Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିଶ୍ବରେ କରୋନା ଆକ୍ରାନ୍ତ ସଂଖ୍ୟା ୩ କୋଟି ୫୦ ଲକ୍ଷ ଏବଂ ମୃତ୍ୟୁ ୧୦ ଲକ୍ଷ ଟପିଲା
ଅନ୍ତରାଷ୍ଟ୍ରୀୟ

ବିଶ୍ବରେ କରୋନା ଆକ୍ରାନ୍ତ ସଂଖ୍ୟା ୩ କୋଟି ୫୦ ଲକ୍ଷ ଏବଂ ମୃତ୍ୟୁ ୧୦ ଲକ୍ଷ ଟପିଲା

October 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନା ଭାଇରସ୍ ଆକ୍ରାନ୍ତ ସଂଖ୍ୟା ମୋଟ ୩୫ ନିୟୁତ ଅତିକ୍ରମ କରିଥିବାବେଳେ ମୃତ୍ୟୁ ୧,୦୩୬,୦୦୦ ରୁ ଅଧିକ ହୋଇଛି। ସୋମବାର ସୁଦ୍ଧା ମୋଟ ମାମଲା ୩୫,୦୭୫,୪୨୩ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୧,୦୩୬,୦୯୫ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସଏସଇ) ଏହାର ନୂତନ ଅଦ୍ୟତନରେ ପ୍ରକାଶ କରିଛି।

ସିଏସଏସଇ ଅନୁଯାୟୀ ଆମେରିକାରେ ବିଶ୍ବରେ ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ରେକର୍ଡ କରାଯାଇଛି। ପରିସଂଖ୍ୟାନ ଅନୁଯାୟୀ ଆମେରିକାରେ ଆକ୍ରାନ୍ତ ସଂଖ୍ୟା ୭,୪୨୦,୭୭୯ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦୯,୮୨୧ ରହିଛି। ସେହିପରି ୬,୫୪୯,୩୭୩ ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୧୦୧,୭୮୨ ରେ ପହଞ୍ଚିଛି।

ସର୍ବାଧିକ ମାମଲା ଥିବା ଅନ୍ୟ ୧୫ ଟି ଦେଶ ହେଉଛି ବ୍ରାଜିଲ (୪,୯୧୫,୨୮୯), ଜଙ୍କଗ୍ଦଗ୍ଦସବ ଷ (୧,୨୦୯,୦୩୯), କଲମ୍ବିଆ (୮୫୫,୦୫୨), ପେରୁ (୮୨୧,୫୬୪), ଆର୍ଜେଣ୍ଟିନା (୭୯୮,୪୮୬), ସ୍ପେନ୍ (୭୮୯,୯୩୨), ମେକ୍ସିକୋ (୭୬୧,୬୬୫), ଦକ୍ଷିଣ ଆଫ୍ରିକା  ସିଏସଏସଇ ଆକଳନରୁ ଜଣାପଡିଛି ଯେ ୬୮୧,୨୮୯), ଫ୍ରାନ୍ସ (୬୨୯,୫୦୯), ବ୍ରିଟେନ (୫୦୫,୬୧୯), ଇରାନ (୪୭୧,୭୭୨), ଚିଲି (୪୭୦,୧୭୯), ଇରାକ (୩୭୯,୧୪୧), ବାଂଲାଦେଶ (୩୬୮,୬୯୦), ଏବଂ ସାଉଦି ଆରବ (୩୩୬,୩୮୭)।

ବ୍ରାଜିଲରେ ବର୍ତ୍ତମାନ ୧୪୬,୩୫୨ ରେ ଦ୍ୱିତୀୟ ସର୍ବାଧିକ ସଂଖ୍ୟାରେ ମୃତ୍ୟୁବରଣ ହୋଇଛି।

ମୃତ୍ୟୁ ସଂଖ୍ୟା ୧୦,୦୦୦ ରୁ ଅଧିକ ଥିବା ଦେଶଗୁଡ଼ିକ ହେଉଛି ମେକ୍ସିକୋ (୧୦୧,୭୮୨), ବ୍ରିଟେନ (୪୨,୪୪୦), ଇଟାଲୀ (୩୫,୯୮୬), ପେରୁ (୩୨,୬୦୯), ଫ୍ରାନ୍ସ (୩୨,୧୭୧), ସ୍ପେନ୍ (୩୨,୦୮୬), ଇରାନ (୨୬,୯୫୭), କଲମ୍ବିଆ (୨୬,୭୧୨), ଋଷ (୨୧,୨୬୦), ଆର୍ଜେଣ୍ଟିନା (୨୧,୦୧୮), ଦକ୍ଷିଣ ଆଫ୍ରିକା (୧୬,୯୭୬), ଚିଲି (୧୨,୯୭୯), ଇକ୍ୟୁଏଡର୍ (୧୧,୬୪୭), ଇଣ୍ଡୋନେସିଆ (୧୧,୧୫୧) ଏବଂ ବେଲଜିୟମ (୧୦,୦୪୪)

ବିଶ୍ବରେ କରୋନା ବିଶ୍ବରେ କରୋନା ଅପଡେଟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026
Latest News

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.