Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତରେ କୃଷି ଆନ୍ଦୋଳନ: ଆମେରିକାର ବାଇଡେନ ସରକାର ରଖିଲା ଏଭଳି ପ୍ରତିକ୍ରିୟା
ଅନ୍ତରାଷ୍ଟ୍ରୀୟ

ଭାରତରେ କୃଷି ଆନ୍ଦୋଳନ: ଆମେରିକାର ବାଇଡେନ ସରକାର ରଖିଲା ଏଭଳି ପ୍ରତିକ୍ରିୟା

February 4, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଦେଶରେ ବଡଧରଣର ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ବିଭିନ୍ନ ଦେଶର ନେତା ଏବଂ ସେଲିବ୍ରେଟିମାନେ ନିଜ ନିଜର ପ୍ରତିକ୍ରିୟା ରଖୁଛନ୍ତି। ଗତକାଲି ବେଦେଶୀ ସେଲିବ୍ରେଟି ରିହାନା ଏହି ଆଇନକୁ ବିରୋଧ କରିଥିଲେ। ଯାହାଫଳରେ ରିହାନାଙ୍କ ଏଭଳି ମତାମତ ଉପରେ ଦେଶର ବିରୋଧୀ ଦଳଠାରୁ ଆରମ୍ଭକରି ବହୁ ସେଲିବ୍ରେଟି, ଖେଳାଳି ପ୍ରତିକ୍ରିୟା ରଖିଛନ୍ତି। ଏହା ହେଉଛି ଭାରତର ଆଭ୍ଯନ୍ତରୀଣ ମାମଲା, ଏଥିରେ ବାହାର ଲୋକଙ୍କୁ ମୁଣ୍ଡ ନ ଖେଳାଇବା ପାଇଁ ସେମାନେ କହିଛନ୍ତି।

ତେବେ ଏନେଇ ଆମେରିକାର ବାଇଡେନ ସରକାର ନିଜର ପ୍ରତିକ୍ରିୟା ରଖିଛନ୍ତି। ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି ଯେ, ଆମେରିକା ଲୋକତନ୍ତ୍ରରେ ସର୍ବଦା ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ସମର୍ଥନ କରେ। ମତଭେଦକୁ ଆଲୋଚନାରେ ସମାଧାନ କରିହେବ। ଆମେରିକା ବିଭିନ୍ନ ସମସ୍ୟାର ଆଲୋଚନା ପୂର୍ବକ ସମାଧାନ ଚାହେଁ।

ସେ ଆହୁରି କହିଛନ୍ତି ଯେ, ଭାରତୀୟ ବଜାରର ଦକ୍ଷତା ବୃଦ୍ଧି ଏବଂ ବୃହତ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ଆମେରିକା ସ୍ୱାଗତ କରୁଛି। ଦିଲ୍ଲୀର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ ନେଇ ପ୍ରବକ୍ତା କହିଛନ୍ତି ,ଯେ ଏହି ସେବା ଗଣତନ୍ତ୍ରର ଅଂଶବିଶେଷ। ଏହା ଖବର ପ୍ରସାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ସେ କହିଛନ୍ତି।

କୃଷି ଆନ୍ଦୋଳନ ବାଇଡେନ ସରକାର ଭାରତରେ
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ

September 29, 2026

କେନ୍ଦୁଝରରେ ଚାଞ୍ଚଲ୍ୟ: ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ନିର୍ମମ ହତ୍ୟା, ଲୁଟି ନେଲେ ଟଙ୍କା ବ୍ୟାଗ୍

September 29, 2026

ପଶୁପାଳକଙ୍କ ପାଇଁ ସରକାରଙ୍କ ବଡ଼ ଆଶ୍ୱାସନା: ଏବେ ଗୋଟିଏ କ୍ଲିକ୍‌ରେ ହେବ ପଶୁଧନ ବୀମା, ୧୩ଟି ଭାଷାରେ ଖୋଲିଲା ନୂଆ ପୋର୍ଟାଲ୍

September 29, 2026

ଲୋକେସନ୍ ଟ୍ରାକିଂ ଠାରୁ ଏସଓଏସ ଆଲର୍ଟ ପର୍ଯ୍ୟନ୍ତ: ପିଲା ଏବଂ ବୟସ୍କଙ୍କ ସୁରକ୍ଷା ସୁନିଶ୍ଚିତ କରିବ ଜିଓ ସିଲ୍ଡ

September 29, 2026
Latest News

ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ

September 29, 2026

କେନ୍ଦୁଝରରେ ଚାଞ୍ଚଲ୍ୟ: ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ନିର୍ମମ ହତ୍ୟା, ଲୁଟି ନେଲେ ଟଙ୍କା ବ୍ୟାଗ୍

September 29, 2026

ପଶୁପାଳକଙ୍କ ପାଇଁ ସରକାରଙ୍କ ବଡ଼ ଆଶ୍ୱାସନା: ଏବେ ଗୋଟିଏ କ୍ଲିକ୍‌ରେ ହେବ ପଶୁଧନ ବୀମା, ୧୩ଟି ଭାଷାରେ ଖୋଲିଲା ନୂଆ ପୋର୍ଟାଲ୍

September 29, 2026

ସାବଧାନ ଗାଡ଼ି ଚାଳକ! ବଦଳୁଛି ଚାଲାଣ ଆଦାୟ ନିୟମ

September 29, 2026

ଲୋକେସନ୍ ଟ୍ରାକିଂ ଠାରୁ ଏସଓଏସ ଆଲର୍ଟ ପର୍ଯ୍ୟନ୍ତ: ପିଲା ଏବଂ ବୟସ୍କଙ୍କ ସୁରକ୍ଷା ସୁନିଶ୍ଚିତ କରିବ ଜିଓ ସିଲ୍ଡ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.