Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚତୁର୍ଥ ପର୍ଯ୍ୟାୟର କର୍ଣ୍ଣଧାର ହେବେ ପ୍ରତ୍ୟେକ ଘରର ପ୍ରତ୍ୟେକ ସଦସ୍ୟ – ସୁବ୍ରତ ବାଗ୍‌ଚୀ
ବିଶେଷ ଖବର

ଚତୁର୍ଥ ପର୍ଯ୍ୟାୟର କର୍ଣ୍ଣଧାର ହେବେ ପ୍ରତ୍ୟେକ ଘରର ପ୍ରତ୍ୟେକ ସଦସ୍ୟ – ସୁବ୍ରତ ବାଗ୍‌ଚୀ

June 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ପୁଣି ଥରେ କରୋନା ଅପଡେଟ ନେଇ କୋଭିଡ୍‌-19 ଓଡ଼ିଶାର ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି । ଜୁନ ମାସ ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ବା୍ଗ୍‌ଚୀ ।  ଜୁନ୍‌ ହେଉଛି ଚତୁର୍ଥ ପର୍ଯ୍ୟାୟ, ଏହା ଓଡ଼ିଶାର ଭବିଷ୍ୟତ ନିର୍ଦ୍ଧାରଣ କରିବ । ଗତ କିଛି ସପ୍ତାହ ମଧ୍ୟରେ ଓଡ଼ିଶାକୁ 5ଲକ୍ଷ ପ୍ରବାସୀ ଫେରିଛନ୍ତି । ସେମାନଙ୍କ ଉପରେ କରୋନା ପ୍ରଭାବ ପଡିଛି କି ନାହିଁ ତାହା 15 ଦିନରେ ଜଣାପଡିବ । ସେହି ଘାଟିଟି ପାରି ହୋଇଗଲେ ଆମ ସମସ୍ତଙ୍କ ଉପରୁ ବିପଦ ଟଳିବ ବୋଲି କହିଛନ୍ତି ବାଗ୍‌ଚୀ । ପ୍ରବୀଣଙ୍କ ମତରେ ସାରା ଦେଶରେ ଜୁନ୍‌ ବିସ୍ଫୋରଣ ଆକାର ନେଇପାରେ ବୋଲି ସୂଚନା ରହିଛି । ଚତୁର୍ଥ ପର୍ଯ୍ୟାୟ ଲଢେଇରେ ସାରା ରାଜ୍ୟବାସୀ ସେନାପତି ବୋଲି କହିଛନ୍ତି ବାଗ୍‌ଚୀ । ପ୍ରଥମ ତିନିଟି ପର୍ଯ୍ୟାୟ ଲଢେଇରେ କର୍ଣ୍ଣଧାର ଥିଲେ ସରକାର ଓ ପ୍ରଶାସନ । ଏବେ ଜୁନ୍‌ ମାସରେ ଚତୁର୍ଥ ପର୍ଯ୍ୟାୟରେ ନିର୍ଣ୍ଣାୟକ ଲଢେଇ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟଟି ହେଲେ ସବୁଠାରୁ ସମ୍ବେଦନଶୀଳ ଏବଂ ଏହି ସମ୍ବେଦନଶୀଳତାର ମୂଳରେ ରହିଛି ଗୋଟିଏ ବିରାଟ ଦ୍ବନ୍ଦ୍ବ ଜୀବନ ନା ଜୀବିକା । ପ୍ରତିଟି ଘରର ସଦସ୍ୟ ଚତୁର୍ଥ ପର୍ଯ୍ୟାୟର କର୍ଣ୍ଣଧାର ସାଜିବେ  ବୋଲି କହିଛନ୍ତି ବାଗ୍‌ଚୀ ।

ଏହି ଅବସରରେ ଗଜପତି ମହାରାଜଙ୍କୁ ପ୍ରଶଂସା କରିଛନ୍ତି । ଆମ ସମସ୍ତଙ୍କ ପାଇଁ ଗଜପତି ମହାରାଜା ଉଦାହରଣ ପାଲଟିଛନ୍ତି ।  ବିଦେଶରୁ ଫେରି ଉଭୟ ରାଜା, ରାଣୀ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବା ସହିତ ସରକାରଙ୍କ କରୋନା ଗାଇଡଲାଇନ୍‌ ମାନି କାଲି ମଧ୍ୟ ସ୍ନାନଯାତ୍ରାକୁ ନ ଆସି ଶ୍ରୀନଅରରେ ରହିଥିଲେ । ଏଥିପାଇଁ ଗଜପତି ମହାରାଜାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ସେହିପରି କୋଭିଡ ପରିଚାଳନା ଦାୟିତ୍ବରୁ 9 ଜଣ ଆଇଏଏସ୍‌ଙ୍କୁ ଅବ୍ୟାହତି ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବାଗ୍‌ଚୀ । ପରିସ୍ଥିତିକୁ ଦେଖି ପ୍ରଶାସନିକ ଅଦଳ ବଦଳ କରିବାକୁ ପଡିଥାଏ । ଋଣକ୍ଷେତ୍ରକୁ ନୂଆ ଲୋକଙ୍କୁ ଆଣିବା ଜରୁରୀ ହୋଇଥାଏ ବୋଲି କହିଛନ୍ତି ବାଗ୍‌ଚୀ । ଋଣ କ୍ଷେତ୍ରକୁ ନୂଆ ଯୋଦ୍ଧା ନ ଆସିଲେ ସମେସ୍ତ କ୍ଲାନ୍ତ ହୋଇଯିବେ ବୋଲି କହିଛନ୍ତି ବାଗ୍‌ଚୀ ।

କରୋନା ଅପଡେଟ୍‌ ସୁବ୍ରତ ବାଗ୍‌ଚୀ
Share. Facebook Twitter LinkedIn Email WhatsApp Copy Link

Related Posts

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

July 1, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026

ଆସନ୍ତାକାଲିଠାରୁ ବଦଳିବ ଏହି ପାଞ୍ଚଟି ନିୟମ: ଲୋକଙ୍କ ପକେଟକୁ କରିବ ପ୍ରଭାବିତ

June 30, 2026
Latest News

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା, ୧୪ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ

July 2, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ

July 2, 2026

ତାରାତାରିଣୀ ପୀଠ ନିକଟ ହୋଟେଲ ରୁ ଯୁବକର ଶବ ଉଦ୍ଧାର

July 2, 2026

ଦିଅରଙ୍କ ଆକ୍ରମଣରେ ଭାଉଜଙ୍କ ମୃତ୍ୟୁ, ପୁଅ ଗୁରୁତର

July 2, 2026

ଖୋର୍ଦ୍ଧାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ; ଘୋଷଯାତ୍ରା ପୂର୍ବରୁ କଡ଼ା ଯାଞ୍ଚ ଓ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ

July 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.