Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସାତରୁ ଅଧିକ ସନ୍ତାନ ଜନ୍ମ କଲେ ଏଠାରେ ମିଳେ ଗୋଲ୍ଡ ମେଡାଲ୍‌ , ଜାଣନ୍ତୁ କେଉଁଠାରେ
ଅନ୍ତରାଷ୍ଟ୍ରୀୟ

ସାତରୁ ଅଧିକ ସନ୍ତାନ ଜନ୍ମ କଲେ ଏଠାରେ ମିଳେ ଗୋଲ୍ଡ ମେଡାଲ୍‌ , ଜାଣନ୍ତୁ କେଉଁଠାରେ

December 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବିଶ୍ବରେ ଜନସଂଖ୍ୟାକୁ ନେଇ ସମେସ୍ତ ବ୍ୟସ୍ତ ଓ ବିବ୍ରତ । ଜନସଂଖ୍ୟା ବୃଦ୍ଧି ହେତୁ ଅନେକ ପ୍ରକାରର ସମସ୍ୟାମାନ ଦେଖାଦେଉଛି । ଜନସଂଖ୍ୟା ବୃଦ୍ଧି ହେତୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବା ସହିତ ଗ୍ଲୋବାଲ୍‌ ଓ୍ବାର୍ଣ୍ଣିଂ ପରି ସମସ୍ୟମାନ ଉପୁଜିଛି । ପ୍ରାୟ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ନେଇ କଡା ପଦକ୍ଷେପମାନ ନିଆଯାଉଛି । ବିଶେଷ କରି ଚୀନ୍‌ରେ ଜନସଂଖ୍ୟା ହ୍ରାସ ପାଇ କଡା ନିୟମ ପ୍ରଚଳନ  ହୋଇଥିଲା । ଏଠାରେ ଏକରୁ ଅଧିକ ସନ୍ତାନ ଜନ୍ମ କଲେ କିଛି ସୁବିଧାରୁ ବଞ୍ଚିତ କରାଯାଉଥିଲା । କିନ୍ତୁ ଚୀନ୍‌ରେ ଏବେ ଏହି ନିୟମରେ କୋହଳ କରାଯାଇଛି। ତେବେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଅପିଲ୍‌ କରାଯାଇଛି । ସମ୍ପ୍ରତି ଜନସଂଖ୍ୟା ବୃଦ୍ଧି ବିଶ୍ବରେ ଗମ୍ଭୀର ସମସ୍ୟା ହୋଇଥିବାବେଳେ ଏହି ଦେଶରେ କିନ୍ତୁ ସନ୍ତାନ ଜନ୍ମକୁ ପ୍ରୋତ୍ସାହନ ଦିଆଯାଉଛି । ଏଠାରେ ସାତୋଟି ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଗୋଲ୍ଡ ମେଡାଲ୍‌ ଦିଆଯାଉଛି । ଏହା ସହିତ ଅନ୍ୟାନ୍ୟ ସୁବିଧାମାନ ପ୍ରଦାନ କରାଯାଉଛି ।ତେବେ ଆସନ୍ତୁ ଜାଣିବା ଏହା କେଉଁ ଦେଶରେ କରାଯାଉଛି ।

ସନ୍ତାନ ଜନ୍ମକୁ ପ୍ରୋତ୍ସାହନ ଦେଉଥିବା ଦେଶ ହେଉଛି କାଜାକ୍‌ସ୍ତାନ । ଏହି ଦେଶରେ 7ଟି ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଗୋଲ୍ଡ ମେଡାଲ୍‌ ଦିଆଯାଇଥିଲା । ଏହା ସହିତ ତାଙ୍କୁ ହିରୋ ମଦର୍ସର ଉପାଧି ଦିଆଯାଇଥାଏ । ସେହିପରି 6ଟି ସନ୍ତାନ ଜନ୍ମ ଦେଉଥିବା ମହିଳାଙ୍କୁ ସିଲିଭର୍‌ ମେଡାଲ୍‌ ଦିଆଯାଇଥାଏ । ଏହି ମହିଳାମାନଙ୍କୁ ଆଜୀବନ ସରକାରୀ ଭତ୍ତା ମିଳିଥାଏ । ଏପରିକି ସମ୍ପୃକ୍ତ ମହିଳା ଓ ତାଙ୍କ ପରିବାରକୁ ଆଜୀବନ ମାଗଣା ରାସନ ସହ ଘର ଖର୍ଚ୍ଚ ଦିଆଯାଇଥାଏ ।

