Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଶ୍ରୀଲଙ୍କାରେ ଗମ୍ଭୀର ହେଲା ଇନ୍ଧନ ସଙ୍କଟ, ପେଟ୍ରୋଲ ପମ୍ପରେ ମୁତୟନ ହେଲେ ସୈନିକ
ଅନ୍ତରାଷ୍ଟ୍ରୀୟ

ଶ୍ରୀଲଙ୍କାରେ ଗମ୍ଭୀର ହେଲା ଇନ୍ଧନ ସଙ୍କଟ, ପେଟ୍ରୋଲ ପମ୍ପରେ ମୁତୟନ ହେଲେ ସୈନିକ

March 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
GST ପରିସରକୁ ଆସିଲେ ପେଟ୍ରୋଲ ଏବଂ ଡିଜେଲ, ତେବେ ଏହା କେତେ ଶସ୍ତା ହେବ?: ଜାଣନ୍ତୁ
GST ପରିସରକୁ ଆସିଲେ ପେଟ୍ରୋଲ ଏବଂ ଡିଜେଲ, ତେବେ ଏହା କେତେ ଶସ୍ତା ହେବ?: ଜାଣନ୍ତୁ

କଲମ୍ବୋ: ଇନ୍ଧନ ଅଭାବ ହେତୁ ଶ୍ରୀଲଙ୍କାର ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଧାଡିରେ ଛିଡା ହୋଇଛନ୍ତି। ତେଣୁ ଇନ୍ଧନ ବଣ୍ଟନକୁ ପରିଚାଳନା ତଥା ତଦାରଖ କରିବା ପାଇଁ ଆଜି ପେଟ୍ରୋଲ ପମ୍ପରେ ସେନା ମୁତୟନ କରିବାକୁ ପଡିଛି। ବୈଦେଶିକ ମୁଦ୍ରା ଅଭାବ ଦେଶରେ ଏକ ବୃହତ ଅର୍ଥନୈତିକ ଏବଂ ଶକ୍ତି ସଙ୍କଟ ସୃଷ୍ଟି କରିଛି।

ଅତ୍ୟାବଶ୍ୟକ ଦ୍ରବ୍ୟର ହଠାତ୍ ବୃଦ୍ଧି ଏବଂ ଇନ୍ଧନର ଅଭାବ ହେତୁ ହଜାର ହଜାର ଲୋକ ପେଟ୍ରୋଲ ପମ୍ପରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ବାଧ୍ୟ ହେଉଛନ୍ତି। ପ୍ରତିଦିନ ଅନେକ ଘଣ୍ଟା ପାଇଁ ବିଦ୍ୟୁତ କାଟର ଲୋକମାନେ ସମ୍ମୁଖୀନ ହେଉଛନ୍ତି।

ଆଜି ସକାଳେ ଅସ୍ତ୍ରଶସ୍ତ୍ରଧାରୀ ସୈନିକମାନେ ରାଷ୍ଟ୍ରାୟତ୍ତ ସାଲନ୍ ପେଟ୍ରୋଲିୟମ ନିଗମ ଦ୍ୱାରା ପରିଚାଳିତ ପମ୍ପରେ ଲୋକଙ୍କୁ ନିୟନ୍ତ୍ରଣ କରୁଥିବା ଦେଖାଯାଇଥିଲା। ଶକ୍ତି ମନ୍ତ୍ରୀ ଗାମିନୀ ଲୋକୁଗେ କହିଛନ୍ତି ଯେ, କୌଣସି ଅଘଟଣକୁ ଏଡାଇବା ପାଇଁ ଆମେ ପେଟ୍ରୋଲ ପମ୍ପରେ ସାମରିକ କର୍ମଚାରୀ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛୁ। ଲୋକଙ୍କ ମଧ୍ୟରେ ସଠିକ୍ ଇନ୍ଧନ ବଣ୍ଟନ ବ୍ୟବସ୍ଥାକୁ ସୈନିକମାନେ ତଦାରହ କରିବେ ବୋଲି ସେ କହିଛନ୍ତି। କିନ୍ତୁ ଏଇ ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଇନ୍ଧନ ପାଇଁ ଧାଡିରେ ଛିଡା ହୋଇଥିବା ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପେଟ୍ରୋଲ ପମ୍ପ ଶ୍ରୀଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ଅଟୋ ଓଲଟି ବିଟେକ୍ ଛାତ୍ର ମୃତ: ୮ ଜଣ ବନ୍ଧୁ ଗୁରୁତର

September 14, 2026

ବଙ୍ଗଳାରେ ବନ୍ଦ ହେବ ୨୫୨ଟି ମଦ୍ରାସା: କଡ଼ା ଆପତ୍ତି ଜଣାଇଲେ ମୌଲାନା ସାଜିଦ ରଶିଦି

September 14, 2026

ପୁଣି ଷ୍ଟାଡିୟମରେ ଅପମାନିତ ହେଲେ ମୋହସିନ୍ ନକଭି: ଟ୍ରଫି ପାଇଁ ମନା କଲା ଭାରତୀୟ ଦଳ

September 14, 2026

ରେଳ ଧାରଣାରୁ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

September 14, 2026
Latest News

ଅଟୋ ଓଲଟି ବିଟେକ୍ ଛାତ୍ର ମୃତ: ୮ ଜଣ ବନ୍ଧୁ ଗୁରୁତର

September 14, 2026

କେତେ ସଫଳ ହେଲା ବ୍ରିକ୍ସ ସମ୍ମିଳନୀ?: ବ୍ୟାଖ୍ୟା କଲେ ଯଶୱନ୍ତ ସିହ୍ନା

September 14, 2026

ବଙ୍ଗଳାରେ ବନ୍ଦ ହେବ ୨୫୨ଟି ମଦ୍ରାସା: କଡ଼ା ଆପତ୍ତି ଜଣାଇଲେ ମୌଲାନା ସାଜିଦ ରଶିଦି

September 14, 2026

ଆସନ୍ତୁ ଜାଣିବା ପୂଜାବ୍ରତରେ କାହିଁକି ପିଆଜ ରସୁଣ ଖାଇବାକୁ ମନା

September 14, 2026

ପୁଣି ଷ୍ଟାଡିୟମରେ ଅପମାନିତ ହେଲେ ମୋହସିନ୍ ନକଭି: ଟ୍ରଫି ପାଇଁ ମନା କଲା ଭାରତୀୟ ଦଳ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.