Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»India-UK Free Trade Update:ଏପ୍ରିଲରେ କାର୍ଯ୍ୟକାରୀ ହୋଇପାରେ ଏହି ଐତିହାସିକ ଚୁକ୍ତିନାମା
ଅନ୍ତରାଷ୍ଟ୍ରୀୟ

India-UK Free Trade Update:ଏପ୍ରିଲରେ କାର୍ଯ୍ୟକାରୀ ହୋଇପାରେ ଏହି ଐତିହାସିକ ଚୁକ୍ତିନାମା

February 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
India-UK Free Trade Update
India-UK Free Trade Update:ଏପ୍ରିଲରେ କାର୍ଯ୍ୟକାରୀ ହୋଇପାରେ ଏହି ଐତିହାସିକ ଚୁକ୍ତିନାମା

India-UK Free Trade: ଗତ ବର୍ଷ ଜୁଲାଇରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ 2026 ରେ କାର୍ଯ୍ୟକାରୀ ହେବାର ସମ୍ଭାବନା ଅଛି। ଏ ସଂପର୍କରେ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି।

ଭାରତ ଏବଂ ୟୁକେ, ଜୁଲାଇ 24, 2025 ରେ, ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା (CETA) ସ୍ୱାକ୍ଷର କରିଥିଲେ। ଏହା ଅଧୀନରେ 99 ପ୍ରତିଶତ ଭାରତୀୟ ରପ୍ତାନି ଶୂନ୍ୟ ଶୁଳ୍କରେ ବ୍ରିଟିଶ ବଜାରରେ ପ୍ରବେଶ କରିବ।ଫଳରେ ଭାରତରେ କାର ଏବଂ ହ୍ୱିସ୍କି ଭଳି ବ୍ରିଟିଶ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ହେବ ବା ଶସ୍ତା ହେବ।

ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ପୂର୍ବରୁ ୟୁକେ ସଂସଦର ଅନୁମୋଦନ ଆବଶ୍ୟକ। ସେହିପରି ଭାରତରେ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଏପରି ଚୁକ୍ତିନାମାକୁ ଅନୁମୋଦନ କରିବ। ବ୍ରିଟିଶ ସଂସଦ ଦ୍ୱାରା ଅନୁମୋଦନ ପାଇବା ପରେ, ଏହା ପରସ୍ପର ସହମତ ଅନୁସାରେ ଏକ ତାରିଖରେ କାର୍ଯ୍ୟକାରୀ ହେବ।

India-UK Free Trade Update ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା
Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ନାମାଲାଇଙ୍କ ସ୍ପଷ୍ଟୀକରଣ: ସିଜେପି ଏଜେଣ୍ଡା ଅଲଗା, କେବେ ବି ସମର୍ଥନ କରିବେ ନାହିଁ

October 23, 2026

ଅରୁଣାଚଳ ସୀମାରେ ଚୀନ୍‌କୁ ଜବାବ : ଡ୍ରୋନ୍ ବଳରେ ମଜବୁତ ହେଉଛି ଆଇଟିବିପି

October 23, 2026

ଡିଜେ ଗାଡ଼ି ଓଲଟି ଜଣଙ୍କ ମୃତ୍ୟୁ, ୯ ଗୁରୁତର

October 23, 2026

ପରିବାର ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ, ହାଇକୋର୍ଟରେ ଛାଡ଼ପତ୍ର ମାମଲାର ନୂଆ ମୋଡ଼

October 23, 2026
Latest News

ଅନ୍ନାମାଲାଇଙ୍କ ସ୍ପଷ୍ଟୀକରଣ: ସିଜେପି ଏଜେଣ୍ଡା ଅଲଗା, କେବେ ବି ସମର୍ଥନ କରିବେ ନାହିଁ

October 23, 2026

ଘରୁ ଡାକି ନେଇ ଯୁବକକୁ ହତ୍ୟା, ବାଲୁଗାଁରୁ ଅଭିଯୁକ୍ତ ଗିରଫ

October 23, 2026

ଅରୁଣାଚଳ ସୀମାରେ ଚୀନ୍‌କୁ ଜବାବ : ଡ୍ରୋନ୍ ବଳରେ ମଜବୁତ ହେଉଛି ଆଇଟିବିପି

October 23, 2026

ଡିଜେ ଗାଡ଼ି ଓଲଟି ଜଣଙ୍କ ମୃତ୍ୟୁ, ୯ ଗୁରୁତର

October 23, 2026

ପରିବାର ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ, ହାଇକୋର୍ଟରେ ଛାଡ଼ପତ୍ର ମାମଲାର ନୂଆ ମୋଡ଼

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.