ନୂଆଦିଲ୍ଲୀ : 2022 ସୁଦ୍ଧା ଚାଷୀମାନଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ରଖାଯାଇଛି । 6.11 କୋଟି ଚାଷୀଙ୍କୁ ପାଇଁ ବୀମା ଯୋଜନା । ପିଏମ୍ କିଶାନ ଯୋଜନାରୁ ଚାଷୀଙ୍କୁ ସୁବିଧା ମିଳିବ।
- କୃଷି କ୍ଷେତ୍ର ପାଇଁ 16 ସୂତ୍ରୀୟ ଆକ୍ସନ ପ୍ଲାନ୍
- କୃଷି କ୍ଷେତ୍ରରେ ମାର୍କେଟିଂ ପ୍ରୋସେସିସିଂ ଉପରେ ଧ୍ୟାନ
- ଅନ୍ନଦାତାଙ୍କୁ ଶକ୍ତିଦାତା କରିବା ନେଇ ସରକାରଙ୍କ ପଦକ୍ଷେପ ନେଇଛନ୍ତି
- 2020-21 ପାଇଁ 15 ଲକ୍ଷ କୋଟିର କୃଷି ଋଣ ବଣ୍ଟନ ଲକ୍ଷ୍ୟ
- କୁସୁମ ଯୋଜନାରେ 20 ଲକ୍ଷ ଚାଷୀଙ୍କୁ ସବସିଡିରେ ସୋଲାର ପମ୍ପ ଦିଆଯିବ ।
- ଅନ୍ୟ 50 ଲକ୍ଷ ଚାଷୀଙ୍କୁ ବିଦ୍ୟୁତ ପମ୍ପ ଯୋଗାଇ ଦିଆଯିବା
- ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଅଭ୍ୟାସକୁ ପରିବର୍ତ୍ତନ କରାଯିବ
- ପଚନଶୀଳ ଦ୍ରବ୍ୟ ଚାଲାଣ ପାଇଁ କିଶାନ ରେଳ ଯୋଜନା
- କୃଷି ଦ୍ରବ୍ୟ ପରିବହନ ପାଇଁ କୃଷି ଉଡାନ ଯୋଜନା
- କୃଷି ଉଡାନ ଯୋଜନା – ବେସାମରିକ ବିମାନ ଚଳାଚଳ ଆରମ୍ଭ କରିବ
- ସାଗର ମିତ୍ର ଯୋଜନାରେ ମତ୍ସ୍ୟପାଳନ
- ଗ୍ରାମୀଣ ମହିଳାଙ୍କ ପାଇଁ ଧନଲକ୍ଷ୍ମୀ ଯୋଜନା
- ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ୍କୁ ଗୁରୁତ୍ବ
- ମହିଳା SHG ଦ୍ବାରା ଗ୍ରାମ୍ୟ ଗୋଦାମ ଯୋଜନା କାର୍ଯ୍ୟକାରୀ
- କୃଷି ଦ୍ରବ୍ୟର ରପ୍ତାନୀ ପାଇଁ ଆରମ୍ଭ ହେବ କୃଷି ଉଡ଼ାଣ ଯୋଜନା
- ଉପକୂଳ ଅଞ୍ଚଳରେ ବ୍ଲୁ ଇକୋନୋମିକୁ ଗୁରୁତ୍ବ
- ଜାତୀୟ ଅନ୍ଲାଇନ ଜୈବିକ କୃଷି ବଜାରକୁ ସୁଦୃଢ଼ କରାଯିବ
- ପିଏମ୍ କିଷାନ ଯୋଜନାର ହିତାଧିକାରୀଙ୍କୁ ମିଳିବ କିଷାନ କ୍ରେଡିଟ୍କାର୍ଡ
- କୃଷି ଋଣ ପ୍ରଦାନ ଲକ୍ଷ୍ୟ ୧୨ ଲକ୍ଷ କୋଟିରୁ ୧୫ ଲକ୍ଷ କୋଟିକୁ ବୃଦ୍ଧି
- ଦୁଗ୍ଧ ପ୍ରକ୍ରିୟାକରଣ କ୍ଷମତା ୫୩.୫ ଟନରୁ ୧୦୮ ଟନକୁ ବୃଦ୍ଧି କରାଯିବ
- ୨୦୨୫ ସୁଦ୍ଧା ଦୁଗ୍ଧ ପ୍ରକ୍ରିୟାକରଣ କ୍ଷମତା ୨ ଗୁଣା ହେବ,
- କୃଷି ଓ ଜଳସେଚନ ପାଇଁ ୨.୮୩ ଲକ୍ଷ କୋଟିର ବ୍ୟୟ ବରାଦ
Tags: agriculture, buget2020