ଦଶହରା ମେଢ : ନଜର ପକାନ୍ତୁ ଭାରତର ପ୍ରମୁଖ ସହରରେ ମା’ଦୁର୍ଗା ଦେବୀଙ୍କ ମହାନବମୀ ପୂଜା ପାଳନ

Published: Oct 7, 2019, 10:03 am IST

ସମୀକ୍ଷା ବ୍ୟୁରୋ

ଆଜି ମା’ଙ୍କ ମହାନବମୀ ପୂଜା। ସେଥିପାଇଁ ସାର ଭାରତ ବେଶ୍ ଉତ୍ସବ ମୁଖର ହୋଇ ଉଠିଛି। ଆସନ୍ତାକାଲି ଦଶହରା ରାବଣ ପୋଡି ଉତ୍ସବ ପାଳନ ହେବ। ବର୍ତ୍ତମାନ ଭାରତର ପ୍ରମୁଖ ସହରରେ କିପରି ଚାଲିଛି ନବମୀ ପୂଜା ପକାଇବା ଏକ ନଜର।

କୋଲକାତାର ଏକ ପୂଜା ମଣ୍ଡପରେ ଚାଲିଛି ମହାନବମୀ ପୂଜା
ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ କଟକ ସହରର ପୂଜାର ପରିବେଷ ବେଶ୍ ଆକର୍ଷଣୀୟ
ମହାନବମୀ ପୂଜାରେ ନିମଗ୍ନ ହୋଇପ଼ଡିଛି ପ୍ରୟାଗରାଜର ଏକ ପୂଜା ମଣ୍ଡପ
ନବମୀ ପୂଜା ପାଇଁ କୋଲକାତାର ଏକ ପୂଜା ମଣ୍ଡପରେ ଭକ୍ତମାନଙ୍କର ଭିଡ
ଭୁବନେଶ୍ବରର ପୂଜା ମଣ୍ଡପରେ ବେଶ୍ ଧୂଧାମରେ ଚାଲିଛି ମହାନବମୀ ପୂଜା
ଅହମ୍ମଦାବାଦର ଏକ ପୂଜା ମଣ୍ଡପରେ ମହାନବମୀ ପୂଜାରେ ନିମଗ୍ନ ଭକ୍ତଗଣ
ରାଞ୍ଚି ସହରର ଏକ ପୂଜା ମଣ୍ଡପରେ ଭକ୍ତମାନ ଶଙ୍ଖ ବଜାଇ ଆରମ୍ଭ କରିଛନ୍ତି ମହାନବମୀ ପୂଜା

Related posts