Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭର ସାଜିଲେ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ
ବିଶେଷ ଖବର

କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭର ସାଜିଲେ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ

August 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଆଜି ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସରେ ବେଶୀ ଲୋକ ନ ଥିଲେ। ହେଲେ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଥିବା ଏହି ଉତ୍ସବ ଏକ ନୂଆ ଉଦାହରଣ ପାଲଟିଛି। ତାହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର ଚାଳକ ସାଜିଲେ ତାଙ୍କର ବ୍ୟକ୍ତିଗତ ସଚିବ ତଥା ଫାଇଭ୍ ଟି ସଚିବ ଭି. କେ ପାଣ୍ଡିୟାନ। କାରଣ ଥିଲା କରୋନା ଭୟ।

ଓଡିଶାରେ କରୋନା ଆସିବା ଦିନଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରା ଘରେ ବସି ସରକାରୀ କାମ କରୁଛନ୍ତି। ଦୀର୍ଘ ଛଅ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନକୁ ମାତ୍ର ଦୁଇ ତିନି ଥର ଆସିଥିବେ। ନଚେତ ସବୁବେଳେ ସେ ନିଜ ବାସଭବନରେ ଭିଡିଓ କନଫ୍ରେନସିଂ ମାଧ୍ୟମରେ ସରକାରୀ କାମ କରନ୍ତି।

ହେଲେ ସ୍ବାଧୀନତା ଦିବସ ପାଳନ ତ ଭିଡିଓ କନପ୍ରେନସିଂ ମାଧ୍ୟମରେ ହୋଇ ପାରିବ ନାହିଁ। ଫଳରେ ସେ କିପରି ଉତ୍ସବ ସ୍ଥଳକୁ ଯିବେ ସେ ନେଇ ତାଙ୍କର ବ୍ୟକ୍ତିଗତ ସଚିବ ତଥା ଫାଇବ ଟି ସଚିବ ଚିନ୍ତାରେ ଥିଲେ। ହେଲେ ପରବର୍ତ୍ତି ସମୟରେ ସେ ନିଜେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଚଳାଇ ନେବେ ବୋଲି ନିଷ୍ପତି କଲେ। ଫଳରେ ନବୀନ ନିବାସରୁ ପ୍ରଦର୍ଶନୀ ପଡିଆ ପର୍ଯ୍ୟନ୍ତ ପାଣ୍ଡିୟାନ ନିଜେ ଗାଡି ଚଳାଇ ମୁଖ୍ୟମନ୍ତ୍ରୀଙ୍କୁ ଆଣିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ହରିଆନା ଆଇପିଏସ ଅଧିକାରୀଙ୍କୁ ନ୍ୟାୟ ଦେବାକୁ ପ୍ରଦେଶ କଂଗ୍ରେସ କଲା ଦାବୀ

October 14, 2025

କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର

October 14, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପୋଷଣ ମାସ -୨୦୨୫ ପାଳିତ

October 14, 2025

ବଡ ଖବର, ଇ-କେୱାସି କରି ନ ଥିଲେ ଆସନ୍ତା ମାସରୁ ମିଳିବନି ଚାଉଳ

October 14, 2025
Latest News

ହରିଆନା ଆଇପିଏସ ଅଧିକାରୀଙ୍କୁ ନ୍ୟାୟ ଦେବାକୁ ପ୍ରଦେଶ କଂଗ୍ରେସ କଲା ଦାବୀ

October 14, 2025

କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର

October 14, 2025

ସୋନିକ୍ ସମନ୍ୱିତ ଲଜିଷ୍ଟିକ୍ସ ହବ୍ ଉଦଘାଟନ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 14, 2025

ବସ୍‌ରେ ଭୀଷଣ ଅଗ୍ନିକାଣ୍ଡ, ୨୦ ଯାତ୍ରୀଙ୍କର ମୃତ୍ୟୁ ଆଶଙ୍କା

October 14, 2025

ବିଜେପିରେ ଯୋଗଦେଲେ ମୈଥିଳୀ ଠାକୁର: ଜାଣନ୍ତୁ କେଉଁଠୁ ଲଢିବେ ନିର୍ବାଚନ?

October 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.