Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଘୋଷଣା ହେଲା ଆମ ଓଡିଶା ନବୀନ ଓଡିଶା ପାଇଁ ସଂଯୋଜକ, ମୁଖ୍ୟମନ୍ତ୍ରୀ ଦେଲେ ନିଯୁକ୍ତି
ବିଶେଷ ଖବର

ଘୋଷଣା ହେଲା ଆମ ଓଡିଶା ନବୀନ ଓଡିଶା ପାଇଁ ସଂଯୋଜକ, ମୁଖ୍ୟମନ୍ତ୍ରୀ ଦେଲେ ନିଯୁକ୍ତି

December 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସୁଗମ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୬ ଜଣ ସଂଯୋଜକଙ୍କୁ ନିଯୁକ୍ତ କରିଛନ୍ତି। ଯେଉଁ ସଂଯୋଜକମାନେ ନିଯୁକ୍ତ ହୋଇଛନ୍ତି ସେମାନେ ହେଲେ

ଅନୁଗୁଳ ପାଇଁ କୈଳାସ ଚନ୍ଦ୍ର ସାହୁ,

ବାଲେଶ୍ବର ପାଇଁ ରଂଜନ ବ୍ୟାଗ୍,

ଭଦ୍ରକ ପାଇଁ ଡ. ସଞ୍ଜୟ ଦାସ

ଗଜପତି ପାଇଁ ୟାରାଗାନା ରାମଭଦ୍ର ରାଓ

ଭବାନୀପାଟଣା ସବ୍ ଡିଭିଜନ୍ କଳାହାଣ୍ଡି ପାଇଁ ବଦ୍ରିନାରାୟଣ ପଟ୍ଟନାୟକ,

ଧର୍ମଗଡ ସବ୍ ଡିଭିଜନ୍ କଳାହାଣ୍ଡି ପାଇଁ ଆଦିତ୍ୟ ନନ୍ଦ

କନ୍ଧମାଳ ପାଇଁ ରାଜୀବ ପାତ୍ର

ଖୋର୍ଦ୍ଧା ପାଇଁ ଶ୍ରୀମୟୀ ମିଶ୍ର

କୋରାପୁଟ ସବଡିଭିଜନ ପାଇଁ ଲତା ସାହୁ

ଜୟପୁର ସବଡିଭିଜନ ପାଇଁ ଶ୍ରୀମତୀ ତୁଳସୀ କ୍ରିଷାନି

ମାଲକାନଗିରି ପାଇଁ ଚିତ୍ରା ପଟ୍ଟନାୟକ

ରାଇରଙ୍ଗପୁର ସବଡିଭିଜନ ମୟୂରଭଞ୍ଜ ପାଇଁ ଶ୍ରୀ ଅମରେନ୍ଦ୍ର କର

ବାରିପଦା ସବଡିଭିଜନ ମୟୂରଭଞ୍ଜ ପାଇଁ ସୁନୀଲ କୁମାର ଦାସ,

ନବରଂଗପୁର ପାଇଁ ମଞ୍ଜୁଳା ମାଝି

ନୟାଗଡ଼ ପାଇଁ ଗଙ୍ଗାଧର ପଣ୍ଡା

ନୁଆପଡା ପାଇଁ ରାମଲାଲ ହାଂସ

ରାୟଗଡା ପାଇଁ ଗୌରୀ ଶଙ୍କର ରାଓ,

ସମ୍ବଲପୁର ପାଇଁ ସିଦ୍ଧନ୍ତ ଦାସ

ସୁନ୍ଦରଗଡ ସବଡିଭିଜନ୍ ପାଇଁ ଯୋଗେନ୍ଦ୍ର ସିଂ

ବଣେଇ ସବଡିଭିଜନ ସୁନ୍ଦରଗଡ ପାଇଁ ଡ ମହେନ୍ଦ୍ର ସୋୟା ନିଯୁକ୍ତ ହୋଇଛନ୍ତି।​

ନିକଟରେ ଆମ ଓଡିଶା ନବୀନ ଓଡିଶାର କାର୍ଯ୍ୟକ୍ରମ ଓଡିଶାରେ ଆରମ୍ଭ କରାଯାଇଛି। ଯାହାର ଅଧ୍ୟକ୍ଷ ଅଛନ୍ତି ଭି କେ ପାଣ୍ଡିଆନ। ଡିଜିଟାଲ ଭିତ୍ତିଭୂମି ବିକାଶ ତଥା ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ତଥା ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ  ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଆମ ଓଡିଶା ନବୀନ ଓଡ଼ିଶା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.