ସମୀକ୍ଷା ବ୍ୟୁରୋ
ଆଉ ଗୋଟିଏ ଦିନ ପରେ ଏ ଧରାପୃଷ୍ଟରୁ ମା ନେବେ ବିଦାୟ। ସେଥିପାଇଁ ଦେଶର ସମସ୍ତ ପୂଜା ମଣ୍ଡପ ଚଳଞ୍ଚଳ ହୋଇ ଉଠିଛି। ଶେଷ ଦିନରେ ନେତା ଅଭିନେତା ନେତ୍ରୀ ଅଭିନେତ୍ରୀ ସମସ୍ତେ ମାଙ୍କୁ ଦର୍ଶନ କରିବାରେ ଲାଗିଛନ୍ତି। କେତେକ ସ୍ଥାନରେ ଏମାନେ ଦାଣ୍ଡିଆ ନୃତ୍ୟ କରି ମଧ୍ୟ ନିଜକୁ ଆନନ୍ଦ ଉଲ୍ଲାସରେ ନିଜକୁ ସାମିଲ କରିଛନ୍ତି। ସେମିତି କିଛି ଦୃଶ୍ୟକୁ ତୋଳି ଧରିବାର ଆମର ପ୍ରୟାସ
ମୁମ୍ବାଇର ଏକ ପୂଜା ମଣ୍ଡପରେ ଅଭିନେତା ଅମିତାଭ ବଚନ,ଜୟ ବଚନ ଏବଂ ଅଭିନେତ୍ରୀ କାଜଲଙ୍କ ସହିତ
ଅହମ୍ମଦାବାଦର ଏକ ପୂଜା ମଣ୍ଡପରେ ମନ୍ତ୍ରୀ ସ୍ମୃତି ଇରାନୀ
ମୁମ୍ବାଇର ଏକ ପୂଜା ମଣ୍ଡପରେ ଅଭିନେତ୍ରୀ କାଜଲ ଏବଂ ମା ତନୁଜା
କୋଲକାତାର ଏକ ପୂଜା ମଣ୍ଡପରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି
ଭୁବନେଶ୍ବରରେ ଏକ ଦାଣ୍ଡିଆ ନୃତ୍ୟ ଆସରରେ ଓଡିଶାର ନେତ୍ରୀ ଓ ଅଭିନେତ୍ରୀମାନେ
ଝାଡଖଣ୍ଡର ଏକ ପୂଜାମଣ୍ଡପରେ ଆୟୋଜିତ କୁଆଁରୀ ପୂଜାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ
ନୟାପଲ୍ଲୀ ପୂଜା ମଣ୍ଡପରେ ଓଡିଆ ଚଳଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