କାଜ୍‌ଗାସ୍ତାନ ସରକାର ଗର୍ଭବତୀ ମହିଳାଙ୍କୁ ଆର୍ଥିକ ସାହାଯ୍ୟ ଦେଇଥାଏ । ସେହିପରି ଚାରୋଟି ସନ୍ତାନ ଥିବା ମହିଳାଙ୍କୁ ମଧ୍ୟ ମାସିକ ଭତ୍ତାମିଳିଥାଏ । ତେବେ ଚାରୋଟି ସନ୍ତାନ ଥିବା ମହିଳାଙ୍କୁ ଛୁଅ 21 ବର୍ଷ ପର୍ଯ୍ୟନ୍ତ ଭତ୍ତା ମିଳିଥାଏ ।

କାଜ୍‌କାସ୍ତାନରେ ସନ୍ତାନ ଜନ୍ମରେ ପୁରସ୍କାର ଦେବା ପ୍ରଥମା 1944 ମସିହାରୁ ଚାଲଇ ଆସିଛି । ଅଧିକ ସନ୍ତାନ ଜନ୍ମ କରିବା ଏଠାକାର ସରକାରୀ ନୀତିରେ ମଧ୍ୟ ସାମିଲ୍‌ ରହିଛି । ଦେଶରେ ଜନସଂଖ୍ୟା ବହୁତ କମ୍‌ ରହିଥିବାରୁ ଏଠାରେ ଅଧିକ ସନ୍ତାନ ଜନ୍ମ ପାଇଁ ସରକାରୀ ସାହାଯ୍ୟ ଯୋଗାଇଦିଆଯାଇଥାଏ । (ଏଜେନ୍ସି)

BJP Ads
population
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟି-୨୦ ମ୍ୟାଚ୍: ଜାଣନ୍ତୁ ବ୍ରିସବେନ ଗ୍ରାଉଣ୍ଡର ରେକର୍ଡ

November 7, 2025

ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ରେଳ ଷ୍ଟେସନରୁ ହଟିବେ ବୁଲା କୁକୁର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

November 7, 2025

ଭାରତୀୟ ବ୍ୟାଙ୍କଗୁଡ଼ିକ ଦଶ ବର୍ଷ ପୂର୍ବ ଅପେକ୍ଷା ଅଧିକ ପରିପକ୍ୱ: ଆରବିଆଇ ଗଭର୍ଣ୍ଣର

November 7, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ: ଚାରୋଟି ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

November 7, 2025
Jindal Ads
BJP Ads
Latest News

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟି-୨୦ ମ୍ୟାଚ୍: ଜାଣନ୍ତୁ ବ୍ରିସବେନ ଗ୍ରାଉଣ୍ଡର ରେକର୍ଡ

November 7, 2025

ବାଣପୁର: ଜାତୀୟ ଗୀତର ୧୫୦ ତମ ପୂର୍ତ୍ତି ଦିବସ ପାଳିତ

November 7, 2025

ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ରେଳ ଷ୍ଟେସନରୁ ହଟିବେ ବୁଲା କୁକୁର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

November 7, 2025

ଭାରତୀୟ ବ୍ୟାଙ୍କଗୁଡ଼ିକ ଦଶ ବର୍ଷ ପୂର୍ବ ଅପେକ୍ଷା ଅଧିକ ପରିପକ୍ୱ: ଆରବିଆଇ ଗଭର୍ଣ୍ଣର

November 7, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ: ଚାରୋଟି ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.