Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୁଟିଂ ବେଳେ ଆହତ ହେଲେ ଅଭିନେତା ଶହୀଦ କାପୁର, ଡାକ୍ତରମାନେ ଚିକିତ୍ସା ପରିବର୍ତ୍ତେ ତାଙ୍କୁ ଦେଖିବାକୁ କଲେ ଭିଡ
ବିଶେଷ ଖବର

ସୁଟିଂ ବେଳେ ଆହତ ହେଲେ ଅଭିନେତା ଶହୀଦ କାପୁର, ଡାକ୍ତରମାନେ ଚିକିତ୍ସା ପରିବର୍ତ୍ତେ ତାଙ୍କୁ ଦେଖିବାକୁ କଲେ ଭିଡ

January 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Mumbai: Actor Shahid Kapoor seen at a gym at Bandra in Mumbai on Jan 2, 2020. (Photo: IANS)

ଚଣ୍ଡିଗଡ-ଆଜି ଚଳଚିତ୍ର ‘ଜେର୍ସି’ ସୁଟି ଚାଲିଥିବା ବେଳେ ଅଭିନେତା ଶହୀଦ କାପୁର ଆହତ ହୋଇଛନ୍ତି। ଏହି ଚଳଚିତ୍ରଟି ଚଣ୍ଡିଗଡରେ ସୁଟିଂ ଚାଲିଥିଲା। ଦୃଶ୍ୟ ଥିଲା ଏକ କ୍ରିକେଟ ଖେଳରେ ଶହୀଦ କାପୁର ସାମିଲି ହେବେ। ସେଥିପାଇଁ ସୁଟିଂ ପୂର୍ବରୁ ସାଥୀ କଳାକାରଙ୍କ ସହିତ ଶହୀଦ କ୍ରିକେଟ ଅଭ୍ୟାସ କରୁଥିଲେ। ତାଙ୍କ ସାମର୍ଥରେ ଶହୀଦ ବେଶେ ଭଲ ପ୍ରଦର୍ଶନ କରୁଥିଲେ। ହେଲେ ହଠାତ ଗୋଟିଏ ବଲକୁ ସେ ନିୟନ୍ତ୍ରଣ କରିପାରି ନ ଥିଲେ। ଫଳରେ ବଲଟି ତାଙ୍କର ପେଣ୍ଡାରେ ଜୋରରେ ଆଘାତ ଦେଇଥିଲା। ସେହି ସ୍ଥାନରେ ହିଁ ଶହୀଦଙ୍କ ପେଣ୍ଡାରୁ ପ୍ରବଳ ରକ୍ତଶ୍ରାବ ଆରମ୍ଭ ହୋଇଯାଇଥିଲା। ଟିମର ଅନ୍ୟ ସଦସ୍ୟମାନେ ଶହୀଦଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କଲେ। ହେଲେ ଡାକ୍ତରମାନେ ଶହୀଦଙ୍କୁ ଦେଖିବାକୁ ଭିଡ କରିଥିଲେ। ଏହା ଦେଖି ଟିମ ସଦସ୍ୟମାନେ ପାଟି କରିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ଶହୀଦଙ୍କ ପେଣ୍ଡାରେ ତିନୋଟି ଷ୍ଟିଚ୍ ପଡିଛି। ସେ ପାଞ୍ଚ ଦିନ ପର୍ଯ୍ୟନ୍ତ ବିଶ୍ରାମ କରବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

‘ଜେର୍ସି’ ହେଉଛି ତେଲୁଗୁ ଚଳଚିତ୍ରର ଏକ ରିମେକ। ହିନ୍ଦିରେ ମଧ୍ୟ ଏହାର ନାମ ସମାନ ରଖାଯାଇଛି। ହିନ୍ଦିରେ ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି ଗୌତମ ଟିନ୍ନାୱାରୀ। ଏହି ଚଳଚିତ୍ରର ବିଷୟବସ୍ତୁ ରହିଛି ଅର୍ଜ୍ଜୁନ ନାମକ ଜଣେ ଯୁବକ ଭଲ କ୍ରିକେଟ ଖେଳେ ହେଲେ ତାଙ୍କୁ କୌଣସି ସଫଳତା ମିଳେ ନାହିଁ। ସହରକୁ ରୋଜଗାର ପାଇଁ ଯାଇଥିଲେ ମଧ୍ୟ ସେଥିରେ କୌଣସି ସଫଳତା ମିଳିଲା ନାହିଁ। ବିତୃଷ୍ଣା ହୋଇ ସେ ଛାଡିଦେଇଥିବା କ୍ରିକେଟ ଖେଳକୁ ପୁଣି ଆରମ୍ଭ କଲେ, ଆଉ ଭାରତ ପାଇଁ ତାକୁ ଖେଳିବାକୁ ସୁଯୋଗ ମିଳିବା ପରେ ଆରମ୍ଭ ହେଲା ନୂଆ ଜୀବନ।

Share. Facebook Twitter LinkedIn Email WhatsApp Copy Link

Related Posts

ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ

March 9, 2026

ବିଶାଖାପାଟଣା–ରାୟଗଡା ମଧ୍ୟରେ ସମ୍ପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଟ୍ରେନ୍‌ର ଶୁଭାରମ୍ଭ

March 9, 2026

ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଶାନ କିଶାନଙ୍କୁ କେତେ ପୁରସ୍କାର ରାଶି ମିଳିଥିଲା?: ଜାଣନ୍ତୁ….

March 9, 2026

ପୂର୍ବତଟ ରେଳପଥ ମଧ୍ୟଦେଇ ଚଳାଚଳ କରିବ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ

March 9, 2026
Latest News

ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ

March 9, 2026

ବିଶାଖାପାଟଣା–ରାୟଗଡା ମଧ୍ୟରେ ସମ୍ପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଟ୍ରେନ୍‌ର ଶୁଭାରମ୍ଭ

March 9, 2026

ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଶାନ କିଶାନଙ୍କୁ କେତେ ପୁରସ୍କାର ରାଶି ମିଳିଥିଲା?: ଜାଣନ୍ତୁ….

March 9, 2026

ପୂର୍ବତଟ ରେଳପଥ ମଧ୍ୟଦେଇ ଚଳାଚଳ କରିବ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ

March 9, 2026

ଇରାନ ବିରୁଦ୍ଧରେ ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କଲା ତୁର୍କୀ: ମୁତୟନ କଲା ଯୁଦ୍ଧଜାହାଜ

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.