Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜିଲ୍ଲାପାଳ ସ୍ତରରେ ଅଦଳବଦଳ, ଚଞ୍ଚଳ ରଣା ହେଲେ ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ହେଲେ…..
ବିଶେଷ ଖବର

ଜିଲ୍ଲାପାଳ ସ୍ତରରେ ଅଦଳବଦଳ, ଚଞ୍ଚଳ ରଣା ହେଲେ ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ହେଲେ…..

July 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଲ୍ଲାପାଳ
ଜିଲ୍ଲାପାଳ ସ୍ତରରେ ଅଦଳବଦଳ, ଚଞ୍ଚଳ ରଣା ହେଲେ ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ହେଲେ.....

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେହିପରି ଜିଲ୍ଲା ସ୍ତରରେ ମଧ୍ୟ ବଡ ଅଦଳବଦଳ ହୋଇଛି। ନିକଟରେ ପୁରୀ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ଚଞ୍ଚଳ ରଣାଙ୍କୁ ବିଏମସି କମିଶନର ଭାବେ ବଦଳି କରାଯାଇଛି। ଅନ୍ୟ ଯେଉଁମାନେଙ୍କର ବଦଳି ହୋଇଛି ସେମାନେ ହେଲେ

  1. ମନୀଶ କୁମାର ଅଗ୍ରୱାଲ- ଅତିରିକ୍ତ ଏସଆରସି
  2. ସଂଗ୍ରାମ କେଶରୀ ମହାପାତ୍ର- ଦକ୍ଷିଣାଞ୍ଚଳ ଆରଡିସି
  3. ଦେବେନ କୁମାର ପ୍ରଧାନ- ଏମଡି ପାନୀୟ ନିଗମ
  4. ବିଜୟ କୁମାର ଦାସ- ଅତିରିକ୍ତ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
  5. ସ୍ମତି ରଂଜନ ପ୍ରଧାନ- ଅତିରିକ୍ତ ସଚିବ ଜଙ୍ଗଲ ଓ ପରିବେଷ ଓ ଜଳବାୟୁ ପରିବର୍ତ୍ତନ ବିଭାଗ
  6. ରଘୁରାମ ଆୟାର- ଜିଲ୍ଲାପାଳ କେନ୍ଦ୍ରାପଡା
  7. ଚଞ୍ଚଳ ରଣା- ବିଏମସି କମିଶନର
  8. ସିଦ୍ଧାର୍ଥ ଶଙ୍କର ସ୍ବାଇଁ- ନିର୍ଦ୍ଦେଶକ ସ୍ବତନ୍ତ୍ର ପ୍ରକଳ୍ପ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ
  9. ଚକ୍ରବର୍ତ୍ତି ସିଂ ରାଠୋର- ନିର୍ଦ୍ଦେଶକ ବୈଷୟିକ ଶିକ୍ଷା ଓ ତାଲିମ
  10. ଡ. ଇଦ୍ଧୁଲା ବିଜୟ- ନିର୍ଦ୍ଦେଶକ କ୍ରୀଡା ବିଭାଗ
  11. ନିୟତି ପଟ୍ଟନାୟକ- ନିର୍ଦ୍ଦେଶକ ଉଚ୍ଚ ମାଧ୍ୟମିକ ଶିକ୍ଷା
  12. ମହେଶ୍ବର ସ୍ବାଇଁ- ନବରଂଗପୁର ଜିଲ୍ଲାପାଳ
  13. ପାରୁଲ ପାଟୱାରୀ- ନିର୍ଦ୍ଦେଶକ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତିକରଣ
  14. ଅବୋଲି ସୁନୀଲ ନରମାଣେ- ଶିଳ୍ପ ବିଭାଗର ନିର୍ଦ୍ଦେଶକ
  15. ଅମ୍ରିତ ଋତୁରାଜ- ଖୋର୍ଦ୍ଧା ଜିଲ୍ଲାପାଳ ( ସେ କନ୍ଧମାଳ ଜିଲ୍ଲାପାଳ ଅଛନ୍ତି)
  16. ମଧୁମିତା ରଥ- ଅତିରିକ୍ତ ଶାସନ ସଚିବ, ସ୍କୁଲ ଓ ଗଣଶିକ୍ଷା ବିଭାଗ
  17. ସୁଧୀର କୁମାର ପଣ୍ଡା- ମୃତ୍ତିକା ସଂରକ୍ଷଣ ଜଳ ସଂରକ୍ଷଣ ବିଭାଗର ନିର୍ଦ୍ଦେଶକ
  18. ପ୍ରତାପ ଚନ୍ଦ୍ର ହୋତା- ଅତିରିକ୍ତ ସଚିବ, ହସ୍ତତନ୍ତ ଓ ବୟନ ବିଭାଗ
  19. ସାଗରିକା ହୋତା- ଅତିରିକ୍ତ ସଚିବ, ଅର୍ଥ ବିଭାଗ
  20. ଦିବ୍ୟଜ୍ୟୋତି ପରିଡା- ପୁରୀ ଜିଲ୍ଲାପାଳ
  21. ସୋମେଶ କୁମାର ଉପାଧ୍ୟାୟ- ମାଲକାନଗିରି ଜିଲ୍ଲାପାଳ
  22. ଅଭିନେଶ ରେଡ୍ଡୀ- ଅବକାରୀ କମିଶନର
  23. ଶୁଭଙ୍କର ମହାପାତ୍ର- ସୁନ୍ଦରଗଡ ଜିଲ୍ଲାପାଳ
  24. କିର୍ତ୍ତି ଭାସନ- ଜିଲ୍ଲାପାଳ ଗଂଜାମ
  25. ଅନନ୍ୟା ଦାସ- ଯୁଗ୍ନ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
  26. ମନୋଜ ସତୱାନ ମହାଜନ- ଜିଲ୍ଲାପାଳ କୋରାପୁଟ
  27. ବେଦ ଭୂଷଣ- ଜିଲ୍ଲାପାଳ, କନ୍ଧମାଳ
  28. କୂଲକର୍ଣ୍ଣି ଆସୁତୋଷ- ଜିଲ୍ଲାପାଳ ରାୟଗଡା
  29. ମଧୁମିତା- ଜିଲ୍ଲାପାଳ, ଗଜପତି
  30. ଚାଭନ କୁନାଲ ମୋତିରାମ- ଝାରସୁଗୁଡା ଜିଲ୍ଲାପାଳ
  31. ବିଭୂତି ଭୂଷଣ ନାୟକ- ଜିଲ୍ଲାପାଳ ବୌଦ୍ଧ
  32. ଧେନାହା ଦାସତାଗିରି- ଅତିରିକ୍ତ ଜିଲ୍ଲାପାଳ ରାଉରକେଲା
  33. ରେହାନ ଖଟ୍ରି-  ସମ୍ବଲପୁର ମହାନଗର କମିଶନର
  34. ରିନା ପ୍ରଧାନ- ଚିଫ ଏକଜିକୁଟିଭି ଅଫିସର ଡିଏମଏଫ କେଉଁଝର
  35. କିରନଦୀପ କୌର ସୋହତା- କଟକ ମହାନଗର କମିଶନର
  36. ନୃପରାଜ ସାହୁ- ଜିଲ୍ଲାପାଳ ସୋନପୁର
  37. ଅମ୍ବର କୁମାର କର- ଜିଲ୍ଲାପାଳ ଯାଜପୁର

