Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମାହାଙ୍ଗାରେ ବିଜେଡି କାହିଁକି ହାରିଲା ବୋଲି ଦେଢ ବର୍ଷ ପରେ କାରଣ କହିଲେ ପ୍ରତାପ ଜେନା
ବିଶେଷ ଖବର

ମାହାଙ୍ଗାରେ ବିଜେଡି କାହିଁକି ହାରିଲା ବୋଲି ଦେଢ ବର୍ଷ ପରେ କାରଣ କହିଲେ ପ୍ରତାପ ଜେନା

November 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ମାହାଙ୍ଗାରେ ବିଜେଡି କାହିଁକି ହାରିଲା
ମାହାଙ୍ଗାରେ ବିଜେଡି କାହିଁକି ହାରିଲା ବୋଲି ଦେଢ ବର୍ଷ ପରେ କାରଣ କହିଲେ ପ୍ରତାପ ଜେନା

ଭୁବନେଶ୍ବର: ସାଧାରଣ ନିର୍ବାଚନ ସରିବାର ଦେଢ ବର୍ଷ ହୋଇଗଲାଣି। ହେଲେ ଏତେ ଦିନ ପରେ ମାହାଙ୍ଗାରେ ବିଜେଡି କାହିଁକି ହାରିଲା ବୋଲି କାରଣ କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା। ଗତ ନିର୍ବାଚନରେ ମାହାଙ୍ଗାରେ ବିଜେଡି ତରଫରୁ ପ୍ରତାପଙ୍କ ପୁଅ ଅଙ୍କିତ ଜେନା ପ୍ରାର୍ଥୀ ହୋଇଥିଲେ। ତାଙ୍କ ପାଇଁ ପ୍ରତାପ ଜେନା ବହୁ ପରିଶ୍ରମ ମଧ୍ୟ କରିଥିଲେ। ହେଲେ ସେ ସ୍ବାଧୀନ ପ୍ରାର୍ଥୀ ସାରଦା ପ୍ରଧାନଙ୍କଠାରୁ ସାତ ହଜାର ଭୋଟରେ ହାରି ଯାଇଥିଲେ।

ତେବେ ଏହାକୁ ନେଇ ସେତେବେଳେ ପ୍ରତାପ ଜେନା କିଛି କହି ନ ଥିଲେ। ହେଲେ ଏବେ ଏକ ବନ୍ଧୁ ମିଳନରେ ସେ ହାରିବାର କାରଣ କହିଦେଲେ। ସେ କହିଲେ ଯେ ମାହାଙ୍ଗାରେ ମୋ ପୁଅ ହାରିବାର କାରଣ ହେଲା ମୁଁ କେତେକଙ୍କ ଉପରେ ପୁରା ବିଶ୍ବାସ କରିଦେଲି। ହେଲେ ପରେ ସେମାନେ ଅନ୍ୟଠାରୁ ପଇସା ପକାଇ ମୋ ବିରୋଧରେ ଷଢଯନ୍ତ୍ର କରି ହରାଇ ଦେଲେ। ମୁଁ କ୍ଷମତାରେ ଥିବା ବେଳେ ସେମାନଙ୍କୁ ଅଖଣ୍ଡ କ୍ଷମତା ଦେଲି। ଆଜି ସେମାନଙ୍କ ଷଢଯନ୍ତ୍ରର ଶିକାର ହେଲି ବୋଲି ପ୍ରତାପ ଜେନା କହିଛନ୍ତି। ତେବେ ସେହି ଷଢଯନ୍ତ୍ରକାରୀ କିଏ ସେ ନେଇ ମାହାଙ୍ଗା ରାଜନୀତିରେ ଚର୍ଚ୍ଚା ଚାଲିଛି।

ପ୍ରତାପ ଜେନା ମାହାଙ୍ଗା ରାଜନୀତି ମାହାଙ୍ଗାରେ ବିଜେଡି କାହିଁକି ହାରିଲା
Share. Facebook Twitter LinkedIn Email WhatsApp Copy Link

Related Posts

ସେବାୟତ ବିବାଦ : ମହାପ୍ରଭୁ ଖେଳି ପାରିଲେନି ଚାପ

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣା: ମୁଖମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

April 28, 2026
Latest News

ସେବାୟତ ବିବାଦ : ମହାପ୍ରଭୁ ଖେଳି ପାରିଲେନି ଚାପ

April 29, 2026

ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ମମତା

April 29, 2026

ଆଜି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

April 29, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.