Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରଣପୁରରୁ ଲଢିବେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ମିଲି ପଣ୍ଡା, କଂଗ୍ରେସରୁ ପ୍ରକାଶିତ ୫୫ଟି ବିଧାନସଭା ତାଲିକାରେ ଅଛନ୍ତି କିଛି ନୁଆଁ ମୁହଁ
ବିଶେଷ ଖବର

ରଣପୁରରୁ ଲଢିବେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ମିଲି ପଣ୍ଡା, କଂଗ୍ରେସରୁ ପ୍ରକାଶିତ ୫୫ଟି ବିଧାନସଭା ତାଲିକାରେ ଅଛନ୍ତି କିଛି ନୁଆଁ ମୁହଁ

March 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
moa leader sabyasachi panda wife get congress ticket
moa leader sabyasachi panda wife get congress ticket

ସମୀକ୍ଷା ବ୍ୟୁରୋ

ବିଜେପି ପରି କଂଗ୍ରେସ ମଧ୍ୟ ରାତି ଅଧରେ ପ୍ରକାଶ କରିଛି ତାହାର ପ୍ରାର୍ଥୀ ତାଲିକା। ଏଥିରେ କିଛି ପୁରୁଣା ଲୋକଙ୍କୁ ପୁଣି ଥରେ ଟିକେଟ ଦିଆଯାଇଥିବା ବେଳେ କେତେକ ନୁଆ ମୁହଁ ମଧ୍ୟ ନିଆଯାଇଛି। ସେ ମଧ୍ୟରେ ଅଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ମିଲି ପଣ୍ଡା ବା ଶୁଭଶ୍ରୀ ପଣ୍ଡା। ସେ ରଣପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ରାଉରକେଲାରୁ ମୁକ୍ତିକାନ୍ତ ମଣ୍ଡଳ, ଭୁବନେଶ୍ବରର ଏକାମ୍ରରୁ ରଶ୍ମୀରେଖା ମହାପାତ୍ର ଏବଂ ଢେଙ୍କାନାଳରୁ ନବୀନ ନନ୍ଦଙ୍କୁ ଟିକେଟ ଦିଆଯାଇଛି।  କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକା ହେଲା…

