Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନେତା ଅଭିନେତା, ନେତ୍ରୀ ଅଭିନେତ୍ରୀ ସମସ୍ତେ ପୂଜାର ପରିବେଶରେ କଲେ ନିଜକୁ ସାମିଲ,ଅମିତାଭ ବଚନ ମଧ୍ୟ ସାମିଲ
ବିଶେଷ ଖବର

ନେତା ଅଭିନେତା, ନେତ୍ରୀ ଅଭିନେତ୍ରୀ ସମସ୍ତେ ପୂଜାର ପରିବେଶରେ କଲେ ନିଜକୁ ସାମିଲ,ଅମିତାଭ ବଚନ ମଧ୍ୟ ସାମିଲ

October 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Bollywood actress Priyanka Chopra visit at the NB Sarbojanin Durga Puja Pandal to seek blessings of Maa Durga, in Mumbai on Sunday. UNI PHOTO-56U

ସମୀକ୍ଷା ବ୍ୟୁରୋ

ଆଉ ଗୋଟିଏ ଦିନ ପରେ ଏ ଧରାପୃଷ୍ଟରୁ ମା ନେବେ ବିଦାୟ। ସେଥିପାଇଁ ଦେଶର ସମସ୍ତ ପୂଜା ମଣ୍ଡପ ଚଳଞ୍ଚଳ ହୋଇ ଉଠିଛି। ଶେଷ ଦିନରେ ନେତା ଅଭିନେତା ନେତ୍ରୀ ଅଭିନେତ୍ରୀ ସମସ୍ତେ ମାଙ୍କୁ ଦର୍ଶନ କରିବାରେ ଲାଗିଛନ୍ତି। କେତେକ ସ୍ଥାନରେ ଏମାନେ ଦାଣ୍ଡିଆ ନୃତ୍ୟ କରି ମଧ୍ୟ ନିଜକୁ ଆନନ୍ଦ ଉଲ୍ଲାସରେ ନିଜକୁ ସାମିଲ କରିଛନ୍ତି। ସେମିତି କିଛି ଦୃଶ୍ୟକୁ ତୋଳି ଧରିବାର ଆମର ପ୍ରୟାସ

ମୁମ୍ବାଇର ଏକ ପୂଜା ମଣ୍ଡପରେ ଅଭିନେତା ଅମିତାଭ ବଚନ,ଜୟ ବଚନ ଏବଂ ଅଭିନେତ୍ରୀ କାଜଲଙ୍କ ସହିତ
ଅହମ୍ମଦାବାଦର ଏକ ପୂଜା ମଣ୍ଡପରେ ମନ୍ତ୍ରୀ ସ୍ମୃତି ଇରାନୀ
ମୁମ୍ବାଇର ଏକ ପୂଜା ମଣ୍ଡପରେ ଅଭିନେତ୍ରୀ କାଜଲ ଏବଂ ମା ତନୁଜା
କୋଲକାତାର ଏକ ପୂଜା ମଣ୍ଡପରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି
ଭୁବନେଶ୍ବରରେ ଏକ ଦାଣ୍ଡିଆ ନୃତ୍ୟ ଆସରରେ ଓଡିଶାର ନେତ୍ରୀ ଓ ଅଭିନେତ୍ରୀମାନେ
ଝାଡଖଣ୍ଡର ଏକ ପୂଜାମଣ୍ଡପରେ ଆୟୋଜିତ କୁଆଁରୀ ପୂଜାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ
ନୟାପଲ୍ଲୀ ପୂଜା ମଣ୍ଡପରେ ଓଡିଆ ଚଳଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Latest News

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

ଡବ୍ଲୁଟିସି ୨୦୨୫-୨୭ରେ ସର୍ବାଧିକ ରନ୍ କରିଥିବା ଶ୍ରେଷ୍ଠ ୫ ଭାରତୀୟ ବ୍ୟାଟ୍ସମ୍ୟାନ୍

August 22, 2026

ବିହାରରେ ଆଉ ଏକ ପ୍ରତିବାଦ ପାଇଁ ପ୍ରସ୍ତୁତି!: ଅଗଷ୍ଟ 25ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.