Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଇପିଏସ ସ୍ବାମୀଙ୍କର ବସ୍ ହେଲେ ତାଙ୍କ ଆଇପିଏସ ସ୍ତ୍ରୀ, ପୋଲିସ ଅଫିସରଙ୍କ ମଧ୍ୟ କୌତୁହଳ ସୃଷ୍ଟି
ବିଶେଷ ଖବର

ଆଇପିଏସ ସ୍ବାମୀଙ୍କର ବସ୍ ହେଲେ ତାଙ୍କ ଆଇପିଏସ ସ୍ତ୍ରୀ, ପୋଲିସ ଅଫିସରଙ୍କ ମଧ୍ୟ କୌତୁହଳ ସୃଷ୍ଟି

January 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Special Story : Woman DCP boss of her IPS husband in Noida

ନୋଇଡା- ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରର ବା ନୋଇଡା କମିଶନରେଟ ପୋଲିସରେ ସଂଯୋଗ ବସତଃ ଏକ ଅଭୁତ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ଯାହା ଉତ୍ତର ପ୍ରଦେଶ ପୋଲିସମାନଙ୍କ ମଧ୍ୟରେ ଏକ କୌତୁହଳ ଖେଳିଯାଇଛି। ତାହା ହେଉଛି ଯେ, ଜଣେ ଆଇପିଏସ ସ୍ବାମୀଙ୍କ ବସ୍ ଅର୍ଥାତ ତାଙ୍କ ଉପରସ୍ଥ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ତାଙ୍କ ଆଇପିଏସ ସ୍ତ୍ରୀ। ତାହା ପୁଣି ସେହି ଗୋଟିଏ ସ୍ଥାନରେ।

ଘଟଣାରୁ ଜଣାପଡିଛି ଯେ, ବ୍ରିନ୍ଦା ଶୁକ୍ଲା ଲୌକ୍ଷ୍ମ ପୋଲିସ ହେଡ କ୍ବାଟରରେ କାର୍ଯ୍ୟ କରୁଥିଲେ। ସେଠାରେ ତାଙ୍କର ଡେପୁଟି ପୋଲିସ କମିଶନର ଭାବେ ପଦନ୍ନୋତି ପାଇ ନୋଇଡା କମିଶନରେଟକୁ ବଦଳି ହେଲେ। ନୋଇଡାକୁ ନୂଆ କରି ପୋଲିସ କମିଶନରେଟ କରାଯିବାରୁ ବ୍ରିନ୍ଦାଙ୍କୁ ବଦଳ କରାଗଲା। ହେଲେ ସେଠାରେ ପୂର୍ବରୁ ତାଙ୍କର ସ୍ବାମୀ ଅଙ୍କୁର ଅଗ୍ରୱାଲା ସିଟି ଏସପି ଭାବେ କାର୍ଯ୍ୟ କରୁଥିଲେ। କମିଶନରେଟ ପୋଲିସ ଘୋଷଣା ହେବା ପରେ ଅଙ୍କୁ ଅତିରିକ୍ତ କମିସନର ଭାବେ ତାଙ୍କ ସ୍ତ୍ରୀଙ୍କ ଅଧିନରେ କାର୍ଯ୍ୟ କରିବେ। ଅଙ୍କୁର ବର୍ତ୍ତମାନ ନିୟମ ଅନୁସାରେ ତାଙ୍କ ସ୍ତ୍ରୀଙ୍କୁ ସାଲୁଟ ମାରିବା ସହ ତାଙ୍କୁ ଦୈନିକ ରିପୋର୍ଟ କରିବେ। ଏହାକୁ ନେଇ ନୋଇଡା କମିସନରେଟରେ କୌତୁହଳ ସୃଷ୍ଟି ହୋଇଛି।

ବ୍ରିନ୍ଦା ଶୁକ୍ଲା ହେଉଛନ୍ତି 2014 ବ୍ୟାଚ ନାଗାଲାଣ୍ଡ କ୍ୟାଡରର ଆଇପିଏସ ଅଫିସର। ତାଙ୍କ ସ୍ବାମୀ ଅଙ୍କୁର ହେଉଛନ୍ତି ବିହାର କ୍ୟାଡରର 2016 ବ୍ୟାଚ ଆଇପିଏସ ଅଫିସର। ଅର୍ଥାତ ଆଇପିଏସ ବ୍ୟାଚ ଅନୁସାରେ ଅଙ୍କୁରଙ୍କ ସ୍ତ୍ରୀ ହେଉଛନ୍ତି ତାଙ୍କଠାରୁ ଦୁଇ ବର୍ଷ ବଡ। ଏହି ଦୁଇ ଆଇପିଏସ ଅଧିକାରୀ ହେଉଛନ୍ତି ହରିୟାନା ରାଜ୍ୟର। ଉଭୟ ଏକାଠି ପାଠ ପଢିବା ସହିତ ଆଇପିଏସ ପରୀକ୍ଷାରେ ଉତୀଣ୍ଣ ହୋଇ ଚାକିରୀରେ ଯୋଗଦେଇଥିଲେ। ଉଭୟ ଛାତ୍ର ଜୀବନରେ ସାଥୀ ହୋଇ ଥିବାରୁ 2019 ମସିହାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ସଶସ୍ତ୍ର ବାହିନୀ ଦିବସ: ରିୟାଦରେ ଭାରତୀୟ ଦୂତାବାସର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

January 17, 2026

ଭାରତୀୟ ରେଳବାଇ ଦ୍ୱାରା ଅଧିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

January 17, 2026

ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର: ପ୍ରକାଶ ପାଇଲା ୟୁପିଆଇ ଉଠାଣ ତାରିଖ

January 17, 2026

ପାକିସ୍ତାନ ପରେ ବାଂଲାଦେଶ: ୧୯ ବର୍ଷରୁ କମ୍ ବିଶ୍ୱକପରେ ହାତ ମିଳାଇଲେ ନାହିଁ ଭାରତୀୟ ଖେଳାଳି

January 17, 2026
Latest News

ଭିଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ

January 17, 2026

ସଶସ୍ତ୍ର ବାହିନୀ ଦିବସ: ରିୟାଦରେ ଭାରତୀୟ ଦୂତାବାସର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

January 17, 2026

ଭାରତୀୟ ରେଳବାଇ ଦ୍ୱାରା ଅଧିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

January 17, 2026

ଖୋର୍ଦ୍ଧା ଜିଲ୍ଲା ଜୁନିଅର ରେଡ଼କ୍ରସ କାର୍ଯ୍ୟନିର୍ବାହୀ ବୈଠକ: ନୂତନ ଜିଲ୍ଲା ସଚିବଙ୍କ ଦାଇତ୍ୱ ଗ୍ରହଣ

January 17, 2026

ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର: ପ୍ରକାଶ ପାଇଲା ୟୁପିଆଇ ଉଠାଣ ତାରିଖ

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.