Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା
ଅନ୍ତରାଷ୍ଟ୍ରୀୟ

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୂମିକମ୍ପ
ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

ନୂଆଦିଲ୍ଲୀ: ଆଜି ଜାପାନରେ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା (JMA) ଅନୁଯାୟୀ, କୁମାମୋଟୋ ଅଞ୍ଚଳରେ ୭.୧ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି। ଭୂମିକମ୍ପ ପରେ ତୁରନ୍ତ ଜାପାନ ପାଣିପାଗ ସଂସ୍ଥା ସୁନାମି ଚେତାବନୀ ଜାରି କରିଛି। ସଂସ୍ଥା କହିଛି ଯେ, ୧ ମିଟର (ପ୍ରାୟ ୩.୨୮ ଫୁଟ) ଉଚ୍ଚତା ପର୍ଯ୍ୟନ୍ତ ଲହଡ଼ି ଉଠିପାରେ। ଫଳସ୍ୱରୂପ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ବାସିନ୍ଦାଙ୍କୁ ସତର୍କ ରହିବା ଏବଂ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି।

ଭୂମିକମ୍ପ ପରେ ଜାପାନ ସରକାର ମଧ୍ୟ ତୁରନ୍ତ ଏକ ଜରୁରୀକାଳୀନ ଭୂମିକମ୍ପ ଚେତାବନୀ ଜାରି କରିଛି। ଜାପାନର ଦକ୍ଷିଣ କ୍ୟୁଶୁ ଦ୍ୱୀପର ଅନେକ ପ୍ରାନ୍ତ ପାଇଁ ଏହି ଚେତାବନୀ ଜାରି କରାଯାଇଛି। ସରକାର କୁମାମୋଟୋ, ନାଗାସାକି, କାଗୋଶିମା, ଫୁକୁଓକା, ସାଗା, ଓଇତା ଏବଂ ମିୟାଜାକି ପ୍ରାନ୍ତ ପାଇଁ ଜରୁରୀକାଳୀନ ସତର୍କତା ଜାରି କରିଛନ୍ତି। ପ୍ରଶାସନ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ଲୋକମାନଙ୍କୁ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ନିବେଦନ କରାଯାଇଛି।

Breaking News Japan Earthquake Japan Tsunami World News In HIndi
Share. Facebook Twitter LinkedIn Email WhatsApp Copy Link

Related Posts

୫୦୦ ଟଙ୍କିଆ ନୋଟ୍ ବନ୍ଦ ପାଇଁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପୁନର୍ବାର ଦାବି

November 10, 2026

୭ ହଜାର ଲାଞ୍ଚ ନେଇ ଚାକିରିରୁ ବରଖାସ୍ତ ହେଲେ ORS ଅଧିକାରୀ ମନୀଷା ମିଶ୍ର

November 10, 2026

ଆଜି ହେଉଛି ଗିରି ଗୋବର୍ଦ୍ଧନ ପୂଜା: ଜାଣନ୍ତୁ ଏହି ପୂଜା କଣ କାହିଁକି ହୁଏ ପାଳନ

November 10, 2026

ଆଜି ହେଉଛି ଗୋବର୍ଦ୍ଧନ ପୂଜା: ଗାଈକୁ ପୂଜା କରି କ’ଣ ରଖିଲେ ଆପଣଙ୍କର ଶୁଭ ହେବ ଜାଣନ୍ତୁ

November 10, 2026
Latest News

୫୦୦ ଟଙ୍କିଆ ନୋଟ୍ ବନ୍ଦ ପାଇଁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପୁନର୍ବାର ଦାବି

November 10, 2026

୭ ହଜାର ଲାଞ୍ଚ ନେଇ ଚାକିରିରୁ ବରଖାସ୍ତ ହେଲେ ORS ଅଧିକାରୀ ମନୀଷା ମିଶ୍ର

November 10, 2026

ଆଜି ହେଉଛି ଗିରି ଗୋବର୍ଦ୍ଧନ ପୂଜା: ଜାଣନ୍ତୁ ଏହି ପୂଜା କଣ କାହିଁକି ହୁଏ ପାଳନ

November 10, 2026

ରେଲୱେରେ ବିନା ପରୀକ୍ଷାରେ ୪୬୫୧ ପଦବୀରେ ନିଯୁକ୍ତି: କାଲିଠୁ ଆରମ୍ଭ ହେବ ଆବେଦନ

November 10, 2026

ଆଜି ହେଉଛି ଗୋବର୍ଦ୍ଧନ ପୂଜା: ଗାଈକୁ ପୂଜା କରି କ’ଣ ରଖିଲେ ଆପଣଙ୍କର ଶୁଭ ହେବ ଜାଣନ୍ତୁ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.