Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାବଣ ପୋଡି ପାଇଁ ଦେଶର ବିଭିନ୍ନ ସହରରେ ପ୍ରସ୍ତୁତି ଆରମ୍ଭ, ସତ୍ୟର ହେବ ଜୟ
ବିଶେଷ ଖବର

ରାବଣ ପୋଡି ପାଇଁ ଦେଶର ବିଭିନ୍ନ ସହରରେ ପ୍ରସ୍ତୁତି ଆରମ୍ଭ, ସତ୍ୟର ହେବ ଜୟ

October 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Artisans making effigies of demon king Ravana at a roadside workshop, at Titarpur ahead of Dusshera fetival, in New Delhi

ସମୀକ୍ଷା ବ୍ୟୁରୋ

ଆସନ୍ତାକାଲି ହେବ ରାବଣ ଦହନ। ସେଥିପାଇଁ ଦେଶର ଅନେକ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି। ବିଶ୍ବାସ ରହିଛି ରାବଣ ପୋଡି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ସେଥିପାଇଁ ପୂଜା ମଣ୍ଡପଗୁଡିକ ପ୍ରତିକାତ୍ମକ ରାବଣ କରି ଦହନ କରିଥାନ୍ତି। ନଜର ପକାଇବା କେଉଁ ସହରରେ କିପରି ହୋଇଛି ରାବଣ ପୋଡି ପ୍ରସ୍ତୁତି

ନୂଆ ଦିଲ୍ଲୀରେ ରାବଣ ପୋଡି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଚିତ୍ରଶିଳ୍ପୀମାନେ ରାବଣ ତିଆରିରେ ନିମଗ୍ନ.
ରାଞ୍ଚିର ଏକ ପୂଜା ମଣ୍ଡପ ତରଫରୁ ରାବଣ ପୋଡି ପାଇଁ ଚାଲିଛି ପ୍ରସ୍ତୁତି
ରାବଣ ପୋଡି ଉତ୍ସବ ପାଳନ ପାଇଁ ପୂଜା ମଣ୍ଡପରୁ ଆସିଥିବା ବରାଦ ଅନୁସାରେ ନୂଆଦିଲ୍ଲୀ କାରୀଗରଙ୍କ ପ୍ରସ୍ତୁତି
ପ୍ଲାଷ୍ଟିକ ବ୍ୟବହାର ବନ୍ଦ ସଚେତନାତା ପାଇଁ ନୂଆଦିଲ୍ଲୀରେ ରାବଣ ପ୍ରତିକୃତି
ନୂଆଦିଲ୍ଲୀରେ ନିଶୁଆ ରାବଣର ପ୍ରତିକୃତି ତିଆରି ଚାଲିଛି
ଲକ୍ଷ୍ମୌର କାରୀଗରମାନେ ପୂଜା ମଣ୍ଡପକୁ ରାବଣ ମୁଣ୍ଡ ଯୋଗାଇବା ପାଇଁ କରୁଛନ୍ତି ପ୍ରସ୍ତୁତି

 

 

Share. Facebook Twitter LinkedIn Email WhatsApp Copy Link

Related Posts

VB-G RAM G Act: ଭିବି-ଜି ରାମ ଜି ଯୋଜନାର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୌହନ

July 2, 2026

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026
Latest News

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍

July 3, 2026

ଏ ମାସ ଶେଷ ସୁଦ୍ଧା ବୋର୍ଡ, ନିଗମ ଘୋଷଣା

July 3, 2026

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

July 2, 2026

ବଳରାମ ଦାସଙ୍କ ସମାଧି ପୀଠରେ ନିର୍ମାଣ ହେବ ଲକ୍ଷ୍ମୀ ପୁରାଣ କରିଡର

July 2, 2026

ପାଠ୍ୟପୁସ୍ତକ ତ୍ରୁଟି : ମତ ଲୋଡିଲେ ଶିକ୍ଷା ବିଭାଗ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.