Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନିଆରା ପକ୍ଷୀ ପ୍ରେମ : ପକ୍ଷୀ ପାଇଁ 35 ଦିନ ଅନ୍ଧାରରେ ରହିଲେ ଗ୍ରାମବାସୀ
ଜାତୀୟ ଖବର

ନିଆରା ପକ୍ଷୀ ପ୍ରେମ : ପକ୍ଷୀ ପାଇଁ 35 ଦିନ ଅନ୍ଧାରରେ ରହିଲେ ଗ୍ରାମବାସୀ

July 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ତାମିଲନାଡୁ :  ପକ୍ଷୀରାଜନ୍‌ଙ୍କ କାହାଣୀ କାହାକୁ ଅଜଣା ନାହିଁ । ଯିଏ ପକ୍ଷୀମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାମିଲନାଡୁର ଏକ ଗ୍ରାମରେ ଏବେ ପକ୍ଷୀପ୍ରେମକୁ ନେଇ ବହୁତ ଚର୍ଚ୍ଚା ହୋଇଛି । ପକ୍ଷୀଙ୍କୁ ବଞ୍ଚାଇବାକୁ ଯାଇ ଏହି ଗ୍ରାମବାସୀମାନେ 35 ଦିନ ଧରି ଅନ୍ଧାରରେ ରହିଛନ୍ତି । ପକ୍ଷୀଙ୍କ ପ୍ରତି ଗ୍ରାମବାସୀଙ୍କ ଅହେତୁକ ଭଲପାଇବା ଓ ଶ୍ରଦ୍ଧାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ପକ୍ଷୀ ପ୍ରେମର ନିଆରା ନିଦର୍ଶନ ସୃଷ୍ଟି କରିଛନ୍ତି ତାମିଲନାଡୁର ଶିବଗଙ୍ଗା ଜିଲ୍ଲାର ପୋଥାଗାଡି ଗ୍ରାମବାସୀ । ଏହି ଜିଲ୍ଲାର ପୋଥାଗଡୀ ଗ୍ରାମବାସୀଙ୍କ ଅଦ୍ଭୁତ ପକ୍ଷୀ ପ୍ରେମ ଦେଖିବାକୁ ମିଳିଛି । ଏଠାରେ ଏକ ପକ୍ଷୀର ବସାକୁ ବଞ୍ଚାଇବା ପାଇଁ ଗ୍ରାମବାସୀମାନେ 35 ଦିନ ଧରି ଅନ୍ଧାରରେ ରହିଛନ୍ତି ।

ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଏହି ଅଞ୍ଚଳର ଷ୍ଟ୍ରିଟ୍‌ ଲାଇଟ୍‌ ସଂଚାଳକ କରୁପା ରାଜା ଏକ ପକ୍ଷୀକୁ ମୁଖ୍ୟ ସୁଇଚ୍‌ ବୋର୍ଡ ବାହାରକୁ ଉଡିବାର ଦେଖିଥିଲେ ।

ରାଜାଙ୍କ କହିବାନୁସାରେ ତାଙ୍କ ଘର ଆଗରେ ଥିବା ସ୍ବିଚ୍‌ ବୋର୍ଡରୁ 35ଟି ଷ୍ଟ୍ରିଟ୍‌ ଲାଇଟ୍ରର କନେକସନ୍‌ ରହିଛି । ଲକ୍‌ଡାଉନ୍‌ ଆରମ୍ଭରୁ ଏକ ପକ୍ଷୀ ଏହି ସ୍ବିଚ୍‌ ବୋର୍ଡ ଚାରିପଟେ ଘୂରୁଥିବାର ଦେଖାଯାଇଥିଲା । ଲାଇଟ୍‌ ଚାଲୁ କରିବା ଯୋଗୁଁ ପକ୍ଷୀଙ୍କ ବସା, ପର ୟାଡେ ସାଡେ ପଡୁଥିଲା । ଚତୁର୍ଥ ଦିନ ଯେତେବଳେ ସ୍ବିଚ୍‌ ବୋର୍ଡକୁ ଭଲ ସେ ନିରୀକ୍ଷଣ କରାଗଲା, ସେତେବେଳେ ସ୍ବିଚ୍‌ ବୋର୍ଡ ଭିତରେ ଥିବା ଏକ ପକ୍ଷୀ ବସାରେ ଅଣ୍ଡା ରହିଛି । ଏହି ଘଟଣାକୁ ସେ ହ୍ବାଟସ୍‌ ଆପ୍‌ ଜରିଆରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଅଣ୍ଡାରୁ ଶାବକ ଜନ୍ମ ହେବା ପର୍ଯ୍ୟନ୍ତ ଲାଇଟ୍‌ ଚାଲୁ ନ କରିବା ପାଇଁ ସେ ଗ୍ରାମବାସୀଙ୍କୁ ଅପିଲ୍‌ କରିଥିଲେ ।

