Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Nuapada ByElection: ପ୍ରାର୍ଥୀ ଚୟନ ନେଇ ବିଜେପିର ୟୁଟର୍ଣ୍ଣ, ଜଣେ ଆଦିବାସୀ ମହିଳାଙ୍କ ଉପରେ ନଜର
ବିଶେଷ ଖବର

Nuapada ByElection: ପ୍ରାର୍ଥୀ ଚୟନ ନେଇ ବିଜେପିର ୟୁଟର୍ଣ୍ଣ, ଜଣେ ଆଦିବାସୀ ମହିଳାଙ୍କ ଉପରେ ନଜର

October 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Nuapada ByElection
Nuapada ByElection: ପ୍ରାର୍ଥୀ ଚୟନ ନେଇ ବିଜେପିର ୟୁଟର୍ଣ୍ଣ, ଜଣେ ଆଦିବାସୀ ମହିଳାଙ୍କ ଉପରେ ନଜର

Nuapada ByElection: ନୂଆପଡା ଉପନିର୍ବାଚନ ନେଇ ବିଜେପି ବଡ ଚିନ୍ତାରେ ରହିଛି। କାରଣ ହେଲା ସେଠାରେ କାହାକୁ ପ୍ରାର୍ଥୀ କଲେ ବିଜୟ ନିଶ୍ଚିତ ହେବ ସେ ନେଇ ଗଣିତ କଷା ଚାଲିଛି। ତେବେ ନୂଆପଡା ଆଦିବାସୀ ବହୁଳ ହୋଇଥିବାରୁ ସେଠାରେ ଜଣେ ଆଦିବାସୀଙ୍କୁ ପ୍ରାର୍ଥୀ କରିବା ନେଇ କୁଆଡେ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି। ସେଥିପାଇଁ ରାଜ୍ୟ ବିଜେପି ବର୍ତ୍ତମାନ କିଏ ହେବ ସେହି ଆଦିବାସୀ ପ୍ରାର୍ଥୀ ସେ ନେଇ ଘଣ୍ଟାଚକଟା ଲାଗିଛି।

ବର୍ତ୍ତମାନ କଂଗ୍ରେସ ଜଣେ ଆଦିବାସୀଙ୍କୁ ପ୍ରାର୍ଥୀ କରିଛି। ସେ ହେଲେ ଘାସିରାମ ମାଝୀ। ତାଙ୍କର ସେହି ନିର୍ବାଚନ ମଣ୍ଡଳିରେ ବେଶ ଦବଦବା ରହିଛି। ବିଶେଷ କରି ଗଣ୍ଡ ସମାଜ ତାଙ୍କ ପଛରେ ଅଛନ୍ତି। ନୂଆପଡା ଗଣିତ ଅନୁସାରେ ଆଦିବାସୀ ଭୋଟ ଯେଉଁଆଡେ ଯିବ ସେହି ପ୍ରାର୍ଥୀ ଜିତିବା ନିଶ୍ଚିତ। ତେଣୁ ବିଜେପି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା କିମ୍ବା ଯଦୁମଣି ପାଣିଗ୍ରାହୀଙ୍କୁ ପ୍ରାର୍ଥୀ ନ କରିବା ପାଇଁ ନିଷ୍ପତି କରିଛି ବୋଲି କୁହାଯାଉଛି।

ତେବେ ନୂଆପଡାର ଆଦିବାସୀ ଚେହେରା କିଏ ହେବ ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ବିଜେପି ଭୋଟର ତାଲିକା ଦେଖି ଅନୁମାନ କରିନେଇଛି ଯେ, ଯଦି ଜଣେ ଆଦିବାସୀ ଏବଂ ଯଦି ସେ ମହିଳା ହେବେ ତେବେ ନୂଆପଡା ଦଖଲ କରିବାରେ ସହଜ ହେବ ବୋଲି ଧରି ନିଆଯାଇଛି। ସେଥିପାଇଁ କିଛି ଆଦିବାସୀ ମହିଳାଙ୍କ ନାମ ଦିଅ ବୋଲି ସ୍ଥାନୀୟ ନେତାମାନଙ୍କୁ କୁଆଡେ ଗୁପ୍ତ ନିର୍ଦ୍ଦେଶ ଦିଆଯାଇଛି।

Two Black Holes Spotted in Orbit Circling Around Each Other

Nuapada Byelection ନୂଆପଡା ନୂଆପଡା ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ବାସ୍ତବ ଦୁନିଆର ଆହ୍ୱାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍‍ କ୍ରିଷ୍ଣନ୍‍

February 18, 2026

ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

February 18, 2026

ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ୱିକେଟର ପତନ: ବିଜେପିରେ ଯୋଗଦେବେ ଭୁପେନ ବୋରା

February 18, 2026

ଏଏନଆଇକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାର

February 18, 2026
Latest News

ବାସ୍ତବ ଦୁନିଆର ଆହ୍ୱାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍‍ କ୍ରିଷ୍ଣନ୍‍

February 18, 2026

ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

February 18, 2026

ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ୱିକେଟର ପତନ: ବିଜେପିରେ ଯୋଗଦେବେ ଭୁପେନ ବୋରା

February 18, 2026

ଏଏନଆଇକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାର

February 18, 2026

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶି ପ୍ରତି ପ୍ରଭୁ ଗଣପତିଙ୍କ ରହିବ ଆଶୀର୍ବାଦ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.