Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାବଣ ପୋଡି ପାଇଁ ଦେଶର ବିଭିନ୍ନ ସହରରେ ପ୍ରସ୍ତୁତି ଆରମ୍ଭ, ସତ୍ୟର ହେବ ଜୟ
ବିଶେଷ ଖବର

ରାବଣ ପୋଡି ପାଇଁ ଦେଶର ବିଭିନ୍ନ ସହରରେ ପ୍ରସ୍ତୁତି ଆରମ୍ଭ, ସତ୍ୟର ହେବ ଜୟ

October 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Artisans making effigies of demon king Ravana at a roadside workshop, at Titarpur ahead of Dusshera fetival, in New Delhi

ସମୀକ୍ଷା ବ୍ୟୁରୋ

ଆସନ୍ତାକାଲି ହେବ ରାବଣ ଦହନ। ସେଥିପାଇଁ ଦେଶର ଅନେକ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି। ବିଶ୍ବାସ ରହିଛି ରାବଣ ପୋଡି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ସେଥିପାଇଁ ପୂଜା ମଣ୍ଡପଗୁଡିକ ପ୍ରତିକାତ୍ମକ ରାବଣ କରି ଦହନ କରିଥାନ୍ତି। ନଜର ପକାଇବା କେଉଁ ସହରରେ କିପରି ହୋଇଛି ରାବଣ ପୋଡି ପ୍ରସ୍ତୁତି

ନୂଆ ଦିଲ୍ଲୀରେ ରାବଣ ପୋଡି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଚିତ୍ରଶିଳ୍ପୀମାନେ ରାବଣ ତିଆରିରେ ନିମଗ୍ନ.
ରାଞ୍ଚିର ଏକ ପୂଜା ମଣ୍ଡପ ତରଫରୁ ରାବଣ ପୋଡି ପାଇଁ ଚାଲିଛି ପ୍ରସ୍ତୁତି
ରାବଣ ପୋଡି ଉତ୍ସବ ପାଳନ ପାଇଁ ପୂଜା ମଣ୍ଡପରୁ ଆସିଥିବା ବରାଦ ଅନୁସାରେ ନୂଆଦିଲ୍ଲୀ କାରୀଗରଙ୍କ ପ୍ରସ୍ତୁତି
ପ୍ଲାଷ୍ଟିକ ବ୍ୟବହାର ବନ୍ଦ ସଚେତନାତା ପାଇଁ ନୂଆଦିଲ୍ଲୀରେ ରାବଣ ପ୍ରତିକୃତି
ନୂଆଦିଲ୍ଲୀରେ ନିଶୁଆ ରାବଣର ପ୍ରତିକୃତି ତିଆରି ଚାଲିଛି
ଲକ୍ଷ୍ମୌର କାରୀଗରମାନେ ପୂଜା ମଣ୍ଡପକୁ ରାବଣ ମୁଣ୍ଡ ଯୋଗାଇବା ପାଇଁ କରୁଛନ୍ତି ପ୍ରସ୍ତୁତି

 

 

Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025

ଭାରତକୁ ଶତ୍ରୁ ପରି ବ୍ୟବହାର କରିବା ରଣନୈତିକ ଭୁଲ’: ଟ୍ରମ୍ଫଙ୍କୁ ଭର୍ତ୍ସନା କଲେ ନିକି ହେଲି

August 21, 2025
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶୁକ୍ରବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2025

ପ୍ରଦେଶ କଂଗ୍ରେସ ଗଠନ କଲା ସୃଜନ କମିଟି ଓ ୱାର ରୁମ କମିଟି, ଜାଣନ୍ତୁ ଏହା କଣ

August 21, 2025

ପୁଣି ଓଡିଶାକୁ ଫେରିବ ପୋସ୍କୋ, କେନ୍ଦୁଝରରେ କରିବ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

August 21, 2025

‘କର୍ମଚାରୀ ସଂକଳ୍ପ ସମ୍ମିଳନୀ’କୁ ସମ୍ବୋଧନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

August 21, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.