ତେବେ କିଛି ଲୋକ ଏହାର ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ପଞ୍ଚାୟତ ମୁଖ୍ୟଙ୍କ ଜଣାଇଥିଲେ । ମୁଖିଆ ଜଣକ ଘଟଣାସ୍ଥଳରେ ପକ୍ଷୀ ଓ ପକ୍ଷୀର ବସା ଦେଖିଥିଲେ । ଲକ୍‌ଡାଉନ୍‌ ସମୟରେ ଲୋକମାନେ ଘର ବିନା ସଡକରେ ସଂଘର୍ଷ କରୁଥିବାବେଳେ ପକ୍ଷୀଟି ସନ୍ତାନକୁ ଦୁନିଆକୁ ଆଣିବା ପାଇଁ ବସାଟିଏ ବନାଇଥିଲା । ଏହାକୁ ଦେଖି ବିଜୁଳି ଚାଲୁ ନ କରିବା ପାଇଁ ରାଜି ହୋଇଥିଲେ । ମୁ୍ଖିଆ ଓ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ଗ୍ରାମଟି ପ୍ରାୟ 35 ଦିନ ଅନ୍ଧାରରେ ରହିଥିଲେ । ପକ୍ଷୀଟି ତା’ ଶାବକଙ୍କ ସହ ବସାରୁ ବାହାରିବା ପରେ ବିଜୁଳି କାର୍ଯ୍ୟକ୍ଷମ ହୋଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ସୋନିକ୍ ସମନ୍ୱିତ ଲଜିଷ୍ଟିକ୍ସ ହବ୍ ଉଦଘାଟନ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 14, 2025

ବସ୍‌ରେ ଭୀଷଣ ଅଗ୍ନିକାଣ୍ଡ, ୨୦ ଯାତ୍ରୀଙ୍କର ମୃତ୍ୟୁ ଆଶଙ୍କା

October 14, 2025

ବିଜେପିରେ ଯୋଗଦେଲେ ମୈଥିଳୀ ଠାକୁର: ଜାଣନ୍ତୁ କେଉଁଠୁ ଲଢିବେ ନିର୍ବାଚନ?

October 14, 2025

ବଡ ଖବର, ଇ-କେୱାସି କରି ନ ଥିଲେ ଆସନ୍ତା ମାସରୁ ମିଳିବନି ଚାଉଳ

October 14, 2025
Latest News

ସୋନିକ୍ ସମନ୍ୱିତ ଲଜିଷ୍ଟିକ୍ସ ହବ୍ ଉଦଘାଟନ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 14, 2025

ବସ୍‌ରେ ଭୀଷଣ ଅଗ୍ନିକାଣ୍ଡ, ୨୦ ଯାତ୍ରୀଙ୍କର ମୃତ୍ୟୁ ଆଶଙ୍କା

October 14, 2025

ବିଜେପିରେ ଯୋଗଦେଲେ ମୈଥିଳୀ ଠାକୁର: ଜାଣନ୍ତୁ କେଉଁଠୁ ଲଢିବେ ନିର୍ବାଚନ?

October 14, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପୋଷଣ ମାସ -୨୦୨୫ ପାଳିତ

October 14, 2025

ବଡ ଖବର, ଇ-କେୱାସି କରି ନ ଥିଲେ ଆସନ୍ତା ମାସରୁ ମିଳିବନି ଚାଉଳ

October 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.