Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଢିଲା ଶ୍ରୀମନ୍ଦିର ସେବାୟତଙ୍କ ମାସିକ ଭତ୍ତା, ଆସନ୍ତା ବର୍ଷରୁ ହେବ ଲାଗୁ
ବିଶେଷ ଖବର

ବଢିଲା ଶ୍ରୀମନ୍ଦିର ସେବାୟତଙ୍କ ମାସିକ ଭତ୍ତା, ଆସନ୍ତା ବର୍ଷରୁ ହେବ ଲାଗୁ

November 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବଢିଲା ଶ୍ରୀମନ୍ଦିର ସେବାୟତଙ୍କ ମାସିକ ଭତ୍ତା, ଆସନ୍ତା ବର୍ଷରୁ ହେବ ଲାଗୁ

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟ ବୈଠକରେ ଏକ ବଡ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା ଶ୍ରୀମନ୍ଦିର ସେବାୟତଙ୍କ ଭତ୍ତା ରାଶିକୁ ବୃଦ୍ଧି କରାଯାଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ସେବାୟତଙ୍କ ମାସିକ ଭତ୍ତା ଏକ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେମାନେ ବର୍ତ୍ତମାନ ଚାରି ହଜାର ପାଉଛନ୍ତି, ବୃଦ୍ଧି ପରେ ଏହା ପାଞ୍ଚ ହଜାର କରାଯିବ ବୋଲି ସେ କହିଛନ୍ତି।

ଏହି ବର୍ଦ୍ଧିତ ରାଶି ଆସନ୍ତା ବର୍ଷଠାରୁ ଲାଗୁ ହେବ। ସେହିପରି ସେବାୟତଙ୍କ କନ୍ୟାଙ୍କ ବିବାହ ପାଇଁ ଦିଆଯାଉଥିବା ସହାୟତା ରାଶି ପରିମାଣ ମଧ୍ୟ ବୃଦ୍ଧି କରାଯାଇଛି। ତାହା ହେଲା ଏହି ପରିମାଣ ବର୍ତ୍ତମାନ ଏକ ଲକ୍ଷକୁ ବୃଦ୍ଧି ହେଲା ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଏଣିକି ସେବାୟତମାନେ ସେମାନଙ୍କର ଝିଅ ବାହାଘର କଲେ ଶ୍ରୀମନ୍ଦିର ପ୍ରଶାସନ ଏକ ଲକ୍ଷ ଟଙ୍କା ପ୍ରଦାନ କରିବେ।

Puri ShreeMandir shreemandir srimandir ଶ୍ରୀମନ୍ଦିର ଶ୍ରୀମନ୍ଦିର ସେବାୟତ ସେବାୟତ ଭତ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇସି-ସୋଆ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାଂଚଳ ଓଡ଼ିଶା ଏଆଇ ସିମ୍ପୋସିୟମ୍ ୨୦୨୫ ଆୟୋଜିତ

December 12, 2025

ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ନେଇ କଂଗ୍ରେସରେ ଝଡ, ମୋକିମଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ

December 12, 2025

ସାନ ଭାଇର ଛୁରୀ ମାଡରେ ବଡ଼ଭାଇ ଗୁରୁତର, ଥାନାରେ ଏତଲା

December 12, 2025

ଆମେରିକା ପରେ ଏବେ ଭାରତ ଉପରେ ୫୦% ଶୁଳ୍କ ଲାଗୁ କଲା ଏହି ଦେଶ

December 12, 2025
Latest News

ଏଆଇସି-ସୋଆ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାଂଚଳ ଓଡ଼ିଶା ଏଆଇ ସିମ୍ପୋସିୟମ୍ ୨୦୨୫ ଆୟୋଜିତ

December 12, 2025

ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ

December 12, 2025

ଅବସର ନିଷ୍ପତ୍ତି ପ୍ରତ୍ୟାହାର କଲେ ମହିଳା କୁସ୍ତିଯୋଦ୍ଧା ବିନେଶ: ଖେଳିବେ ୨୦୨୮ ଅଲିମ୍ପିକ୍ସ!

December 12, 2025

୧୯ ବର୍ଷରୁ କମ୍ ଏସିଆ କପ୍ ୨୦୨୫: ପୁଣି ବିସ୍ଫୋରକ ପାଳି ଖେଳି ଶତକ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ

December 12, 2025

Jio 5G: ୫ଜିରେ ଜିଓ ଆଗୁଆ, ଦେଶରେ ୨୩ କୋଟି ଗ୍ରାହକ ଯୋଡିଲ ରିଲାଏନ୍ସ

December 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.