Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରଣପୁରରୁ ଲଢିବେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ମିଲି ପଣ୍ଡା, କଂଗ୍ରେସରୁ ପ୍ରକାଶିତ ୫୫ଟି ବିଧାନସଭା ତାଲିକାରେ ଅଛନ୍ତି କିଛି ନୁଆଁ ମୁହଁ
ବିଶେଷ ଖବର

ରଣପୁରରୁ ଲଢିବେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ମିଲି ପଣ୍ଡା, କଂଗ୍ରେସରୁ ପ୍ରକାଶିତ ୫୫ଟି ବିଧାନସଭା ତାଲିକାରେ ଅଛନ୍ତି କିଛି ନୁଆଁ ମୁହଁ

March 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
moa leader sabyasachi panda wife get congress ticket
moa leader sabyasachi panda wife get congress ticket

ସମୀକ୍ଷା ବ୍ୟୁରୋ

ବିଜେପି ପରି କଂଗ୍ରେସ ମଧ୍ୟ ରାତି ଅଧରେ ପ୍ରକାଶ କରିଛି ତାହାର ପ୍ରାର୍ଥୀ ତାଲିକା। ଏଥିରେ କିଛି ପୁରୁଣା ଲୋକଙ୍କୁ ପୁଣି ଥରେ ଟିକେଟ ଦିଆଯାଇଥିବା ବେଳେ କେତେକ ନୁଆ ମୁହଁ ମଧ୍ୟ ନିଆଯାଇଛି। ସେ ମଧ୍ୟରେ ଅଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ମିଲି ପଣ୍ଡା ବା ଶୁଭଶ୍ରୀ ପଣ୍ଡା। ସେ ରଣପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ରାଉରକେଲାରୁ ମୁକ୍ତିକାନ୍ତ ମଣ୍ଡଳ, ଭୁବନେଶ୍ବରର ଏକାମ୍ରରୁ ରଶ୍ମୀରେଖା ମହାପାତ୍ର ଏବଂ ଢେଙ୍କାନାଳରୁ ନବୀନ ନନ୍ଦଙ୍କୁ ଟିକେଟ ଦିଆଯାଇଛି।  କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକା ହେଲା…

ବିଜେପୁର: ରିପୁନାଥ ସେଠ

ଭଟଲି: ସରୋଜ ମହାପାତ୍ର

ଝାରସୁଗୁଡ଼ା: ମହେନ୍ଦ୍ର ନାୟକ

ତଲସରା: ଡ. ପ୍ରଫୁଲ୍ଲ ମାଝୀ

ସୁନ୍ଦରଗଡ଼: ଅମିତା ବିଶ୍ୱାଳ

ରଘୁନାଥପାଲି: ପ୍ରଶାନ୍ତ ସେଠୀ

ରାଉରକେଲା: ମୁକ୍ତିକାନ୍ତ ବିଶ୍ୱାଳ

କୁଚିଣ୍ଡା: ଶୋଭାରାମ ପ୍ରଧାନ

ରେଙ୍ଗାଲି: ବାଳକୃଷ୍ଣ ରେହୀଦାସ

ସମ୍ବଲପୁର: ଅଶ୍ୱିନୀ କୁମାର ଗୁରୁ

ରେଢ଼ାଖୋଳ: ଆସରଫ ଅଲି ଖାନ

ଦେବଗଡ଼: ଉମା ଶଙ୍କର ସାହୁ

ଆନନ୍ଦପୁର: ଜୟଦେବ ଜେନା

କେନ୍ଦୁଝର: ବିଦ୍ୟାଧର ଦେହୁରୀ

ଚମ୍ପୁଆ: ଯଦୁମଣୀ ବାରିକ

କରଂଜିଆ: ସୁଦାମ ଚରଣ ନାଏକ

ଜଳେଶ୍ୱର: ସୁଦର୍ଶନ ଦାସ

ନୀଳଗିରି: ମନୋଜମଂଜରୀ ଦେବୀ

କୋରେଇ: ବନ୍ଦିତା ପରିଡା

ଢ଼େଙ୍କାନାଳ: ନବୀନ ନନ୍ଦ

ପାଲଲହଡ଼ା: ସୁବ୍ରତ ମଲ୍ଲିକ

ତାଳଚେର: ସୁରେଶ ଚନ୍ଦ୍ର ବେହେରା

ଅନୁଗୁଳ: ବିପ୍ଲବ ଜେନା

ଛେଣ୍ଡିପଦା: ସସ୍ମିତା ବେହେରା

ଆଠମଲ୍ଲିକ: ବିଜୟାନନ୍ଦ ଚୋଲିଆ

ସୋନପୁର: ଚିତ୍ତରଂଜନ ମିଶ୍ର

ଲୋଇସିଂହ: ନବ କିଶୋର ନାଏକ

ଟିଟିଲାଗଡ଼: ସୁରେନ୍ଦ୍ର ସିଂହ ଭୋଇ

କଣ୍ଟାବାଞ୍ଜି: ସନ୍ତୋଷ ସିଂହ ସାଲୁଜ

ଉମରକୋଟ: ଯଶୋଦା ରାଣୀ ଗଣ୍ଡ

ଜୁନାଗଡ଼: ଅନିଲ ସିଂହ

ଭବାନୀପାଟଣା: ସାଗର ଚରଣ ଦାସ

ନର୍ଲା: ଚିତ୍ତରଂଜନ ମଣ୍ଡଳ

ବାଙ୍କୀ: ଡ. ଦେବାଶିଷ ପଟ୍ଟନାୟକ

ଆଠଗଡ଼: ଉମା ବଲ୍ଲଭ ରଥ

ବାରବାଟୀ-କଟକ: ମହମ୍ମଦ ମୋକୀମ

କଟକ ସଦର: ରତ୍ନାକର ବେହେରା

କେନ୍ଦ୍ରାପଡ଼ା: ଗଣେଶ୍ୱର ବେହେରା

ଆଳି: ଦେବେନ୍ଦ୍ର ଶର୍ମା

ରାଜନଗର: ଅଂଶୁମାନ ମହାନ୍ତି

ଜଗତସିଂହପୁର: ଚିରଞ୍ଜିବୀ ବିଶ୍ୱାଳ

କାକଟପୁର: ବିଶ୍ୱଭୂଷଣ ଦାସ

ବ୍ରହ୍ମଗିରି: ଉମାକାନ୍ତ ବରାଳ

ସତ୍ୟବାଦୀ: ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର ଏକାମ୍ର: ରଶ୍ମୀରେଖା ମହାପାତ୍ର

ଜଟଣୀ: ସୁରେଶ କୁମାର ରାଉତରାୟ

ରଣପୁର: ଶୁଭଶ୍ରୀ ପଣ୍ଡା

ଖଲିକୋଟ: ଭୋକଲି ସେଠୀ

ସରୋଡା: ସଂଗ୍ରାମ ମହାନ୍ତି

ଦିଗପହଣ୍ଡି: ପ୍ରଫୁଲ୍ଲ ପଣ୍ଡା (ବିସ୍ମୟ ମହାପାତ୍ରଙ୍କ ସ୍ଥାନରେ)

ପାରଳାଖେମୁଣ୍ଡି: କେ ସୂର୍ଯ୍ୟ ରାଓ

ରାୟଗଡ଼ା: ଅପାଇଶ୍ୱାମୀ କଡରକା

ଲକ୍ଷ୍ମୀପୁର: କୈଳାଶ କୁଲସେକା

କୋଟପାଡ: ଚନ୍ଦ୍ରଶେଖର ମାଝୀ

Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026
Latest News

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.