Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପରୀକ୍ଷାଗାରରୁ ଶତାଧିକ ଘାତକ ଭାଇରସ ଗାୟବ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର, ସାରା ବିଶ୍ବ ଚକିତ
ଅନ୍ତରାଷ୍ଟ୍ରୀୟ

ପରୀକ୍ଷାଗାରରୁ ଶତାଧିକ ଘାତକ ଭାଇରସ ଗାୟବ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର, ସାରା ବିଶ୍ବ ଚକିତ

December 11, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଘାତକ ଭାଇରସ ଗାୟବ: ସାରା ବିଶ୍ବକୁ ଚକିତ କରିବା ପରି ଖବର ଜଣାପଡିଛି। ତାହା ହେଲା ଅଷ୍ଟ୍ରେଲିଆର ଗୋଟିଏ ଲାବରେଟରୀରୁ ଶତାଧିକ ଘାତକ ଭାଇରସ୍ ନମୁନା କୁଆଡେ ଗାୟବ ହୋଇଯାଇଛି। ଏହାକୁ ଖୋଦ କ୍ୟୁନିସଲ୍ୟାଣ୍ଡ ସରକାର ଘୋଷଣା କରିଛନ୍ତି।

ଏହାର ତଦନ୍ତ କରିବା ପାଇଁ ସରକାର ଅଷ୍ଟ୍ରେଲିଆର ପ୍ରାଥମିକ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା “ପ୍ରମୁଖ ଐତିହାସିକ ଜୀବ ଜାତି ସୁରକ୍ଷା ଅନୁଶାସନ ଉଲ୍ଲଙ୍ଘନ” ଧାରାରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ପ୍ରତି ଖବରରେ ଦେଖାଗଲା ଯେ ଅଗଷ୍ଟ 2023ରେ କ୍ୟୁନ୍ସଲ୍ୟାଣ୍ଡ ପବ୍ଲିକ୍ ହେଲ୍ଥ୍ ଭାଇରୋଲଜି ଲାବରେଟରୀରୁ 323 ଟି ଭାଇରସ୍ ନମୁନା—ଯେଉଁଥିରେ ହେନ୍ଦ୍ରା ଭାଇରସ୍, ଲାଇସା ଭାଇରସ୍ ଓ ହାଣ୍ଟାଭାଇରସ୍ ଥିଲା ତାହା କୁଆଡେ ଗାୟବ ହୋଇଯାଇଛି।

ହେନ୍ଦ୍ରା ଏକ ଜୁନୋଟିକ୍ ବା ପ୍ରାଣୀରୁ ମାନବ ଦେହକୁ ଆସିଥିବା ଭାଇରସ୍, ଯାହା କେବଳ ଅଷ୍ଟ୍ରେଲିଆରେ ମିଳିଥାଏ ତାହା କୁଆଡେ ମିଳୁ ନାହିଁ। ସେହିପରି ହାଣ୍ଟାଭାଇରସ୍ ଏକ ଭାଇରସ୍ ପରିବାର, ଯାହା ଗମ୍ଭୀର ରୋଗ ସୃଷ୍ଟି କରିବା ସହିତ ରୋଗୀର ନିଶ୍ଚିତ ମୃତ୍ୟୁ ହୋଇଥାଏ। ସେହିପରି ଲାଇସାଭାଇରସ୍ ଏକ ଭାଇରସ୍ ଗୋଷ୍ଠୀ, ଯାହା ମଣିଷଙ୍କୁ ଜଳତାଙ୍କ ରୋଗ ସୃଷ୍ଟି କରିଥାଏ।

ଘଟଣାସ୍ଥଳ ଲାବରେଟରୀ, ଯେଉଁଠାରେ ଭାଇରସ୍ ନମୁନା ଗାୟବ ହୋଇଛି, ସେଠାରେ ଜୀବ ରୋଗ ଓ ମାଛି ଓ କୀଟପତଙ୍ଗର ମାଧ୍ୟମରେ ବ୍ୟାପୁଥିବା ରୋଗ ବିଷୟରେ  ଗବେଷଣା କରାଯାଇଥାଏ।

ଘୋଷଣାରେ କୁହାଯାଇଛି ଯେ ଏହି ଭାଇରସ୍ ନମୁନା ଗାୟବ ହେବା ସତ୍ବେ କାହା ଉପରେ କୌଣସି ବିପଦ ନାହିଁ ବୋଲି ସରକାର ତାଙ୍କ ଘୋଷଣାରେ ସ୍ବୀକାର କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ବିରୁଦ୍ଧରେ ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କଲା ତୁର୍କୀ: ମୁତୟନ କଲା ଯୁଦ୍ଧଜାହାଜ

March 9, 2026

ଗୁଣି ସନ୍ଦେହର ବୃଦ୍ଧଙ୍କୁ ବାନ୍ଧି ନିସ୍ତୁକ ମାଡ଼: ୧୦ ଗିରଫ

March 9, 2026

ପଶ୍ଚିମ ଏସିଆ ସ୍ଥିତିକୁ ନେଇ ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ସ୍ୱତଃପ୍ରବୃତ୍ତ ବିବୃତ୍ତି

March 9, 2026

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି କରିବ କି?: ନିର୍ମଳା ସୀତାରମଣ କହିଲେ…..

March 9, 2026
Latest News

ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ

March 9, 2026

ବିଶାଖାପାଟଣା–ରାୟଗଡା ମଧ୍ୟରେ ସମ୍ପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଟ୍ରେନ୍‌ର ଶୁଭାରମ୍ଭ

March 9, 2026

ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଶାନ କିଶାନଙ୍କୁ କେତେ ପୁରସ୍କାର ରାଶି ମିଳିଥିଲା?: ଜାଣନ୍ତୁ….

March 9, 2026

ପୂର୍ବତଟ ରେଳପଥ ମଧ୍ୟଦେଇ ଚଳାଚଳ କରିବ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ

March 9, 2026

ଇରାନ ବିରୁଦ୍ଧରେ ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କଲା ତୁର୍କୀ: ମୁତୟନ କଲା ଯୁଦ୍ଧଜାହାଜ

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.