Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»30 ବର୍ଷରେ ପଦାର୍ପଣ କଲେ ଏମ୍ମା ଷ୍ଟୋନ୍‌
ବିଶେଷ ଖବର

30 ବର୍ଷରେ ପଦାର୍ପଣ କଲେ ଏମ୍ମା ଷ୍ଟୋନ୍‌

November 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆମେରିକୀୟ ଅଭିନେତ୍ରୀ ଏମ୍ମା ଷ୍ଟୋନ୍‌ ବୁଧବାର ଦିନ 30 ବର୍ଷରେ ପଦାର୍ପଣ କରିଛନ୍ତି । 6 ନଭେମ୍ବର 1988ରେ ଜନ୍ମିତ ଏମ୍ମାଙ୍କ ନାମ ଏମିଲି ଜିନ୍‌ ଏମ୍ମା ଷ୍ଟୋନ୍‌ ଥିଲା । ଏମ୍ମା ତିନିଥର ଓସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଥରେ  ଓସ୍କାର ଏବଂ ଗୋଲ୍ଡେନ୍‌ ଗ୍ଲୋବ୍‌ ପୁରସ୍କାର ହାସଲ କରିଛନ୍ତି । ଆରିଜୋନାର ସ୍କଟ୍‌ସଡେଲ୍‌ରେ ଜନ୍ମିତ ଏମ୍ମା ଷ୍ଟୋନ୍‌ 2000 ମସିହାରୁ ଶିଶୁ କଳାକାର ଭାବରେ କାମ ଆରମ୍ଭ କରିଥିଲେ । 2004ରେ ଟିଭି ଶୋ ପ୍ୟାଟ୍ରିଜ୍‌ ଫ୍ୟାମିଲି ପରେ 2007ରେ ନିଜର ପ୍ରଥମ ଫିଲ୍ମ ସୁପରବାର୍ଡ ଜରିଆରେ ପଦାର୍ପଣ କରିଥିଲେ ଏମ୍ମା । ଜୋମ୍ବିଲ୍ୟାଣ୍ଡ (2009), ଇଜି ଏ (2010), କ୍ରେଜି ଷ୍ଟୁପିଡ୍‌ ଲଭ୍‌ (2011) ଏବଂ ଦ ହେଲ୍ପ (2011) ଜରିଆରେ ବକ୍ସ ଅଫିସ୍‌ ସଫଳତା ହାସଲ କରିଥିଲେ । ମାତ୍ର 2012 ମସିହାରେ ରିଲିଜ୍‌ ଚଳଚିତ୍ର ଦ ଆମେଜିଙ୍ଗ ସ୍ପାଇଡରମ୍ୟାନ୍‌ ଏବଂ 2014ରେ ରିଲିଜ୍‌ ଏହାର ସିକ୍ବେଲ୍‌ ଜରିଆରେ ଏମ୍ମା ଦର୍ଶକଙ୍କ ଦ୍ବାରା ଆଦୃତ ହୋଇଥିଲେ । 2016ରେ ଏମ୍ମାଙ୍କ ଅଭିନୀତ ମ୍ୟୁଜିକାଲ୍‌ କମେଡି ଲା ଲା ଲ୍ୟାଣ୍ଡ ପାଇଁ ଏମ୍ମାଙ୍କୁ ଓସ୍କାର ମିଳିଥିଲା । 2018ରେ ଦ ଫେବ୍‌ରିଟ୍‌ ପାଇଁ ଏମ୍ମାଙ୍କୁ ଶ୍ରେଷ୍ଠ ପାର୍ଶ୍ବଭିନେତ୍ରୀ ଭୂମିକା ପାଇଁ ଓସ୍କାର ମନୋନୟନ ମିଳିଥିଲା ।


ଓସ୍କାର ଏବଂ ଗୋଲ୍‌ଡେନ୍‌ ଗ୍ଲୋବ୍‌ ବ୍ୟତୀତ ଏମ୍ମା 2017ରେ ହଲିଉଡ୍‌ର ସର୍ବାଧିକ ଆୟକାରୀ ଅଭିନେତ୍ରୀର ମାନ୍ୟତା ହାସଲ କରିଥିଲେ । 2013 ଏବଂ 2017ରେ ଫୋବର୍ସର ଶ୍ରେଷ୍ଠ 100 ସେଲିବ୍ରିଟି ତାଲିକାରେ ସ୍ଥାନ ପାଇଥିଲେ ଏମ୍ମା । ସେହିପରି 2018ରେ ଟାଇମ ମାଗାଜିନ୍‌ ପକ୍ଷରୁ ପ୍ରକାଶିତ ତାଲିକାରେ 100 ପ୍ରଭାବଶାଳୀ ବ୍ୟକ୍ତିତ୍ବ ତାଲିକାରେ ଏମ୍ମା ସ୍ଥାନ ପାଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ମୁଖ୍ୟମନ୍ତ୍ରୀ

August 22, 2025

‘ଯଦି ଛୋଟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇପାରିବ, ତେବେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ନୁହେଁ’: ପିଏମ ମୋଦୀ

August 22, 2025

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025
Latest News

ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ଉତ୍ସବ “ଆଗମନ୍- ୨୦୨୫”

August 22, 2025

ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ମୁଖ୍ୟମନ୍ତ୍ରୀ

August 22, 2025

ଭଞ୍ଜନଗର ପୋଲିସ୍ ଦ୍ଵାରା ବ୍ରାଉନ ସୁଗାର୍ ଜବତ: ୩ ଗିରଫ

August 22, 2025

‘ଯଦି ଛୋଟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇପାରିବ, ତେବେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ନୁହେଁ’: ପିଏମ ମୋଦୀ

August 22, 2025

ICC ODI ବିଶ୍ୱକପର ନୂଆ ସୂଚୀ ଜାରି, ଜାଣନ୍ତୁ ଭାରତର ମ୍ୟାଚ୍ କେବେ ଏବଂ କେଉଁଠି ଖେଳାଯିବ

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.