ବିଜେପୁର: ରିପୁନାଥ ସେଠ

ଭଟଲି: ସରୋଜ ମହାପାତ୍ର

ଝାରସୁଗୁଡ଼ା: ମହେନ୍ଦ୍ର ନାୟକ

ତଲସରା: ଡ. ପ୍ରଫୁଲ୍ଲ ମାଝୀ

ସୁନ୍ଦରଗଡ଼: ଅମିତା ବିଶ୍ୱାଳ

ରଘୁନାଥପାଲି: ପ୍ରଶାନ୍ତ ସେଠୀ

ରାଉରକେଲା: ମୁକ୍ତିକାନ୍ତ ବିଶ୍ୱାଳ

କୁଚିଣ୍ଡା: ଶୋଭାରାମ ପ୍ରଧାନ

ରେଙ୍ଗାଲି: ବାଳକୃଷ୍ଣ ରେହୀଦାସ

ସମ୍ବଲପୁର: ଅଶ୍ୱିନୀ କୁମାର ଗୁରୁ

ରେଢ଼ାଖୋଳ: ଆସରଫ ଅଲି ଖାନ

ଦେବଗଡ଼: ଉମା ଶଙ୍କର ସାହୁ

ଆନନ୍ଦପୁର: ଜୟଦେବ ଜେନା

କେନ୍ଦୁଝର: ବିଦ୍ୟାଧର ଦେହୁରୀ

ଚମ୍ପୁଆ: ଯଦୁମଣୀ ବାରିକ

କରଂଜିଆ: ସୁଦାମ ଚରଣ ନାଏକ

ଜଳେଶ୍ୱର: ସୁଦର୍ଶନ ଦାସ

ନୀଳଗିରି: ମନୋଜମଂଜରୀ ଦେବୀ

କୋରେଇ: ବନ୍ଦିତା ପରିଡା

ଢ଼େଙ୍କାନାଳ: ନବୀନ ନନ୍ଦ

ପାଲଲହଡ଼ା: ସୁବ୍ରତ ମଲ୍ଲିକ

ତାଳଚେର: ସୁରେଶ ଚନ୍ଦ୍ର ବେହେରା

ଅନୁଗୁଳ: ବିପ୍ଲବ ଜେନା

ଛେଣ୍ଡିପଦା: ସସ୍ମିତା ବେହେରା

ଆଠମଲ୍ଲିକ: ବିଜୟାନନ୍ଦ ଚୋଲିଆ

ସୋନପୁର: ଚିତ୍ତରଂଜନ ମିଶ୍ର

ଲୋଇସିଂହ: ନବ କିଶୋର ନାଏକ

ଟିଟିଲାଗଡ଼: ସୁରେନ୍ଦ୍ର ସିଂହ ଭୋଇ

କଣ୍ଟାବାଞ୍ଜି: ସନ୍ତୋଷ ସିଂହ ସାଲୁଜ

ଉମରକୋଟ: ଯଶୋଦା ରାଣୀ ଗଣ୍ଡ

ଜୁନାଗଡ଼: ଅନିଲ ସିଂହ

ଭବାନୀପାଟଣା: ସାଗର ଚରଣ ଦାସ

ନର୍ଲା: ଚିତ୍ତରଂଜନ ମଣ୍ଡଳ

ବାଙ୍କୀ: ଡ. ଦେବାଶିଷ ପଟ୍ଟନାୟକ

ଆଠଗଡ଼: ଉମା ବଲ୍ଲଭ ରଥ

ବାରବାଟୀ-କଟକ: ମହମ୍ମଦ ମୋକୀମ

କଟକ ସଦର: ରତ୍ନାକର ବେହେରା

କେନ୍ଦ୍ରାପଡ଼ା: ଗଣେଶ୍ୱର ବେହେରା

ଆଳି: ଦେବେନ୍ଦ୍ର ଶର୍ମା

ରାଜନଗର: ଅଂଶୁମାନ ମହାନ୍ତି

ଜଗତସିଂହପୁର: ଚିରଞ୍ଜିବୀ ବିଶ୍ୱାଳ

କାକଟପୁର: ବିଶ୍ୱଭୂଷଣ ଦାସ

ବ୍ରହ୍ମଗିରି: ଉମାକାନ୍ତ ବରାଳ

ସତ୍ୟବାଦୀ: ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର ଏକାମ୍ର: ରଶ୍ମୀରେଖା ମହାପାତ୍ର

ଜଟଣୀ: ସୁରେଶ କୁମାର ରାଉତରାୟ

ରଣପୁର: ଶୁଭଶ୍ରୀ ପଣ୍ଡା

ଖଲିକୋଟ: ଭୋକଲି ସେଠୀ

ସରୋଡା: ସଂଗ୍ରାମ ମହାନ୍ତି

ଦିଗପହଣ୍ଡି: ପ୍ରଫୁଲ୍ଲ ପଣ୍ଡା (ବିସ୍ମୟ ମହାପାତ୍ରଙ୍କ ସ୍ଥାନରେ)

ପାରଳାଖେମୁଣ୍ଡି: କେ ସୂର୍ଯ୍ୟ ରାଓ

ରାୟଗଡ଼ା: ଅପାଇଶ୍ୱାମୀ କଡରକା

ଲକ୍ଷ୍ମୀପୁର: କୈଳାଶ କୁଲସେକା

କୋଟପାଡ: ଚନ୍ଦ୍ରଶେଖର ମାଝୀ

Share. Facebook Twitter LinkedIn Email WhatsApp Copy Link

Related Posts

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ଭୁବନେଶ୍ବରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ହେଲେ କାହିଁକି?

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ: ସି.ପି. ରାଧାକୃଷ୍ଣନ୍ ବନାମ ସୁଦର୍ଶନ ରେଡ୍ଡୀ, ଜାଣନ୍ତୁ କାହାର ପଲ୍ଲା ଭାରି?

August 19, 2025
Latest News

ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ପୁଟିନ୍ ନେଲେ ବଡ଼ ନିଷ୍ପତ୍ତି, ଭାରତକୁ ଦେଲେ ଦମଦାର ଅଫର

August 20, 2025

କେନ୍ଦ୍ରାପଡ଼ାରେ ଯୁବତୀଙ୍କ ଆତ୍ମାହୂତି ଘଟଣାରେ ସ୍ୱତଃ ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର ଆୟୋଗ

August 20, 2025

ରାଜୀବ ଗାନ୍ଧୀ ସେବା ସମ୍ମାନ- ୨୦୨୫ ରେ ସମ୍ମାନିତ ହେଲେ ଟାଙ୍ଗୀ କଲେଜର ଅଧ୍ୟାପକ

August 20, 2025

ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବୁ: ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ

August 20, 2025

ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ ୫ ବର୍ଷରେ ଓଡ଼ିଶାକୁ ମିଳିଛି ୯୧୪୭.୪୨ କୋଟି

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.