Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜକୁ ଠିକ୍ ବର୍ଷେ ତଳେ ଓଡିଶାରେ ତାଣ୍ଡବ ସୃଷ୍ଟି କରିଥିଲା ଫନି ବାତ୍ୟା, ସେଦିନର କିଛି ଅପାସୋରା ସ୍ମୃତି
ବିଶେଷ ଖବର

ଆଜକୁ ଠିକ୍ ବର୍ଷେ ତଳେ ଓଡିଶାରେ ତାଣ୍ଡବ ସୃଷ୍ଟି କରିଥିଲା ଫନି ବାତ୍ୟା, ସେଦିନର କିଛି ଅପାସୋରା ସ୍ମୃତି

May 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁରୀର ସର୍କିଟ ହାଉସରେ ଅନେକ ସୁରକ୍ଷିତ ରହିବା ପାଇଁ ଚାହିଁଥିଲେ, ହେଲେ ବାହାର ଦୃଶ୍ୟ ଦେଖି ଲାଗିଥିଲା ଭୟ

ଭୁବନେଶ୍ବର, ସେଦିନ ଥିଲା 3 ତାରିଖ 2019 ମସିହା, ପ୍ରତିଟି ଓଡିଆଙ୍କ ମନରେ ସ୍ମୃତି ହୋଇ ରହିବ ଫନି ବାତ୍ୟାର ତାଣ୍ଡବ ଲିଲା। କେହି କେବେ ଭାବି ନ ଥିବା ଯେ, ଓଡିଶାରେ ବିଶେଷ କରି ଭୁବନେଶ୍ବରରେ ଫନି ତାଣ୍ଡବ ସୃଷ୍ଟି କରିବ। ଯଦି ମନେ ପଡେ ଲାଇନ ବନ୍ଦ, ପାଣି ବନ୍ଦ, ଖାଇବା ନାହିଁ, ଘର ଭିତରେ ବସିରହିଥିଲେ ସମସ୍ତେ, ରୁମ ଟାଙ୍କୁଳି ଯାଉଛି। ଠିକ୍ ବର୍ତ୍ତମାନ କରୋନା ଭୟରେ ଯେପରି ସମସ୍ତେ ଚୁପଚାପ। ପାର୍ଥକ୍ୟ ଏତିକି ସେତେବେଳେ ସବୁ ବନ୍ଦ ହୋଯାଇଥିଲା, ବର୍ତ୍ତମାନ ଖାଇବା ପିଇବା ପାଣିର ଅଭାବ ନାହିଁ।

ସେଦିନର ସ୍ମୃତିକୁ ମନେ ପକାଇବା ପାଇଁ ଉପସ୍ଥାପିତ କରୁଛି ଫନି ତାଣ୍ଡବଲିଲାର କିଛି ଫଟୋ

Share. Facebook Twitter LinkedIn Email WhatsApp Copy Link

Related Posts

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

July 1, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026

ଆସନ୍ତାକାଲିଠାରୁ ବଦଳିବ ଏହି ପାଞ୍ଚଟି ନିୟମ: ଲୋକଙ୍କ ପକେଟକୁ କରିବ ପ୍ରଭାବିତ

June 30, 2026
Latest News

ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ସେବାରେ ବୃଦ୍ଧି

July 2, 2026

ରଣପୁରରେ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

July 2, 2026

ଆଜି ଜୁଲାଇ ୨ ତାରିଖ ଗୁରୁବାରରେ ଏହି ରାଶିଗୁଡିକ ପାଇଁ ରହିଛି ଧନ ବର୍ଷା

July 2, 2026

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା, ୧୪ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ

July 2, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.