Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇଡି ଏବଂ ସିବିଆଇ ଦ୍ଵାରା ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି, ସଞ୍ଜୟ ସିଂଙ୍କ ଘରେ ଚଢାଉ ପରେ ସଞ୍ଜୟ ରାଉତ
ବିଶେଷ ଖବର

ଇଡି ଏବଂ ସିବିଆଇ ଦ୍ଵାରା ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି, ସଞ୍ଜୟ ସିଂଙ୍କ ଘରେ ଚଢାଉ ପରେ ସଞ୍ଜୟ ରାଉତ

October 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସଞ୍ଜୟ ରାଉତ
'ଭାରତରେ ମଧ୍ୟ ହେବ ନେପାଳ ଭଳି ପରିସ୍ଥିତି': ସଞ୍ଜୟ ରାଉତଙ୍କ ବିବୃତ୍ତି ପରେ ପୋଲିସରେ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଶିବସେନା (ଉଦ୍ଧବ ବାଲା ସାହେବ ଠାକରେ) ସାଂସଦ ସଞ୍ଜୟ ରାଉତ ବିଜେପି ଉପରେ ଆକ୍ରମଣ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ ପ୍ରଶ୍ନ କରିଛନ୍ତି ଯେ, ଇଡି ଏବଂ ସିବିଆଇ ଦ୍ୱାରା ବିରୋଧୀ ନେତାଙ୍କ ଉପରେ ଚଢାଉ କରି ୨୦୨୪ ସାଧାରଣ ନିର୍ବାଚନ କରିବାକୁ ଚାହୁଁଛି କି ବିଜେପି?

ସଞ୍ଜୟ ରାଉତ କହିଛନ୍ତି ଯେ, ବିରୋଧୀଙ୍କ ସ୍ୱରକୁ ଦମନ କରିବା ପାଇଁ ସିବିଆଇ ଏବଂ ଇଡି ବର୍ତ୍ତମାନ ଏକ ମାଧ୍ୟମ ପାଲଟିଛି। ରାଉତ ଦାବି କରିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟ କହିଛନ୍ତି ଯେ ବିଜେପି ଇଡି ଏବଂ ସିବିଆଇର ଅପବ୍ୟବହାର କରୁଛି। ପ୍ରଥମେ ସେମାନେ ଅଭିଷେକ ବାନାର୍ଜୀଙ୍କୁ ହଇରାଣ କରିଥିଲେ, ବର୍ତ୍ତମାନ ଏବେ ସଞ୍ଜୟ ସିଂଙ୍କୁ ହଇରାଣ କରୁଛନ୍ତି। କିନ୍ତୁ ଏଥିରୁ ସେମାନେ କିଛି ହାସଲ କରିପାରିବେ ନାହିଁ।

ବିଜେପି ଶାସିତ ରାଜ୍ୟଗୁଡ଼ିକରେ କାହିଁକି ଚଢାଉ ହୋଇନାହିଁ?:

ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ସଞ୍ଜୟ ସିଂ ଜଣେ ସାଂସଦ ଏବଂ ସେ ଜଣେ ନିର୍ଭୀକ ବ୍ୟକ୍ତି। ତାଙ୍କ ଘରେ ଚଢାଉ କରାଯାଉଛି। ଆମ ଉପରେ ଚଢାଉ କରାଯାଉଛି, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଛତିଶଗଡ ଏବଂ ଝାଡଖଣ୍ଡରେ ଚଢାଉ କରାଯାଉଛି। କିନ୍ତୁ ଗୁଜୁରାଟ, ମଧ୍ୟପ୍ରଦେଶ, ଆସାମ ଏବଂ ଯେଉଁ ରାଜ୍ୟରେ ସେମାନେ କ୍ଷମତାରେ ଅଛନ୍ତି ସେମାନଙ୍କ ଉପରେ ଚଢାଉ କାହିଁକି କରାଯାଏ ନାହିଁ?

ରାଉତ କହିଛନ୍ତି ଯେ, ଯଦି ବିଜେପି କିମ୍ବା ଇଡି ସୂଚନା ଚାହୁଁଛି ତେବେ ସ୍କାମ କେଉଁଠାରେ ଘଟୁଛି ଆମେ ତାହା ଦେବୁ। ସଞ୍ଜୟ ସିଂଙ୍କ ଘରେ ଯେଉଁଭଳି ଭାବେ ଚଢାଉ ଚାଲିଛି, ମୁଁ ଅନୁଭବ କରୁଛି ଯେ ଏହା ହେଉଛି ଏକଛତ୍ରବାଦୀ ଶାସନର କାର୍ଯ୍ୟ।

ମହାରାଷ୍ଟ୍ରର ବିଜେପି ମେଣ୍ଟରେ ଏନସିପି ନେତା ଅଜିତ ପାୱାରଙ୍କ ଅସନ୍ତୋଷ ଖବର ସମ୍ପର୍କରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ର ବିଜେପି ଦ୍ୱାରା ଅସୁସ୍ଥ ହୋଇପଡିଛି। ସେ କହିଛନ୍ତି ଯେ, ବିଜେପି ମହାରାଷ୍ଟ୍ରକୁ ରାଜନୈତିକ ଭାବେ ଅସୁସ୍ଥ କରିଦେଇଛି। ସେମାନେ ଏହି ରାଜ୍ୟକୁ ଏକ ରୋଗାକ୍ରାନ୍ତ ରାଜ୍ୟରେ ପରିଣତ କରିଛନ୍ତି।

ଅବକାରୀ ନୀତି ଇଡି ଦୁର୍ନୀତି ମାମଲା ଶିବସେନା ସଞ୍ଜୟ ରାଉତ ସଞ୍ଜୟ ସିଂ ସିବିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026

ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍

July 29, 2026

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026

ଭୋପାଳରେ ଜେନ-ଜେଡ୍ ଚାଷୀଙ୍କ ପ୍ରତିବାଦ!: ମୁଖ୍ୟମନ୍ତ୍ରୀଙ୍କ ଗୃହ ଅଭିମୁଖେ ପଦଯାତ୍ରା

July 29, 2026
Latest News

AIDMK ପରେ DMK କୁ ଝଟକା!: TVKରେ ଯୋଗଦେବେ ପନ୍ନିରସେଲଭମ?

July 30, 2026

ଆସାମ ବନ୍ୟାରେ ୭୮ ଜଣଙ୍କର ମୃତ୍ୟୁ: ସଙ୍କଟରେ ୩ ଲକ୍ଷ ଲୋକ 

July 30, 2026

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ

July 30, 2026

ପୁରୀ ଏସପିଙ୍କ ନିର୍ଦ୍ଦେଶରେ ୮୦ କିମିର ଗ୍ରୀନ କରିଡର: ବଞ୍ଚିଲା ଶିଶୁର ଜୀବନ

July 30, 2026

ହତ୍ୟା ଅଭିଯୁକ୍ତ ମାଇଁ ଓ ଭଣଜାକୁ ଆଜୀବନ କାରାଦଣ୍ଡ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.