Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଖ୍ୟାତ ଅଭିନେତା କମଲ ହାସନଙ୍କୁ କାହିଁକି ଭେଟିଲେ ବିଜେଡି ସାଂସଦ ସୁଲତା ଦେଓ
ବିଶେଷ ଖବର

ପ୍ରଖ୍ୟାତ ଅଭିନେତା କମଲ ହାସନଙ୍କୁ କାହିଁକି ଭେଟିଲେ ବିଜେଡି ସାଂସଦ ସୁଲତା ଦେଓ

July 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଖ୍ୟାତ ଅଭିନେତା କମଲ ହାସନ

ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତା କମଲ ହାସନଙ୍କୁ ଆଜି ରାଜ୍ୟସଭା ପରିସରରେ ସାକ୍ଷାତ କରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ସୁଲତା ବେଶ ଖୁସି ମିଜାଜରେ ତାଙ୍କୁ ସାକ୍ଷାତ କରିବା ସହିତ ନିଜ ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ଯେ, କମଲ ହାସନଙ୍କୁ ସ୍ବାଗତ। ସେ ପଦ୍ମଶ୍ରୀ, ପଦ୍ମଭୂଷଣ କମଲ ହାସନ ଜଣେ ପ୍ରତିଷ୍ଠିତ କଳାକାର ତଥା ଚଳଚିତ୍ର ବ୍ୟକ୍ତିତ୍ବ । ସେ ତାମିଲ ଏବଂ ହିନ୍ଦି ଚଳଚିତ୍ରରେ ନିଜର ପରାକାଷ୍ଠା ଦେଖାଇଛନ୍ତି। ତାଙ୍କର ଚଳଚିତ୍ର ଏକ ଦୁଜେ କେଲିଏ ଏବଂ ସଦମ୍ମା ଦେଖିଛି।

ତେବେ ଏହି ସାକ୍ଷାତକାରର ଅବସର ଭିନ୍ନ ଥିଲା। ତାହା ହେଲା ଆଜି କମଳ ହାସନ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ତାମିଲନାଡୁରୁ ରାଜ୍ୟସଭାକୁ ମନୋନିତ ହୋଇ ଆସିଛନ୍ତି। ତାଙ୍କୁ ତାମିଲନାଡୁ ସରକାରୀ ଦଳ ଡିଏମକେ ଏବଂ ସହଯୋଗୀ ଦଳ ସମର୍ଥନ କରିଥିଲେ। ଆଜି ସେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ ତାଙ୍କୁ ସାକ୍ଷାତ କରିବା ପାଇଁ ବିଭିନ୍ନ ରାଜ୍ୟସଭା ସଦସ୍ୟଙ୍କ ଆଗ୍ରହ ସୃଷ୍ଟି ହୋଇଥିଲା। କମଲ ହାସନ ତାମିଲ ଭାଷାରେ ଶପଥ ନେଇଥିଲେ।

କମଲ ହାସନ ସାଂସଦ ଶ୍ରୀମତୀ ସୁଲତା ଦେଓ ସୁଲତା ଦେଓ
Share. Facebook Twitter LinkedIn Email WhatsApp Copy Link

Related Posts

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025

ଭାରତ ଓ ଇସ୍ରାଏଲ ସରକାରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସ୍ବାକ୍ଷରିତ

September 9, 2025
Latest News

କିଡନୀ ଖରାପ ହେଲେ ଦେଖାଯାଏ ଏହି ଲକ୍ଷଣ, ଆଦୌ କରନ୍ତୁ ନାହିଁ ଅଣଦେଖା

September 9, 2025

ଲିକ୍ ହେଲା ଏସିଆ କପ୍ ପାଇଁ ଭାରତର ପ୍ଲେଇଂ-୧୧: ଜାଣନ୍ତୁ କାହାକୁ ମିଳିବ ସୁଯୋଗ

September 9, 2025

‘ଫଳାଫଳ ଚକିତ କରିବ’: ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସଞ୍ଜୟ ସିଂହଙ୍କ ବଡ ଦାବି

September 9, 2025

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

Asia Cup 2025: ଏହି ପ୍ଲେଇଂ ୧୧ ସହିତ ଏସିଆ କପ୍ ରେ ପ୍ରବେଶ କରିପାରେ ଟିମ୍ ଇଣ୍ଡିଆ

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.