Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭୟଭୀତ ହେବାର ନାହିଁ, ଆଜି ପୃଥିବୀ ନିକଟରେ ଅତିକ୍ରମ କରିବ ଏକ ବିରାଟକାୟ ମହାକାଶ ପଥର, ଜାଣନ୍ତୁ କଣ
ଅନ୍ତରାଷ୍ଟ୍ରୀୟ

ଭୟଭୀତ ହେବାର ନାହିଁ, ଆଜି ପୃଥିବୀ ନିକଟରେ ଅତିକ୍ରମ କରିବ ଏକ ବିରାଟକାୟ ମହାକାଶ ପଥର, ଜାଣନ୍ତୁ କଣ

April 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Huge asteroid 52768 to fly by Earth the morning of April 29

ନୂଆଦିଲ୍ଲୀ, ଆଜି ମହାକାଶ ଜଗତରେ ଦେଖା ଯିବ ଏକ ଭିନ୍ନ ଦୃଶ୍ୟ। ତାହା ହେଉଛି ପୃଥିବୀ ନିକଟ ଦେଇ ଆଜି ଅତିକ୍ରମ କରିବ ଏକ ବିରାଟକାୟ ଗ୍ରହାଣୁ। ଯାହାକୁ ସାଧାରଣ ଭାଷାରେ କୁହାଯିବ ‘ମହାକାଶ ପଥର’ ବା ପାହାଡ। ଏହା ଏମିତି ସେମିତ ନୁହେଁ, ପ୍ରାୟ 4 କିଲୋମିଟର ଓସାରର ପଥର ବା ଗ୍ରହାଣୁ। ଏହାର ନାମ ହେଉଛି ଗ୍ରହାଣୁ 52768 1998 OR2। ହେଲେ ଏହା ପୃଥିବୀ ପ୍ରତି କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି ଗବେଷକମାନେ କହିଛନ୍ତି।

ଏହି ବିରାଟକାୟ ଗ୍ରହାଣୁ ଗତ ବୁଧୁବାର ଦିନ ଟେଲିସ୍କୋପରେ ଧରାପଡିଥିଲା। ପ୍ରଥମେ ମହାକାଶ ଗବେଷକମାନେ ଭୟଭିତ ହୋଇପଡିଥିଲେ। ହେଲେ ଏହା ରାଡରକୁ ଆସିବା ପରେ ତାହାର ଗତିବିଧି ଉପରେ ନଜର ରଖାଗଲା। ଏହାପରେ ଜଣାପଡିଲା ଯେ, ଏହି ବିରାଟକାୟ ପଥର ପୃଥିବୀ ନିକଟରେ ଗତି କରିବ ନାହିଁ। ପୃଥିବୀଠାରୁ ପ୍ରାୟ 60 ଲକ୍ଷ କିଲୋମିଟର ଦୂରରେ ଯିବ। ଅର୍ଥାତ ବର୍ତ୍ତମାନ ପୃଥିବୀଠାରୁ ଚନ୍ଦ୍ର ଯେତିକି ଦୂରରେ ରହିଛି ତାହାଠାରୁ 16 ଗୁଣା ଅଧିକ ଦୂରରେ ଏହି ଗ୍ରହାଣୁ ଅତିକ୍ରମ କରିବ। ଯଦି ଏହା ପୃଥିବୀ ନିକଟବର୍ତ୍ତି ହୋଇଥାଆନ୍ତା ତେବେ ଏହା ନିଶ୍ଚିତ ଧ୍ବଂସ ସୃଷ୍ଟି କରିଥାଆନ୍ତା ବୋଲି ଅନୁମାନ କରାଯାଇଥିଲା।

Top News
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026
Latest News

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.