Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ କଂଗ୍ରେସ ନେଲା ବଡ ନିଷ୍ପତି, ଏହି ନେତାଙ୍କୁ ଦଳରୁ ଛଅ ବର୍ଷ ପାଇଁ କଲା ବହିସ୍କାର
ବିଶେଷ ଖବର

ରାଜ୍ୟ କଂଗ୍ରେସ ନେଲା ବଡ ନିଷ୍ପତି, ଏହି ନେତାଙ୍କୁ ଦଳରୁ ଛଅ ବର୍ଷ ପାଇଁ କଲା ବହିସ୍କାର

December 2, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ କଂଗ୍ରେସ
ରାଜ୍ୟ କଂଗ୍ରେସ ନେଲା ବଡ ନିଷ୍ପତି, ଏହି ନେତାଙ୍କୁ ଦଳରୁ ଛଅ ବର୍ଷ ପାଇଁ କଲା ବହିସ୍କାର

ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପରେ ରାଜ୍ୟ କଂଗ୍ରେସ ଏକ ବଡ ନିଷ୍ପତି ଗ୍ରହଣ କରିଛି। ସେହି ଅନୁସାରେ ଆଜି କଂଗ୍ରେସ ନେତା ପଦ୍ମାକର ଗୁରୁଙ୍କୁ ଦଳ ବହିସ୍କାର କରିଛି। ତାଙ୍କୁ ଛଅ ବର୍ଷ ପାଇଁ ଦଳରୁ ବହିସ୍କାର କରାଯାଇଛି। ଏ ନେଇ ଦଳତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି। ଜାତୀୟ କଂଗ୍ରେସର ସଚିବ ସଦସ୍ୟ ତାରିକ ଅନୱାରଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ପଦ୍ମାକର ରାଜ୍ୟ କଂଗ୍ରେସର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ। ସେ ନୂଆପଡା ଉପନିର୍ବାଚନ ପରେ ମୁଖପାତ୍ରରୁ ଇସ୍ତଫା ଦେଇଥିଲେ। ନୂଆପଡାରେ କଂଗ୍ରେସ ହାରିବା ନେଇ ସେ ସିଧା ସଭାପତି ଭକ୍ତ ଦାସଙ୍କୁ ଦୋଷାରୋପ କରିଥିଲେ। କଂଗ୍ରେସ ହାରିଥିବାରୁ ସଭାପତି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବୋଲି ସେ କହିଥିଲେ। ଏହାକୁ ନେଇ କଂଗ୍ରେସ ଭିତର ଝଡ ସୃଷ୍ଟି ହୋଇଥିଲା। ଯାହାର ଫଳ ସ୍ବରୂପ ପଦ୍ମାକରଙ୍କୁ ଆଜି ଦଳରୁ ବହିସ୍କାର କରାଯାଇଛି।

କଂଗ୍ରେସରୁ ବହିସ୍କାର ପଦ୍ମାକର ଗୁରୁ ରାଜ୍ୟ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

PMO Name Changed: ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ, ଏଣିକି ନୂଆ ନାମ ହେଲା…

December 2, 2025

Sanchar Saathi App Confusion: ସଞ୍ଚାର ସାଥୀ ଆପ୍ ଡାଉନଲୋଡ ବାଧ୍ୟ କି? ସ୍ପଷ୍ଟ କଲେ ମନ୍ତ୍ରୀ ସିନ୍ଧିଆ

December 2, 2025

Vedamurti Devavrat Mahesh Rekhe: ବେଦମୂର୍ତ୍ତିଙ୍କୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

December 2, 2025

Konark Festival 2025: ଆରମ୍ଭ ହେଲା କୋଣାର୍କ ଉତ୍ସବ, ପ୍ରଥମ ସଂଧ୍ୟାରେ ଓଡିଶୀ ସହ ଭାରତନାଟ୍ୟମ

December 2, 2025
Latest News

PMO Name Changed: ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ, ଏଣିକି ନୂଆ ନାମ ହେଲା…

December 2, 2025

Kashi Tamil Sangamam: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

December 2, 2025

Sanchar Saathi App Confusion: ସଞ୍ଚାର ସାଥୀ ଆପ୍ ଡାଉନଲୋଡ ବାଧ୍ୟ କି? ସ୍ପଷ୍ଟ କଲେ ମନ୍ତ୍ରୀ ସିନ୍ଧିଆ

December 2, 2025

ପୂର୍ବତଟ ରେଳପଥର କର୍ମଚାରୀ ଅଂଶଗ୍ରହଣ ମଞ୍ଚ ବୈଠକ ଆୟୋଜନ

December 2, 2025

ରାଜ୍ୟ କଂଗ୍ରେସ ନେଲା ବଡ ନିଷ୍ପତି, ଏହି ନେତାଙ୍କୁ ଦଳରୁ ଛଅ ବର୍ଷ ପାଇଁ କଲା ବହିସ୍କାର

December 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.