Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Bhadrak BJD Leaders Joined BJP: ବିଜେପିରେ ସାମିଲ ହେଲେ ପ୍ରଫଲଙ୍କ ଦୁଇ ପୁଅ ଏବଂ ଭଉଣୀ
ବିଶେଷ ଖବର

Bhadrak BJD Leaders Joined BJP: ବିଜେପିରେ ସାମିଲ ହେଲେ ପ୍ରଫଲଙ୍କ ଦୁଇ ପୁଅ ଏବଂ ଭଉଣୀ

December 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେପିରେ ସାମିଲ ହେଲେ
ବିଜେପିରେ ସାମିଲ ହେଲେ ପ୍ରଫଲ ସାମଲଙ୍କ ଦୁଇ ପୁଅ ଏବଂ ଭଉଣୀ, ଭଦ୍ରକ ବିଜେଡିର ସ୍ଥିତି ବେହାଲ

Bhadrak BJD Leaders Joined BJP: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ସତ ହେଲା। ଶେଷରେ ବିଜେଡି ଛାଡି ବିଜେପିରେ ମିଶିଲେ ପ୍ରଫୁଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ। ସେମାନେ ହେଲେ ପ୍ରଫୁଲଙ୍କ ବଡ ପୁଅ ତଥା ଭଦ୍ରକର ପୂର୍ବତନ ପୌରଧ୍ୟକ୍ଷ ପ୍ରୟାସକାନ୍ତି ସାମଲ, ତାଙ୍କ ସାନପୁଅ ତଥା ଭଣ୍ଡାରୀପୋଖରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣିତକାନ୍ତ ସାମଲ ଏବଂ ଭଉଣୀ ତଥା ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ।

ବିଜେପିର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ସମସ୍ତେ ସେମାନଙ୍କ ସମର୍ଥକଙ୍କ ସହିତ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଭଣ୍ଡାରୀପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ ବିଶ୍ବାଳ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେଡିରୁ ଇସ୍ତଫା ଦେଇ ଏମାନେ ବିଜେପିରେ ସାମିଲ ହୋଇଛନ୍ତି। କଂଗ୍ରେସର ଯୁବନେତା ପ୍ରକାଶ ଜ୍ୟୋତି ମହାକୁଡ଼ ମଧ୍ୟ ବିଜେପିରେ ଯୋଗ ଦେଇଥିବା ବେଳେ ଜିଲ୍ଲାର ୩୦ ଜଣ ସରପଞ୍ଚ ଓ ୩୫ ଜଣ ସମିତି ସଭ୍ୟଙ୍କ ସମେତ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ବିଜେଡି କର୍ମୀ ଆଜି ପଦ୍ମ ଧରିଛନ୍ତି।

ଏହି ମିଶ୍ରଣ ପର୍ବରେ ସଭାପତି ମନମୋହନ ସାମଲଙ୍କ ସହିତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ମହାପାତ୍ର, ବିଧାୟକ ବାବୁ ସିଂ ଏବଂ ଭଦ୍ରକ ଜିଲ୍ଲାର ବିଜେପି ନେତାମାନେ ଯୋଗଦେଇଥିଲେ।

Bhadrak BJD Leaders Joined BJP: ବିଜେପି ମିଶ୍ରଣ ପର୍ବ ବିଜେପିରେ ସାମିଲ ହେଲେ ଭଦ୍ରକ ବିଜେଡି ଭଦ୍ରକ ରାଜନୀତି
Share. Facebook Twitter LinkedIn Email WhatsApp Copy Link

Related Posts

Odisha Book Fair: ଆରମ୍ଭ ହେଲା ରାଜ୍ୟ ପୁସ୍ତକ ମେଳା, ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ

December 7, 2025

ପ୍ରକାଶିତ ହେଲା ୫ମ ଏବଂ ୮ମ ଶ୍ରେଣୀ ପାଇଁ ନୂଆ ପୁସ୍ତକ, ଆସନ୍ତା ଶିକ୍ଷାବର୍ଷରୁ ସମସ୍ତ ସ୍କୁଲରେ ଲାଗୁ

December 7, 2025

ଭାରତ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

December 7, 2025

ଡିସେମ୍ବର ମାସଟିରେ ରହିଛି ବିରଳ ଯୋଗ, ଏକାଥରେ ପଡୁଛି ତିନୋଟି ଏକାଦଶୀ

December 7, 2025
Latest News

Odisha Book Fair: ଆରମ୍ଭ ହେଲା ରାଜ୍ୟ ପୁସ୍ତକ ମେଳା, ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ

December 7, 2025

Google Gemini Pro: କଲେଜ ଛାତ୍ରଛାତ୍ରୀମାନଙ୍କୁ ଏଆଇ ଜ୍ଞାନରେ ସଶକ୍ତ କରୁଛି ରିଲାଏନ୍ସ ଜିଓ

December 7, 2025

ପ୍ରକାଶିତ ହେଲା ୫ମ ଏବଂ ୮ମ ଶ୍ରେଣୀ ପାଇଁ ନୂଆ ପୁସ୍ତକ, ଆସନ୍ତା ଶିକ୍ଷାବର୍ଷରୁ ସମସ୍ତ ସ୍କୁଲରେ ଲାଗୁ

December 7, 2025

Bhadrak BJD Leaders Joined BJP: ବିଜେପିରେ ସାମିଲ ହେଲେ ପ୍ରଫଲଙ୍କ ଦୁଇ ପୁଅ ଏବଂ ଭଉଣୀ

December 7, 2025

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ T20 ପାଇଁ ର ସମୀକ୍ଷା କଲେ ଡିଜିପି

December 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.