Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁର୍ବଳ ହେଉଛି ପୃଥିବୀର ଚୁମ୍ବକୀୟ ବଳୟ : ଅଚଳ ହୋଇପାରେ ମୋବାଇଲ୍‌!
ଆଜିର ଖବର

ଦୁର୍ବଳ ହେଉଛି ପୃଥିବୀର ଚୁମ୍ବକୀୟ ବଳୟ : ଅଚଳ ହୋଇପାରେ ମୋବାଇଲ୍‌!

May 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବିଶ୍ବବାସୀଙ୍କ ପାଇଁ ଦୁଃସମ୍ବାଦ । ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ପୃଥିବୀର ଚୁମ୍ବକୀୟ ବଳୟ । ଏହା ଫଳରେ ଭବିଷ୍ୟତରେ ଅନେକ ସ୍ୟାଟେଲାଇଟ ଅଚଳ ହେବା ସହିତ ଫୋନ୍‌ ଗୁଡିକ ଅଚଳ ହେବାର ସମ୍ଭାବନା ଦେଖାଦେଇଛି । ପୃଥିବୀର ଚୁମ୍ବକୀୟ ବଳୟ ଯାହା ସୌର ବିକିରଣରୁ ରକ୍ଷା କରିଥାଏ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ବିଗତ ଦୁଇ ଦସନ୍ଧି ମଧ୍ୟରେ ଏଥିରେ ପ୍ରାୟ 10 ପ୍ରତିଶତ ହ୍ରାସ ଘଟିଛି ।

ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି । ଦକ୍ଷିଣ ଆଟଲାଣ୍ଟିକ୍‌ ଅଞ୍ଚଳରେ ଏହି ଚୁମ୍ବକୀୟ ବଳୟର ଶକ୍ତି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ଏହି ଅଞ୍ଚଳ ପଡିଥାଏ । ବୈଜ୍ଞାନିକ ମାନେ ଏହାର କାରଣ ଖୋଜିବା ସହିତ ଏହାର ସମାଧାନ ବିଷୟରେ ପରୀକ୍ଷଣ କରୁଛନ୍ତି । ଭବିଷ୍ୟତରେ ଏହା ଦ୍ବାରା ବିଭିନ୍ନ ସାଟେଲାଇଟ୍‌ ଏବଂ ଟେଲିକମ୍ୟୁନିକେସନ୍‌ ସେବା ଅଚଳ ହୋଇପାରେ ବୋଲି ବୈଜ୍ଞାନିକ ମାନେ ମତବ୍ୟକ୍ତ କରିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିବା ବିମାନର ପାଇଲଟ୍ ମଦ୍ୟପାନ କରିଥିଲେ?: ଆସିଲା ରିପୋର୍ଟ

August 9, 2026

Ghare Ghare Triranga: ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

August 9, 2026

ପରବର୍ତ୍ତୀ କିସ୍ତିରେ ୪ ହଜାର ପାଇବେ ଏହି ଚାଷୀ: ଜାଣନ୍ତୁ କିଏ ପାଇବେ ଲାଭ?

August 9, 2026

ଅଭ୍ୟାସ ମ୍ୟାଚ୍ ପରେ ଭାରତର ପ୍ଲେଇଂ ଇଲେଭେନ ଚୂଡ଼ାନ୍ତ: ସାଇ ସୁଦର୍ଶନଙ୍କ ସ୍ଥାନ ନେବେ ଏହି ଖେଳାଳି

August 9, 2026
Latest News

ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିବା ବିମାନର ପାଇଲଟ୍ ମଦ୍ୟପାନ କରିଥିଲେ?: ଆସିଲା ରିପୋର୍ଟ

August 9, 2026

Ghare Ghare Triranga: ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

August 9, 2026

ପରବର୍ତ୍ତୀ କିସ୍ତିରେ ୪ ହଜାର ପାଇବେ ଏହି ଚାଷୀ: ଜାଣନ୍ତୁ କିଏ ପାଇବେ ଲାଭ?

August 9, 2026

ଅଭ୍ୟାସ ମ୍ୟାଚ୍ ପରେ ଭାରତର ପ୍ଲେଇଂ ଇଲେଭେନ ଚୂଡ଼ାନ୍ତ: ସାଇ ସୁଦର୍ଶନଙ୍କ ସ୍ଥାନ ନେବେ ଏହି ଖେଳାଳି

August 9, 2026

ନିବେଶର ନୂଆ ଦିଗନ୍ତ: ଦିଲ୍ଲୀରୁ ଓଡ଼ିଶାକୁ ୬୬,୩୯୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ, ୫୪ ହଜାରରୁ ଅଧିକ ନିଯୁକ୍ତି ଆଶା

August 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.