Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜଣେ ୬୫ ବର୍ଷିୟା ମହିଳା ୧୪ ମାସ ମଧ୍ୟରେ ଜନ୍ମ କରିଛନ୍ତି ୮ଟି ଝିଅ, ଜାଣନ୍ତୁ କଣ ହୋଇଛି ପୁରା ଘଟଣା
ଜାତୀୟ ଖବର

ଜଣେ ୬୫ ବର୍ଷିୟା ମହିଳା ୧୪ ମାସ ମଧ୍ୟରେ ଜନ୍ମ କରିଛନ୍ତି ୮ଟି ଝିଅ, ଜାଣନ୍ତୁ କଣ ହୋଇଛି ପୁରା ଘଟଣା

August 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାଟନା, ଜଣେ ୬୫ ବର୍ଷିୟା ମହିଳା କଣ ଜନ୍ମ କରିପାରେ ? ପୁଣି ଆଉ ଏକ ପ୍ରଶ୍ନ ଉଠିପାରେ ସେହି ମହିଳା କଣ ୮ଟି ଛୁଆ ଜନ୍ମ କରିପାରିବ ? ସେହିପରି ସେହି ମହିଳା କଣ ୧୪ ମାସରେ ୮ଟି ଛୁଆ ଜନ୍ମ ଦେଇପାରି ? ଯେ କେହି ଏହା ଶୁଣିବ ସେ ନିଶ୍ଚିତ ମନା କରିବ। କାରଣ ଏପରି ଘଟଣା କେବେ ବି ଏହି ବିଜ୍ଞାନ ଯୁଗରେ ସମ୍ଭବ ହୋଇପାରିବ ନାହିଁ। ହେଲେ ଏହି ଅସମ୍ଭବ ଘଟଣା ବିହାରର ମୁଜାଫରପୁର ଜିଲ୍ଲାରେ ଘଟିଛି। ଆଉ ଯେ ଏପରି ସିରିଜ ଛୁଆ ଜନ୍ମ କରିଛନ୍ତି ତାଙ୍କ ନାମ ହେଉଛି ଲିଳାବତି ଦେବୀ। ଆଉ ତାଙ୍କ ଘର ହେଉଛି ବିହାର ମୁଜାଫରପୁର ଜିଲ୍ଲା ମୁସାରୀ ବ୍ଲକ ଅଞ୍ଚଳରେ।

ତେବେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ହେଉଛି ଏହି ମହିଳା ପ୍ରକୃତରେ ଜନ୍ମ ଦେଇ ନାହାଁନ୍ତି। ରାଜ୍ୟ ସରକାରଙ୍କ କାଗଜପତ୍ରରେ ଏହା ଉଲ୍ଲେଖ କରାଯାଇଛି। ଜାତୀୟ ସ୍ବସ୍ଥ୍ୟ ମିଶନ ଯୋଜନାରେ ଯେଉଁ ମହିଳାଙ୍କର ଝିଅ ହେବ ତାଙ୍କୁ ସରକାରୀ ସାହାର୍ଯ୍ୟ ଦିଆଯିବ। ସେଥିପାଇଁ ଏହି ମହିଳା 14 ମାସରେ ଝିଅ ଜନ୍ମ ପାଇଁ ଆଠ ଥର ଟଙ୍କା ନେଇଛନ୍ତି। ଏହି ଘଟଣା ଜିଲ୍ଲା ପ୍ରଶାସନ ନଜରକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଏହି ଗୋଟିଏ ଘଟଣା ନୁହେଁ, ବିହାରରେ ସେହିପରି ଆଉ ଏକ ଘଟଣା ମଧ୍ୟ ନଜରକୁ ଆସିଛି। ତାହା ହେଲା ଆଉ ଜଣେ ମହିଳା 9 ମାସ ମଧ୍ୟରେ ପାଞ୍ଚ ଜଣ ଝିଅ ଜନ୍ମ କରି ଟଙ୍କା ନେଇଥିବାର ଜଣାପଡିଛି। ସେହି ଗୋଟିଏ ଜିଲ୍ଲାରେ ଏହି ଦୁଇଟି ଘଟଣା ଆସିବା ପର ପ୍ରଶାସନ ଏକ ତଦନ୍ତ କମିଟ ଗଠନ କରିଛି। ମୁଖ୍ୟତଃ ଏହି ମହିଳାଙ୍କ ନାମରେ ହଡପ ହୋଇଥିବା ଟଙ୍କା ସେ ନିଜେ କରିଛନ୍ତି ନା ତାଙ୍କ ପଛରେ ଆଉ କେହି ଅଛି। ସେହିପରି ଜିଲ୍ଲାରେ କେବଳ ଏହି ଦୁଇଟି ଘଟଣା ହୋଇଛି ନା ଆଉ କେହି ସେମିତି ଅଛନ୍ତି। ଏହି ଦୁଇ ଘଟଣା ବର୍ତ୍ତମାନ ବିହାରରେ ଚର୍ଚ୍ଚାର ବିଷୟ ପାଲଟିଛି।

କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ଯୋଜନା ଅନୁଯାୟୀ ଯେଉଁ ମହିଳା ଝିଅ ଜନ୍ମ କରିବେ ତାଙ୍କୁ 1500 ଟଙ୍କା ପ୍ରଦାନ କରାଯିବ। ଏହି ଟଙ୍କାରେ ସେ  ଜନ୍ମ ପୂର୍ବରୁ ଓ ପରେ ସ୍ବାସ୍ଥ୍ୟର ଯତ୍ନ ନେଇପାରିବେ। ହେଲେ ଏହି ଟଙ୍କା ଏପରି ବାଟ ମାରଣା ହେବ ତାହା କେହି ବି ଚିନ୍ତା କରିପାରୁ ନାହାଁନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଚେନ୍ନାଇ ବିମାନବନ୍ଦରରେ ଚଳନ୍ତା ବିମାନରୁ ଡେଇଁ ପଡ଼ିଲେ ଯାତ୍ରୀ: ଜାଣନ୍ତୁ କାରଣ

May 3, 2026

ନଅଟି ମ୍ୟାଚ୍‌ରେ ମାତ୍ର ଦୁଇଟି ବିଜୟ, ତଥାପି ପ୍ଲେଅଫ୍‌ରେ ପହଞ୍ଚିପାରିବ ମୁମ୍ବାଇ ଇଣ୍ଡିଆନ୍ସ?: ଜାଣନ୍ତୁ ସମୀକରଣ 

May 3, 2026

ଚିନ୍ତା ବଢାଇଲା ସଟ୍ଟା ବଜାରର ପୂର୍ବାନୁମାନ!: ଜାଣନ୍ତୁ କେଉଁ ରାଜ୍ୟରେ କିଏ ଗଢିବ ସରକାର?

May 3, 2026

ଆଜିର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ SRH ଏବଂ KKR: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

May 3, 2026
Latest News

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ବନ

May 3, 2026

ଚେନ୍ନାଇ ବିମାନବନ୍ଦରରେ ଚଳନ୍ତା ବିମାନରୁ ଡେଇଁ ପଡ଼ିଲେ ଯାତ୍ରୀ: ଜାଣନ୍ତୁ କାରଣ

May 3, 2026

ଓଲଟିଲା ଢଳେଇ ମିକ୍ସଚର ମେସିନ୍; ଚାପି ହୋଇ ଶ୍ରମିକ ଗୁରୁତର

May 3, 2026

ପୁଣି ଆମ ବସ ନେଲା ଜୀବନ

May 3, 2026

ନଅଟି ମ୍ୟାଚ୍‌ରେ ମାତ୍ର ଦୁଇଟି ବିଜୟ, ତଥାପି ପ୍ଲେଅଫ୍‌ରେ ପହଞ୍ଚିପାରିବ ମୁମ୍ବାଇ ଇଣ୍ଡିଆନ୍ସ?: ଜାଣନ୍ତୁ ସମୀକରଣ 

May 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.