ଭୁବନେଶ୍ବର: ଆଜି ମହାଶିବରାତ୍ରିରେ ବିଜୁ ଜନତା ଦଳ ଘୋଷଣା କରିଛି ତାହା ମହିଳା ବାହିନୀର ନାମ। ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ। ଏଥିରେ ଜିଲ୍ଲା ସଭାପତିଙ୍କ ନାମ ସହିତ ଜୋନାଲ ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଯେଉଁ ଜିଲ୍ଲାରୁ ମହିଳା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ସେମାନେ ହେଲେ..


ଏଥିସହିତ ବିଭିନ୍ନ ଜିଲ୍ଲାରେ ଜୋନ ସଭାପତି ଏବଂ କାର୍ଯ୍ୟକାରୀ ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଏଥିରେ ସାତ ଜଣ ନେତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ

ଏହି ନିଯୁକ୍ତି ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।


