶିଖର ସମ୍ମିଳନୀରେ ନୂଆଦିଲ୍ଲୀର ଘୋଷଣାପତ୍ରକୁ ମିଳିଲା ଅନୁମୋଦନ: ପ୍ରଧାନମନ୍ତ୍ରୀ କହିଲେ ଧନ୍ୟବାଦ

September 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମଇଦାନରେ ଜି -୨୦ ଶିଖର ସମ୍ମିଳନୀ ଚାଲିଛି। ସମ୍ମିଳନୀର ପ୍ରଥମ ଦିନ ଆଜି ନୂଆଦିଲ୍ଲୀରେ ଜି -୨୦ ମିଳିତ ଘୋଷଣାପତ୍ରକୁ ଅନୁମୋଦନ କରାଯାଇଛି। ଶିଖର ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ଏହା ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦୀ ଜି -୨୦ ଶେର୍ପା, ମନ୍ତ୍ରୀ ଏବଂ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, “ଏକ ଖୁସି ଖବର ଆସିଛି ଯେ ଆମ ଟିମର କଠିନ ପରିଶ୍ରମ ଏବଂ ଆପଣଙ୍କ ସମସ୍ତଙ୍କ ସହଯୋଗ ଯୋଗୁଁ ଜି -୨୦ ନେତାଙ୍କ ସମ୍ମିଳନୀରେ ଘୋଷଣା ପତ୍ର ଉପରେ ସହମତି ମିଳିଛି। ମୁଁ ପ୍ରସ୍ତାବ ଦେଉଛି ଯେ, ନେତାଙ୍କ ଘୋଷଣାନାମା ମଧ୍ୟ ଗ୍ରହଣ କରାଯିବା ଉଚିତ। ମୁଁ ମଧ୍ୟ ଏହି ଘୋଷଣା ପତ୍ରକୁ ସମର୍ଥନ କରୁଛି। ମୁଁ ମଧ୍ୟ ଏହାକୁ ଗ୍ରହଣ କରିବା ପାଇଁ ଘୋଷଣା କରୁଛି। ”

ବିଶ୍ୱ ଜୈବ ଇନ୍ଧନ ମିଳିତ ସହଯୋଗରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା:

ଏହି ସମୟରେ ପିଏମ ମୋଦୀ ଗ୍ଲୋବାଲ ଜୈବ ଇନ୍ଧନ ମିଳିତ ମଞ୍ଚର ଶୁଭାରମ୍ଭ ଘୋଷଣା କରିଛନ୍ତି। ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ଏକ ବୈଶିକ ଜୈବ ଇନ୍ଧନ ଗଠନ କରୁଛୁ ଏବଂ ଭାରତ ଆପଣଙ୍କୁ ଏହି ପଦକ୍ଷେପରେ ଯୋଗଦେବାକୁ ଆମନ୍ତ୍ରଣ କରୁଛି। ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ୨୦ ପ୍ରତିଶତକୁ ନେବାକୁ ଭାରତ ଏକ ବିଶ୍ୱସ୍ତରୀୟ ପଦକ୍ଷେପ ପ୍ରସ୍ତାବ ଦେଇଛି।

ବିକଶିତ ଦେଶମାନଙ୍କୁ ଏହି ଆହ୍ଵାନ କରାଯାଇଛି:

ସେ କହିଛନ୍ତି ଯେ, ପରିବେଶ ଏବଂ ଜଳବାୟୁ ପର୍ଯ୍ୟବେକ୍ଷଣ ପାଇଁ ଜି -୨୦ ସାଟେଲାଇଟ୍ ମିଶନ୍ ଆରମ୍ଭ କରିବାକୁ ଭାରତ ପ୍ରସ୍ତାବ ଦେଇଛି। ମୁଁ ପ୍ରସ୍ତାବ ଦେଉଛି ଯେ, ଜି -୨୦ ଦେଶଗୁଡ଼ିକ ‘ଗ୍ରୀନ୍ କ୍ରେଡିଟ୍ ଇନିସିଏଟିଭ୍’ ଉପରେ କାମ କରିବା ଆରମ୍ଭ କରନ୍ତୁ। ବିକଶିତ ଦେଶମାନେ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ।

ଘୋଷଣାପତ୍ର ଜି-୨୦ ଶିଖର ସମ୍ମିଳନୀ ପ୍ରଗତି ମଇଦାନ ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ବୈଠକ ଉଦ୍‌ଘାଟିତ

June 24, 2026

ରାଫେଲ ମାମଲାରେ ପାକିସ୍ତାନର ପର୍ଦ୍ଦାଫାସ ପରେ ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କଲା ବିଜେପି

June 24, 2026

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026
Latest News

ଭୁବନେଶ୍ୱରରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ବୈଠକ ଉଦ୍‌ଘାଟିତ

June 24, 2026

ରାଫେଲ ମାମଲାରେ ପାକିସ୍ତାନର ପର୍ଦ୍ଦାଫାସ ପରେ ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କଲା ବିଜେପି

June 24, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.