Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»47 ତମ ଏମ୍ମୀ ଆଓ୍ବାର୍ଡରେ ଯୋଗ ଦେଲେ ରାଧିକା : ଡ୍ୟାନ୍ସ ଅର୍‌ ଡାଇକୁ ଶ୍ରେଷ୍ଠ ପୁରସ୍କାର
ବିଶେଷ ଖବର

47 ତମ ଏମ୍ମୀ ଆଓ୍ବାର୍ଡରେ ଯୋଗ ଦେଲେ ରାଧିକା : ଡ୍ୟାନ୍ସ ଅର୍‌ ଡାଇକୁ ଶ୍ରେଷ୍ଠ ପୁରସ୍କାର

November 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନ୍ୟୁୟର୍କ,26/11:   ନ୍ୟୁୟର୍କର ହିଲ୍‌ଟନ୍‌ରେ ସମାପିତ ହୋଇଛି 47 ତମ ଏମ୍ମୀ ଆଓ୍ବାର୍ଡ । ଭାରତୀୟ ଅଭିନେତ୍ରୀ ରାଧିକା ଆପ୍ତେ ଏମ୍ମୀର ରେଡ କାର୍ପେଟରେ ନଜର ଆସିଥିଲେ । ଏକ ଲେଜର୍‌ କଟ୍‌ ଆଇରିସ୍‌ ଭାନ୍‌ ହର୍ପେନ୍‌ରେ ନଜର ଆସିଥିଲେ ଏହି ଅନ୍ଧାନ୍ଧୁନ ଅଭିନେତ୍ରୀ । ଟିଭି ଜଗତର ଓସ୍କାର ଭାବରେ ପରଚିତ ଏହି ପୁରସ୍କାର ଉତ୍ସବରେ ଟିଭି ଜଗତର 1000 କଳାକାର ଯୋଗ ଦେଇଥିଲେ । ଡଚ୍‌ ଫିଲ୍ମ ଡ୍ୟାନ୍ସ ଅର୍‌ ଡାଇକୁ ଶ୍ରେଷ୍ଠ ପୁରସ୍କାର ମିଳିଛି । ଯୁଦ୍ଧ ପ୍ରପୀଡିତ ସିରିଆରେ ନାଚିବାର ନିଜର ସ୍ବପ୍ନ ପୂରଣ କରୁଥିବା ଅହମ୍ମଦ ଜୁଡ୍‌ଙ୍କ କାହାଣୀ ଦେଖିବାକୁ ମିଳିଛି । 11ଟି ଅନ୍ତର୍ଜାତୀୟ କାହାଣୀକୁ ପଛରେ ପକାଇ ଡ୍ୟାନ୍ସ ଅର୍‌ ଡାଇ ଶ୍ରେଷ୍ଠ ପୁରସ୍କାର ହାତେଇଥିଲେ । ଆମେରିକାନ୍‌ ଟିଭି ସିରିଜ୍‌ ଏମ୍‌ସି ମାଫିଆ ଶ୍ରେଷ୍ଠ ଡ୍ରାମା ଟିଭି ସିରିଜ୍‌ ପୁରସ୍କାର ହାସଲ କରିଛି ।

ତୁର୍କୀର ହାଲୁକ୍‌ ବିଲ୍‌ଜିନରଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ପୁରସ୍କୃତ କରାଯାଇଥିବା ବେଳେ ହଙ୍ଗେରୀର ମାରିନା ଗେରାଙ୍କୁ ଶ୍ରଷ୍ଠ ଅଭିନେତ୍ରୀ ଭାବରେ ପୁରସ୍କୃତ କରାଯାଇଥିଲା । କମେଡି ବର୍ଗରେ ବ୍ରାଜିଲିଆନ୍‌ ସିରିଜ୍‌ ଦ ଲାଷ୍ଟ ହ୍ୟାଙ୍ଗଓଭରକୁ ଶ୍ରେଷ୍ଠ ପୁରସ୍କାର ମିଳିଥିବା ବେଳେ ପ୍ରାମାଣିକ ଚଳଚିତ୍ର ବର୍ଗରେ ବେଲିଙ୍ଗକ୍ୟାଟ ଶ୍ରେଷ୍ଠ ପୁରସ୍କାର ହାସଲ କରିଛି । ଅଣ ଇଂରାଜୀ ସିରିଜ ବର୍ଗରେ ଫାଲ୍‌କୋ, ସର୍ଟ ଫିଲ୍ମ ସିରିଜ୍‌ ବର୍ଗରେ ହ୍ୟାକ୍‌ ଦ ସିଟି ଏବଂ ମିନି ସିରିଜ୍‌ ବର୍ଗରେ ସେଫ୍‌ ହାର୍ବରକୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି । (ଏଜେନ୍ସୀ)

radhikaapte
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026

କେନ୍ଦ୍ର ବଜେଟ୍ 2026-27 ର ମୁଖ୍ୟାଂଶ

February 1, 2026

ଷୋଡ଼ଶ ଆର୍ଥିକ କମିଶନଙ୍କ ସୁପାରିଶକୁ ସରକାରଙ୍କ ସ୍ୱୀକୃତି: ରାଜ୍ୟଗୁଡ଼ିକୁ ମିଳିବ ୪୧% କେନ୍ଦ୍ରୀୟ ଟିକସ

February 1, 2026

ବଜେଟ 2026 କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ପ୍ରତିକ୍ରିୟା, କହିଲେ…….

February 1, 2026
Latest News

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026

କେନ୍ଦ୍ର ବଜେଟ୍ 2026-27 ର ମୁଖ୍ୟାଂଶ

February 1, 2026

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.