Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»‘କାଳୀ’ ବିବାଦ: ଜାଣନ୍ତୁ ମହୁଆ ମୋଇତ୍ରା ଏବଂ ନୁପୁର ଶର୍ମାଙ୍କ ବିଷୟରେ କ’ଣ କହିଲେ ତସଲିମା ନାସ୍ରିନ୍
ଅନ୍ତରାଷ୍ଟ୍ରୀୟ

‘କାଳୀ’ ବିବାଦ: ଜାଣନ୍ତୁ ମହୁଆ ମୋଇତ୍ରା ଏବଂ ନୁପୁର ଶର୍ମାଙ୍କ ବିଷୟରେ କ’ଣ କହିଲେ ତସଲିମା ନାସ୍ରିନ୍

July 7, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ତସଲିମା ନସରିନ୍
BNP ର ବିଜୟ ପରେ ନିର୍ବାସିତ ଲେଖିକାଙ୍କ ପ୍ରଥମ ପ୍ରତିକ୍ରିୟା: ତାରିକ ରହମାନଙ୍କୁ ଦେଲେ ଏହି ପରାମର୍ଶ

ନୂଆଦିଲ୍ଲୀ: ବାଂଲାଦେଶୀ ଲେଖକ ତସଲିମା ନାସ୍ରିନ୍ ‘କାଳୀ’ ବିବାଦ ଏବଂ ନପୁର ଶର୍ମାଙ୍କ ବିଷୟକୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ସ୍ୱାଧୀନତା ଉପରେ ବିଶ୍ଵାସ କରନ୍ତି, ତେବେ ସେ ନୁପୁର ଶର୍ମା ଏବଂ ମହୁଆ ମୋଇତ୍ରାଙ୍କ ମତକୁ ସମ୍ମାନ କରିବେ। ଏକାସାଙ୍ଗରେ, ଯଦି କେହି ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍ ଉପରେ ବିଶ୍ୱାସ କରନ୍ତି ନାହିଁ, ତେବେ ଉଭୟ ଦିଆଯାଇଥିବା ବିବୃତ୍ତି ଆପଣଙ୍କ ପାଇଁ ଭୁଲ ହେବ।

ଉଲ୍ଲେଖ ଯୋଗ୍ୟ ଯେ, ଚଳଚ୍ଚିତ୍ର ‘କାଳୀ’ ପୋଷ୍ଟରକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା କହିଥିଲେ ଯେ, କାଳୀ ମା’ ମାଂସକୁ ଭଲ ପାଆନ୍ତି ଏବଂ ସେ ମଦ୍ୟପାନକୁ ସ୍ଵୀକାର କରନ୍ତି। ଏଥି ସହିତ ମହମ୍ମଦଙ୍କ ଉପରେ ନୁପୁର ଶର୍ମା ମନ୍ତବ୍ୟ ଦେଇଥିଲେ, ଯାହା ପରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି।

ତସଲିମା ନାସିରିନ୍ ଆହୁରି ମଧ୍ୟ କହିଛନ୍ତି ଯେ, “ଅଭିବ୍ୟକ୍ତିର ସ୍ୱାଧୀନତା ହିଂସାତ୍ମକ ନୁହେଁ। କାହାର ମୁଣ୍ଡ କାଟି ପୁରସ୍କାର ଘୋଷଣା କରିବା ଦ୍ଵାରା ଆପଣ ଏହାକୁ ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍ ବୋଲି କହିପାରିବେ ନାହିଁ। ଜଣଙ୍କର ମତକୁ ସମ୍ମାନ ଦେବା ଏବଂ କାହାର ବିଚାରକୁ ସମର୍ଥନ କରିବାର ଅଧିକାର ସମ୍ପୂର୍ଣ୍ଣ ଭିନ୍ନ।” ତସଲିମ ଆହୁରି ମଧ୍ୟ କହିଛନ୍ତି, “ମୁଁ ହୁଏତ ଲୋକଙ୍କ ମତ ସହ ସହମତ ନୁହଁ କିନ୍ତୁ ମୁଁ ସେମାନଙ୍କ ମତ ପ୍ରକାଶ କରିବାର ଅଧିକାରକୁ ସର୍ବଦା ସମର୍ଥନ କରିବି। ଯଦି ସେମାନେ ମୋର ଶତ୍ରୁ ହୁଅନ୍ତୁ ନା କାହିଁକି।”

'କାଳୀ' ବିବାଦ ନୁପୁର ଶର୍ମା ମହୁଆ ମୋଇତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.