ନୂଆଦିଲ୍ଲୀ: ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୟାନୋମାମି ଅଞ୍ଚଳରେ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏହି ଦେଶ ଭେନେଜୁଏଲା ସୀମାରେ ଅବସ୍ଥିତ। ଏହି ଅଞ୍ଚଳରେ ବେଆଇନ ସୁନା ଖନନ ହେତୁ ପିଲାମାନେ ମରୁଛନ୍ତି। ଏପର୍ଯ୍ୟନ୍ତ ଏଠାରେ ୫୭୦ ପିଲାଙ୍କର ମୃତ୍ୟୁ ହୋଇଛି। ପୁଷ୍ଟିହୀନତା ଏବଂ ମ୍ୟାଲେରିଆ ଯୋଗୁଁ ପିଲାମାନଙ୍କର ମୃତ୍ୟୁବରଣ ହେଉଥିବା ଜଣାପଡିଛି।
Tags: ଜରୁରୀକାଳୀନ ପରିସ୍ଥିତି, ବ୍ରାଜିଲ