IPS Promotions: ରାଜ୍ୟ ସରକାର ବରିଷ୍ଠ ଆଇପିଏସଙ୍କୁ ଦେଇଛନ୍ତି ନୂଆ ବର୍ଷ ଭେଟି। ଆଠ ଜଣ ଆଇପିଏସଙ୍କୁ ସରକାର ପଦନ୍ନୋତି ଦେଇଛନ୍ତି। ସେମାନେ ହେଲେ
1-ଆଇଜି ଏସ୍ ସାଇନିଙ୍କୁ ଅତିରିକ୍ତ ଡିଜି ପାହ୍ୟା
2- ମଡକର ସନ୍ଦୀପ ସମ୍ପତଙ୍କୁ ଡିଆଇଜି ପାହ୍ୟା
3-ସୁଧାଂଶୁ ଶେଖର ମିଶ୍ରଙ୍କୁ ଡିଆଇଜି ପାହ୍ୟା
4- ସତ୍ୟଜିତ ନାୟକ ଆଇଜି ପାହ୍ୟା
5- ଉମାଶଙ୍କର ଦାସଙ୍କୁ ଆଇଜି ପାହ୍ୟା
6- ଶ୍ରୀପ୍ରକାଶ ଆରଙ୍କୁ ଆଇଜି ପାହ୍ୟା
7- ଅନୁପମା ଜେମସ ଆଇଜି ପାହ୍ୟା
8- ଏଲ ଦିବ୍ୟା ଭିଙ୍କୁ ଆଇଜି ପାହ୍ୟାକୁ ପଦନ୍ନୋତି ଦିଆଯାଇଛି
ଏମାନଙ୍କ ମଧ୍ୟରୁ ସୁଧାଂଶୁ ଶେଖର ମିଶ୍ର, ଶ୍ରୀପ୍ରକାଶ ଆର, ଅନୁପମା ଜେମସ ଏବଂ ଏଲ ଦିବ୍ୟା ଭି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।


