Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Low Pressure News: ଆସିଲା ବଡ ଖବର, ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର
ବିଶେଷ ଖବର

Low Pressure News: ଆସିଲା ବଡ ଖବର, ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

October 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Low Pressure News
Low Pressure News: ଆସିଲା ବଡ ଖବର, ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

Low Pressure News: ବାତ୍ୟା ହେବ, ବାତ୍ୟା ହେବ ବୋଲି ଯେଉଁ ଖବର ପ୍ରଚାରିତ ହେଉଥିଲା ତାହା କେତେକାଂଶରେ ସତ ହେବାକୁ ଯାଉଛି। କାରଣ ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ

ଆସନ୍ତାକାଲି ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ସମ୍ଭାବନା ରହିଛି। ଏହା ତାମିଲନାଡୁ ଉପକୂଳରବର୍ତ୍ତି ଅଞ୍ଚଳରେ ହେବ ବୋଲି କୁହାଯାଇଛି।

ତେବେ ସୂଚନା ଅନୁସାରେ ଥାଇଲାଣ୍ଡ ଓ ମିଆଁମାର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆସନ୍ତା କାଲି ଅର୍ଥାତ ୨୧ ତାରିଖରେ ଆଣ୍ଡାମାନର ଆରବ ସାଗରରେ ପହଞ୍ଚିବ। ଏହାପରେ ଆସନ୍ତା ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ତାପୂର୍ବରୁ ଆସନ୍ତାକାଲିଠାରୁ ଏହି ଲଘୁଚାପ ପାଇଁ କ୍ଷେତ୍ର ପ୍ରସ୍ତୁତ ହେବ ବୋଲି ସ୍ପଷ୍ଟ ହୋଇଛି।

ତେବେ ଏ ନେଇ ପାଣିପାଗ ବିଭାଗ ତରଫରୁ ବିସ୍ତୁତ ଭାବେ କୌଣସି ସୂଚନା ଦିଆଯାଇ ନାହିଁ। ମୁଖ୍ୟତଃ ଏହା ଘନିଭୂତ ହେବ କି ନାହିଁ। ପୂର୍ବରୁ ଯେଉଁ ବାତ୍ୟା ଆଶଙ୍କା କରାଯାଉଛି ତାହା ଏହି ଲଘୁଚାପ ଦ୍ବାରା ହେବ କି ନାହିଁ ଜଣାପଡି ନାହିଁ।

Low Pressure News ବଙ୍ଗୋପସାଗର ଲଘୁଚାପ
Share. Facebook Twitter LinkedIn Email WhatsApp Copy Link

Related Posts

ମକ୍କା ମସଜିଦ୍ ଘଟଣା: ୨ ବାଂଲାଦେଶୀଙ୍କୁ ମୃତ୍ୟୁଦଣ୍ଡ

October 20, 2026

ଲୁଣା ନଦୀରେ ବୁଡ଼ି ୩ ନାବାଳକ ମୃତ

October 20, 2026

No DJ at Bhashani: ଭସାଣୀ ବେଳେ ବାଜିପାରିବ ନାହିଁ ଡିଜେ, କମିଶନରେଟ ପୋଲିସର କଡା ନିର୍ଦ୍ଦେଶ

October 20, 2026

ଶୀତ ଆସିବା ପୂର୍ବରୁ ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ

October 20, 2026
Latest News

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ୧୯୯୯ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ସମ୍ପନ୍ନ

October 20, 2026

ମକ୍କା ମସଜିଦ୍ ଘଟଣା: ୨ ବାଂଲାଦେଶୀଙ୍କୁ ମୃତ୍ୟୁଦଣ୍ଡ

October 20, 2026

ଲୁଣା ନଦୀରେ ବୁଡ଼ି ୩ ନାବାଳକ ମୃତ

October 20, 2026

Low Pressure News: ଆସିଲା ବଡ ଖବର, ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

October 20, 2026

Jio IPO News: ଜିଓ ଆଇପିଓ ର ରେକର୍ଡ, ଆଙ୍କର୍ ନିବେଶକଙ୍କ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଡିମାଣ୍ଡ

October 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.