Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ରାଜ୍ୟ ସରକାର ଓ HCLTech ମଧ୍ୟରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର
ବିଶେଷ ଖବର

ଆଜି ରାଜ୍ୟ ସରକାର ଓ HCLTech ମଧ୍ୟରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର

July 24, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
CM reviews Twin City traffic and beautification plans
CM reviews Twin City traffic and beautification plans

ଭୁବନେଶ୍ଵର: ରାଜ୍ୟରେ ସୂଚନା ପ୍ରଯୁକ୍ତି କ୍ଷେତ୍ରକୁ ଆହୁରି ଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଓ HCL Tech ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହେବ। ଏହି ଚୁକ୍ତି ଅନୁଯାୟୀ, ଖୋର୍ଦ୍ଧାରେ ୭୩୦ କୋଟି ଟଙ୍କା ବିନିଯୋଗରେ ଏକ ଏଆଇ ଡାଟା ସେଣ୍ଟର ପାର୍କ ଓ ଗ୍ଲୋବାଲ ଡେଭଲପମେଣ୍ଟ ସେଣ୍ଟର ସ୍ଥାପନ କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ଦକ୍ଷ ଯୁବପିଢ଼ିଙ୍କ ପାଇଁ ନୂଆ ରୋଜଗାରର ସମ୍ଭାବନା ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

HCLTech mou ଏମ୍‌ଓୟୁ ମୋହନ ଚରଣ ମାଝୀ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଚେସରେ ଇତିହାସ ରଚିଲେ ୪ ବର୍ଷୀୟା ଏଲିନା ମିଶ୍ର: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

September 3, 2026

ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ସହ ଆଧ୍ୟାତ୍ମିକତାର ମିଳନ: କୋରାପୁଟର ପ୍ରସିଦ୍ଧ ଶୈବପୀଠ ‘ବାବା ଗୁପ୍ତେଶ୍ୱର’

September 3, 2026

ବ୍ୟାଙ୍କ ଓ ଗ୍ରାମୀଣ ଜୀବିକା ମିଶନର ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ରମନ୍ତ୍ରୀ

September 3, 2026

ପାକିସ୍ତାନରେ ଶତାବ୍ଦୀ ପୁରୁଣା ମନ୍ଦିର ଭାଙ୍ଗିବା ଘଟଣା: କଡ଼ା ନିନ୍ଦା କଲା ଭାରତ

September 3, 2026
Latest News

ଚେସରେ ଇତିହାସ ରଚିଲେ ୪ ବର୍ଷୀୟା ଏଲିନା ମିଶ୍ର: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

September 3, 2026

ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ସହ ଆଧ୍ୟାତ୍ମିକତାର ମିଳନ: କୋରାପୁଟର ପ୍ରସିଦ୍ଧ ଶୈବପୀଠ ‘ବାବା ଗୁପ୍ତେଶ୍ୱର’

September 3, 2026

ବ୍ୟାଙ୍କ ଓ ଗ୍ରାମୀଣ ଜୀବିକା ମିଶନର ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ରମନ୍ତ୍ରୀ

September 3, 2026

ପାକିସ୍ତାନରେ ଶତାବ୍ଦୀ ପୁରୁଣା ମନ୍ଦିର ଭାଙ୍ଗିବା ଘଟଣା: କଡ଼ା ନିନ୍ଦା କଲା ଭାରତ

September 3, 2026

ତନଭିଙ୍କ ଚିକିତ୍ସା ଏବଂ ପରିସ୍ଥିତିର ସମୀକ୍ଷା ପାଇଁ ଏମ୍ସ ନୂଆଦିଲ୍ଲୀ ପକ୍ଷରୁ କମିଟି ଗଠିତ

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.