Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ବିଧାୟକମାନଙ୍କ ବଢିଲା ଦରମା, ଏକାଥରେ ତିନିଗୁଣା ବୃଦ୍ଧି, ଜାଣନ୍ତୁ କେତେ ହେଲା..
ବିଶେଷ ଖବର

ଓଡିଶା ବିଧାୟକମାନଙ୍କ ବଢିଲା ଦରମା, ଏକାଥରେ ତିନିଗୁଣା ବୃଦ୍ଧି, ଜାଣନ୍ତୁ କେତେ ହେଲା..

December 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ବିଧାୟକମାନଙ୍କ ବଢିଲା ଦରମା
ଓଡିଶା ବିଧାୟକମାନଙ୍କ ବଢିଲା ଦରମା, ଏକାଥରେ ତିନିଗୁଣା ବୃଦ୍ଧି, ଜାଣନ୍ତୁ କେତେ ହେଲା..

ଭୁବନେଶ୍ବର: ଶେଷରେ ବିଧାୟକମାନେ ଯେଉଁ ଦାବୀ କରି ଆସୁଥିଲେ ତାହା ଲାଗୁ ହୋଇଛି। ରାଜ୍ୟ ସରକାର ବିଧାୟକଙ୍କ ଦରମା ବୃଦ୍ଧି କରିଛନ୍ତି। ଏ ନେଇ ମଙ୍ଗଳବାର ଦିନ ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ପାରିତ ହୋଇଛି। ସେହି ଅନୁସାରେ ଏଣିକି ବିଧାୟକ, ପୂର୍ବତ୍ତନ ବିଧାୟକମାନେ ଯାହା ପାଉଛନ୍ତି ସେଥିରେ ତିନିଗୁଣା ବୃଦ୍ଧି କରାଯାଇଛି। ତେବେ ସବୁଠାରୁ ବଡ ଖବର ହେଉଛି ଯେ, ସମସ୍ତଙ୍କୁ ଦେଢ ବର୍ଷର ପିଛିଲା ଦରମା ପ୍ରଦାନ କରାଯିବ। ତେବେ ନୂଆ ଦରମା ଯାହା ହେଲା ତାହା ହେଉଛି..

ବିଧାୟକ ପାଇବେ- ₹ ୩,୫୩,୦୦୦/-
ମନ୍ତ୍ରୀ ପାଇବେ- ₹ ୩,୯୦,୦୦୦/-
ଉପବାଚସ୍ପତି ପାଇବେ- ₹ ୪,୧୨,୦୦୦/-
ବାଚସ୍ପତି ପାଇବେ- ₹ ୪,୨୩,୦୦୦/-
ମୁଖ୍ୟମନ୍ତ୍ରୀ/ବିରୋଧୀ ଦଳ ନେତା- ₹୩,୩୫,୦୦୦/-(ସରକାରୀ ସୁବିଧା ବ୍ୟତୀତ)

ଏହି ଦରମା ସର୍ବମୋଟ ହିସାବ କଲେ ଏହି ସଂଖ୍ୟା ଆସୁଛି। ତେବେ ସେମାନଙ୍କର ମବଳ ଦରମା ସହିତ ଅନ୍ୟାନ୍ୟ ଖର୍ଚ୍ଚ କ୍ଷେତ୍ରରେ ଯାହା ବଢିଛି ତାହା ହେଲା

ବିଧାୟକମାନଙ୍କୁ ଏଣିକି ୩୫ ହଜାର ବଦଳରେ ମିଳିବ ୯୦ ହଜାର ଟଙ୍କା
୪୦ ହଜାର ଟଙ୍କା ପାଉଥିଲେ ମିଳିବ ୯୬ ହଜାର ଟଙ୍କା
୩୬ ହଜାର ଟଙ୍କା ପାଉଥିଲେ ମିଳିବ ୯୨ ହଜାର ଟଙ୍କା
ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ମିଳିବ
କମିଟି ବୈଠକ ଭତ୍ତା ୧୫୦୦ ଟଙ୍କା ବଦଳରେ ୩୦୦୦ ମିଳିବ
ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨୦୦୦ ବଦଳରେ ୧୦ ହଜାର ମିଳିବ
ରାଜ୍ୟ ଭିତରେ କାର ଯାତ୍ରା ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା
ମାସିକ ଯାନ ବାହନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର
ମାସକୁ ପୁସ୍ତକ କିଣିବା ପାଇଁ ୨୦୦୦ ବଦଳରେ ମିଳିବ ୧୦ ହଜାର
ବିଜୁଳି ବିଲ ପାଇଁ ୫୦୦୦ ବଦଳରେ ୨୦ ହଜାର ଟଙ୍କା ମିଳିବ
ଚିକିତ୍ସା ଖର୍ଚ୍ଚ ୫୦୦୦ ଟଙ୍କା ବଦଳରେ ୩୫ ହଜାର ମିଳିବ
କ୍ୱାଟର ମିଳି ନଥିବା ବିଧାୟକଙ୍କୁ ରହଣି ପାଇଁ ଦିନକୁ ୧୦୦୦ ଟଙ୍କା ବଦଳରେ ମିଳିବ ୨୦୦୦ ଟଙ୍କା
ଗାଡି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ମିଳିବ

MLA Salary Odisha MLA Salary ଓଡିଶା ବିଧାୟକମାନଙ୍କ ବଢିଲା ଦରମା ବିଧାୟକଙ୍କ ଦରମା
Share. Facebook Twitter LinkedIn Email WhatsApp Copy Link

Related Posts

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026
Latest News

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.