Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସ୍ବାସ୍ଥ୍ୟ»ଗ୍ଲୋବାଲ ଆୟୁର୍ବେଦିକ ଫେଷ୍ଟିଭାଲ ୨୦୨୩ ଉପରାଷ୍ଟ୍ରପତିଙ୍କ ଦ୍ଵାରା ଉଦଘାଟିତ
ସ୍ବାସ୍ଥ୍ୟ

ଗ୍ଲୋବାଲ ଆୟୁର୍ବେଦିକ ଫେଷ୍ଟିଭାଲ ୨୦୨୩ ଉପରାଷ୍ଟ୍ରପତିଙ୍କ ଦ୍ଵାରା ଉଦଘାଟିତ

December 2, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
GlobalAyurved12
ଗ୍ଲୋବାଲ ଆୟୁର୍ବେଦିକ ଫେଷ୍ଟିବାଲ ୨୦୨୩ ଉପରାଷ୍ଟ୍ରପତିଙ୍କ ଦ୍ଵାରା ଉଦଘାଟିତ

ନୂଆଦିଲ୍ଲୀ: ପଞ୍ଚମ ଆୟୁର୍ବେଦ ଗ୍ଲୋବାଲ ଫେଷ୍ଟିଭାଲ ୨୦୨୩ କେରଳସ୍ଥିତ ତିରୁବନ୍ତପୁରମ ଠାରେ ଗତକାଲି ଠାରୁ ଆରମ୍ଭ ହୋଇଛି। ଆସନ୍ତା ମଙ୍ଗଳବାର ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆୟୁର୍ବେଦ ମହାକୁମ୍ଭକୁ ଉପରାଷ୍ଟ୍ରପତି ଶ୍ରୀ ଜଗଦୀଶ ଧନଖର ଶୁଭ ଉଦଘାଟନ କରିଛନ୍ତି।

ସେ ସହିଛନ୍ତି ଯେ, ଆମ ଦେଶର ଏହି ଶାଶ୍ୱତ ଚିକିତ୍ସା ଶାସ୍ତ୍ର ରେ ଲୁଚି ରହିଛି ଶତାୟୁ ହେବାର ରହସ୍ୟ ଯାହାକୁ ଭରସା କରି ଆମର ପୂର୍ବଜ ମାନେ ମହର୍ଷି ଚରକ, ସୁଶୃତ ଙ୍କ ଚିକିତ୍ସା ଶାସ୍ତ୍ର କୁ ଉପଯୋଗ କରି ଦୀର୍ଘାୟୁ ହୋଇପାରୁଥିଲେ। ଆଜି ସେଇ ଆୟୁର୍ବିଜ୍ଞାନକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓ ଦେଶ ବିଦେଶରେ ଗୁରୁତ୍ୱ ପ୍ରଦାନ କରାଯାଉଛି,ଏହା ଉପରେ ଗବେଷଣା କରିବାର ସମୟ ଆସିଯାଇଛି।

ଭାରତ ସରକାରଙ୍କ ମିନିଷ୍ଟ ଅଫ ଆୟୁଷ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଆୟୁର୍ବେଦିକ ମହାକୁମ୍ଭ ରେ୭୫ଦେଶରୁ୭୫୦୦ ବିଦେଶ ପ୍ରତିନିଧି ଯୋଗ ଦେଇଛନ୍ତି। ଆନ୍ତର୍ଜାତୀୟ ଆଲୋଚନା ଚକ୍ର, ଜାତୀୟ ଆୟୁଷ ଆରୋଗ୍ୟ ଏକ୍ସପୋ ୨୦୨୩, ଆନ୍ତର୍ଜାତୀୟ ଆୟୁର୍ବେଦିକ ବ୍ୟବସାୟ ମେଳା, ଆୟୁର୍ବେଦିକ ଔଷଧୀୟ କଂକ୍ଲେଭ, ଆୟୁର୍ବେଦିକ ଏମଏସଏମଇ ମିଟ, ସିଙ୍ଗଲ ଡ୍ରଗ କଂକ୍ଲେଭ, ଔଷଧୀୟ ବୃକ୍ଷ ଚାଷୀ ମେଳା, ଆୟୁର୍ବେଦିକ ଇନଭେଷ୍ଟର ମିଟ, ଆୟୁର୍ବେଦିକ ଫିଉଚର କଂକ୍ଲେଭ ,ବିଭିନ୍ନ ପାରମ୍ପରିକ ଔଷଧ ଓ ଚିକିତ୍ସା ନେଇ ବିସ୍ତ୍ରୁତ ଆଲୋଚନା ହେଉଛି।

କେନ୍ଦ୍ର ସରକାର ଓ ବିଦେଶ ର ବହୁରାଜଦୂତ, ମନ୍ତ୍ରୀ, ପଲିସି ମେକାର ଏଥିରେ ଯୋଗ ଦେଇଛନ୍ତି।କେଦ୍ର ଆୟୁଷ ମନ୍ତ୍ରୀ, କେରଳ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ,ପଶୁ ସମ୍ପଦ ମନ୍ତ୍ରୀ ଓ ତୁଙ୍ଗ ପ୍ରଶାସନିକ ଅଧିକାରୀ ଯୋଗ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ଦଳର କିଏ ହେବ ପରବର୍ତ୍ତୀ ଅଧିନାୟକ?: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ବିସିସିଆଇ ର ଏହି ନିଷ୍ପତ୍ତି

June 5, 2026

ମମତା ବାନାର୍ଜୀଙ୍କୁ ନିଜ ଆସନ ଯାଚିଲେ ହୁମାୟୁନ୍: କହିଲେ, ଟିଏମସି ର ପରିସ୍ଥିତି ଦେଖି କଷ୍ଟ ହେଉଛି

June 5, 2026

ସାଇଲେଣ୍ଟ କିଲର କିଡନୀ ରୋଗ: ଡେରି ହେବା ପୂର୍ବରୁ ଜାଣନ୍ତୁ ଏହାର ଲକ୍ଷଣ

June 5, 2026

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

June 5, 2026
Latest News

ଟି-୨୦ ଦଳର କିଏ ହେବ ପରବର୍ତ୍ତୀ ଅଧିନାୟକ?: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ବିସିସିଆଇ ର ଏହି ନିଷ୍ପତ୍ତି

June 5, 2026

ମମତା ବାନାର୍ଜୀଙ୍କୁ ନିଜ ଆସନ ଯାଚିଲେ ହୁମାୟୁନ୍: କହିଲେ, ଟିଏମସି ର ପରିସ୍ଥିତି ଦେଖି କଷ୍ଟ ହେଉଛି

June 5, 2026

ସାଇଲେଣ୍ଟ କିଲର କିଡନୀ ରୋଗ: ଡେରି ହେବା ପୂର୍ବରୁ ଜାଣନ୍ତୁ ଏହାର ଲକ୍ଷଣ

June 5, 2026

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.