Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୋଲାକଥା କହିଲେ ମନୋଜ ନାୟକ, ମୋର ରାଜନୀତି କରିବାରେ କେବେ ଆଗ୍ରହ ନ ଥିଲା କି ଏବେ ବି ନାହିଁ
ବିଶେଷ ଖବର

ଖୋଲାକଥା କହିଲେ ମନୋଜ ନାୟକ, ମୋର ରାଜନୀତି କରିବାରେ କେବେ ଆଗ୍ରହ ନ ଥିଲା କି ଏବେ ବି ନାହିଁ

March 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ରାଜନୀତି କରିବାରେ ପୂର୍ବରୁ କେବେ ଆଗ୍ରହ ନ ଥିଲା କି ବର୍ତ୍ତମାନ ମଧ୍ୟ ନାହିଁ। ଯଦି ରାଜନୀତି କରିବାର ଥିଲା ତେବେ ବହୁ ବର୍ଷ ପୂର୍ବରୁ କରିପାରିଥାନ୍ତି। ଏହା କହିଛନ୍ତି ସମ ହସପିଟାଲ, ସମ ଅଲଟିମେଟ ଏବଂ ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ମନୋରଂଜନ ନାୟକ। କେତେକ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ, ମନୋଜ ନାୟକ ରାଜ୍ୟସଭାକୁ ଯିବା ପାଇଁ କୁଆଡେ ଆଗ୍ରହୀ। ତାଙ୍କୁ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ କରିବ।

ଏ ସଂପର୍କରେ ମନୋଜ ନାୟକଙ୍କୁ ସମୀକ୍ଷା ଡଟ କମ ତରଫରୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ ଯେ, କେତେକ ସାମାଜିକ ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି ତାହା ସଂପୂର୍ଣ୍ଣ ମିଥ୍ୟା। ମୋର ରାଜନୀତି କରିବାରେ କୌଣସି ଆଗ୍ରହ ନାହିଁ। ମୋର ମୁଖ୍ୟ ଆଗ୍ରହ ବା ଲକ୍ଷ୍ୟ ରହିଛି କିପରି ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଭଲ କ୍ୟାରିୟର କରିବେ। ସମ ହସପିଟାଲରେ କିପରି ରୋଗୀମାନେ ଭଲରେ ଚିକିତ୍ସିତ ହେବେ। ଏହାଛଡା ମୋର ଆଉ କୈଣସି ଲକ୍ଷ୍ୟ ନାହିଁ ବୋଲି ମନୋଜ କହିଛନ୍ତି।

ନିକଟରେ ମନୋଜ ନାୟକ ସମ ଅଲଟିମେଟ ନାମିତ ଏକ ଅତ୍ୟାଧୁନିକ ହସପିଟାଲ ଉଦଘାଟନ କରିଥିଲେ। ଏହି ଉଦଘାଟନ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଦୁଇ ମୁଖ୍ୟ ବିରୋଧୀଙ୍କୁ ମନୋଜ ନାୟକ ଗୋଟିଏ ମଞ୍ଚରେ ଏକାଠି ବସାଇବାର ସକ୍ଷମ ହୋଇଥିଲେ। ଫଳରେ ମନୋଜ ଉଭୟ ବିଜେପି ଓ ବିଜେଡି ତରଫରୁ ରାଜ୍ୟସଭା ପ୍ରାର୍ଥୀ ହେବେ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଯାହାକୁ ସିଧାସିଧା ମନୋଜ ନାୟକ ଖଣ୍ଡନ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିସ୍ଫୋରଣ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଅଲ୍ ଫଲାହ ଟ୍ରଷ୍ଟ ସହିତ ଜଡିତ ୨୪ ଟି ସ୍ଥାନରେ ଚଢାଉ

November 18, 2025

Flight Fare Hike Case: ବିମାନ ଟିକେଟ ବୃଦ୍ଧି ନେଇ ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

November 18, 2025

ଓଡିଆ ସଂଗୀତ ଜଗତ ପାଇଁ ଦୁଃଖ ଖବର, ଶେଷ ନିଃଶ୍ବାସ ତ୍ୟାଗ କଲେ ହ୍ୟୁମାନ ସାଗର

November 17, 2025

ନୂଆପଡା ଉପନିର୍ବାଚନକୁ ନେଇ ବିସ୍ପୋରକ କଥା କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

November 17, 2025
Latest News

RJD ବିଧାୟକ ଦଳର ନେତା ହେଲେ ତେଜସ୍ୱୀ ଯାଦବ: ସଂଗଠନକୁ ମଜବୁତ କରିବାକୁ ଦେଲେ ପ୍ରତିଶ୍ରୁତି 

November 18, 2025

କାଶ୍ମୀରରେ CIK ର ବଡ଼ ଧରଣର ଅପରେସନ, ଅନେକ ସ୍ଥାନରେ ଚଢାଉ ଜାରି

November 18, 2025

ଆଜି ଷଷ୍ଠ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ମୁର୍ମୁ

November 18, 2025

ଦିଲ୍ଲୀ ବିସ୍ଫୋରଣ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଅଲ୍ ଫଲାହ ଟ୍ରଷ୍ଟ ସହିତ ଜଡିତ ୨୪ ଟି ସ୍ଥାନରେ ଚଢାଉ

November 18, 2025

Tata Sierra SUV: ନୂଆ ଡିଜାଇନ୍ ଏବଂ ତିନୋଟି ପାୱାରଟ୍ରେନ୍ ବିକଳ୍ପ ସହ ଆସିବ ଟାଟା ସିଏରା, ଜାଣନ୍ତୁ କେବେ?

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.