କ୍ଲିକ କରି ଆହୁରି ପଢନ୍ତୁ- ବରିଷ୍ଠ ଆଇଏଏସ ସ୍ତରରେ ବଡ ଅବଳବଦଳ, ହେମନ୍ତ ଶର୍ମା ହେଲେ ସୂଚନା ଓ ଲୋକସଂପର୍କ ବିଭାଗର ମୁଖ୍ୟ ଶାସନ ସଚିବ

ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ବିଏମସି କମିଶନର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

January 29, 2026

ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ଅଖିଳ କୁମାର ମିଶ୍ରଙ୍କ ସମ୍ବୋଧନ

January 29, 2026

ବାଲୁଗାଁ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ଆୟୋଜିତ, ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 29, 2026

ଆର୍ଥିକ ସର୍ବେକ୍ଷଣ ରିପୋର୍ଟ 2025-26: ଜିଡିପି ଅଭିବୃଦ୍ଧି 7.4% ରହିବା ନେଇ ଆକଳନ

January 29, 2026
Latest News

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

January 29, 2026

ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ବିଶ୍ୱ ପାଇଁ ଆଶାର କିରଣ: ପ୍ରଧାନମନ୍ତ୍ରୀ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନର ସଫଳତା: ଅଷ୍ଟ୍ରେଲିଆକୁ କଲା ପରାସ୍ତ

January 29, 2026

୧.୮ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ୩ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କଲା ରିଲାଏନ୍ସ ଫାଉଣ୍ଡେସନ

January 29, 2026

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.