Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସଂକ୍ରମଣକୁ ରୋକିବାରେ ଟୀକାର ପ୍ରଭାବ କମ ରହିବ!: କୋଭିଶିଲ୍ଡର ବ୍ୟବଧାନ ଅବଧିକୁ ହ୍ରାସ କଲା ବ୍ରିଟେନ
ଅନ୍ତରାଷ୍ଟ୍ରୀୟ

ସଂକ୍ରମଣକୁ ରୋକିବାରେ ଟୀକାର ପ୍ରଭାବ କମ ରହିବ!: କୋଭିଶିଲ୍ଡର ବ୍ୟବଧାନ ଅବଧିକୁ ହ୍ରାସ କଲା ବ୍ରିଟେନ

May 15, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ସଂକ୍ରମଣ ରୋକିବା ପାଇଁ ଟୀକାକରଣ ଜାରି ରହିଛି। ହେଲେ ଭୂତାଣୁ ବି୧.୬୧୭.୨ ଭ୍ୟାରିଏଣ୍ଟକୁ ରୋକିବା ପାଇଁ ଏହି ଟୀକାର ପ୍ରଭାବ କମ ରହିପାରେ। ବ୍ରିଟେନ ଟୀକାକରଣ ପ୍ରକ୍ରିୟାରେ ସାମିଲ ଥିବା ଜଣେ ବୈଜ୍ଞାନିକ ଏଭଳି ମତ ରଖିଛନ୍ତି। ଏକ ସପ୍ତାହ ମଧ୍ୟରେ କରୋନାର ବି୧.୬୧୭.୨ ଭ୍ୟାରିଏଣ୍ଟ ଦ୍ଵାରା ଦୁଇଗୁଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଏନ୍ଥନୀ ହାର୍ଡନ କହିଛନ୍ତି ଯେ, ଏହି ଭ୍ୟାରିଏଣ୍ଟ ବିରୋଧରେ ଲଢେଇ ପାଇଁ ଟୀକା କମ ପ୍ରଭାବ ହୋଇପାରେ।

ଏହା ଭିତରେ କୋଭିଶିଲ୍ଡ ଟୀକାର ଦୁଇ ଡୋଜ ମଧ୍ୟରେ ଥିବା ବ୍ୟବଧାନ ଅବଧିକୁ ବ୍ରିଟେନ ସରକାର ହ୍ରାସ କରିଦେଇଛି। ବର୍ତ୍ତମାନ ଦୁଇ ଡୋଜ ମଧ୍ୟରେ ବ୍ଯବଧାନକୁ ୮ ସପ୍ତାହ ପର୍ଯ୍ୟନ୍ତ କରାଯାଇଛି। ଏହି ନିୟମ ୫୦ ବର୍ଷର ଉର୍ଦ୍ଧ୍ଵ ବର୍ଗର ଲୋକଙ୍କ ପାଇଁ ଲାଗୁ କରାଯାଇଛି। ପୂର୍ବରୁ ଏହାର ବ୍ୟବଧାନ ଅବଧି ୧୨ ସପ୍ତାହ ଥିଲା।

ପ୍ରଧାନମନ୍ତ୍ରୀ ବୋରୀସ ଜନସନ କହିଛନ୍ତି ଯେ, ଏହି ଭ୍ୟାରିଏଣ୍ଟ ଦେଶର ବିକାଶ ଉପରେ ବାଧା ସୃଷ୍ଟି କରିବ। ତେଣୁ ଏହାକୁ ରୋକିବା ପାଇଁ ଯାହା କିଛି କରିବାକୁ ପଡିବ, ଆମେ କରିବୁ।

କୋଭିଶିଲ୍ଡ ବ୍ୟବଧାନ ଅବଧି ବ୍ରିଟେନ ସଂକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026

ବୋଲେରୋକୁ ପିଟିଲା ଆଇଚର: ୮ ମୃତ

September 11, 2026

ଆଜିଠୁ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ!: ଜାଣନ୍ତୁ କେଉଁ ସେବା ଚାଲିବ, କିପରି କରିବେ ଟଙ୍କା କାରବାର?

September 11, 2026

ଫୁଲ ତୋଳୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

September 11, 2026
Latest News

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026

ଘରକୁ ମହକାଉଛି, ହେଲେ ଶରୀର ପାଇଁ ବିପଦ ଡାକୁନି ତ ରୁମ୍ ଫ୍ରେଶନର?

September 11, 2026

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.