Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ଅବକାରୀ କମିଶନର ନରସିଂହ ଭୋଳ
ବିଶେଷ ଖବର

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ଅବକାରୀ କମିଶନର ନରସିଂହ ଭୋଳ

February 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ଅବକାରୀ କମିଶନର ନରସିଂହ ଭୋଳ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଆଜି 26 ଜଣ ଆଇପିଏସ ଅଧିକାରୀଙ୍କୁ ବଦଳି କରାଯାଇଛି। ସେମାନେ ହେଲେ

1- ଶ୍ରୀ ଏସ.ଏମ. ନରବାଣେ, ବର୍ତ୍ତମାନ ନିଦେଶକ, ଛାପାଖାନା, ଷ୍ଟେସନେରୀ ଏବଂ ପ୍ରକାଶନ, ଓଡିଶା, କଟକ। ତାଙ୍କୁ ସ୍ବତନ୍ତ୍ର ଡିଜି ଓଏଚଆରପିସି ଭାବେ ବଦଳି

2- ଶ୍ରୀ ଦୀପ୍ତେଶ କୁମାର ପଟ୍ଟନାୟକ, ବର୍ତ୍ତମାନ CMD, OSRTC ଅଛନ୍ତି। ତାଙ୍କୁ ପୋଲିସ ଛାପାଖାନା, ଷ୍ଟେସନେରୀ ଏବଂ ପ୍ରକାଶନ ଭାବରେ ନିଯୁକ୍ତ ହୋଇଛନ୍ତି।

3- ଶ୍ରୀ ଯତିନ୍ଦ୍ର କୋୟଲ, ବର୍ତ୍ତମାନ ADGP, ପ୍ରୋଭିଜନିଂ, ଓଡିଶା, ସେ ADG, HRPC ଭାବରେ ନିଯୁକ୍ତ ହୋଇଛନ୍ତି।

4-  ଶ୍ରୀ ଏସ. ପ୍ରଭୀଣ କୁମାର, ବର୍ତ୍ତମାନ IGP, ପର୍ସୋନେଲ, ସେ IGP, ସେଣ୍ଟ୍ରାଲ ରେଞ୍ଜ, କଟକ  ନିଯୁକ୍ତ ହୋଇଛନ୍ତି।

5- ଶ୍ରୀ ନରସିଂହ ଭୋଳ, ବର୍ତ୍ତମାନ ଅବକାରୀ କମିଶନର ଅଛନ୍ତି, ସେ ଅତିରିକ୍ତ ପୁଲିସ କମିଶନର, ଭୁବନେଶ୍ୱର-କଟକ ଭାବରେ ନିଯୁକ୍ତ ହୋଇଛନ୍ତି।

6- ଡ଼ଃ ଦୀପକ କୁମାର, ବର୍ତ୍ତମାନ IGP, ହୋମ୍ ଗାର୍ଡସ୍ ଏବଂ ଫାୟାର ସର୍ଭିସେସ୍, ସେ IGP, ଅପରେସନ୍ସ ଭାବରେ ନିଯୁକ୍ତ ହୋଇଛନ୍ତି।

7-  ଶ୍ରୀ ଜୟ ନାରାୟଣ ପଙ୍କଜ, ବର୍ତ୍ତମାନ IGP, ଅପରେସନ୍ସ, ସେ IGP, ଇଣ୍ଟେଲିଜେନ୍ସ ଭାବରେ ନିଯୁକ୍ତ ହୋଇଛନ୍ତି।

8- ଡ଼ଃ ସାର୍ଥକ ସଡଙ୍ଗୀ, ବର୍ତ୍ତମାନ IGP, ଦକ୍ଷିଣ ରେଞ୍ଜ, ବ୍ରହ୍ମପୁର, ସେ IGP, CID-CB ଭାବରେ ନିଯୁକ୍ତ ହୋଇଛନ୍ତି।

9- ଶ୍ରୀ ନିତି ଶେଖର, ବର୍ତ୍ତମାନ IGP, ଦକ୍ଷିଣ ପଶ୍ଚିମ ରେଞ୍ଜ, କୋରାପୁଟ, ସେ IGP, ଦକ୍ଷିଣ ରେଞ୍ଜ ଭାବରେ ନିଯୁକ୍ତ ହୋଇଛନ୍ତି।

IPS Transfer ଆଇପିଏସ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

August 20, 2025

ଇଣ୍ଟରଗ୍ରୁପ୍ ସୈନିକସ୍କୁଲ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଉଦଘାଟିତ

August 20, 2025
Latest News

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.