Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପଦତ୍ୟାଗ କଲେ ଆମେରିକୀୟ ସେନା ସଚିବ ଡାନ ଡ୍ରିସକୋଲ
ଅନ୍ତରାଷ୍ଟ୍ରୀୟ

ପଦତ୍ୟାଗ କଲେ ଆମେରିକୀୟ ସେନା ସଚିବ ଡାନ ଡ୍ରିସକୋଲ

September 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆମେରିକୀୟ ସେନା ସଚିବ ଡାନ ଡ୍ରିସକୋଲ
ପଦତ୍ୟାଗ କଲେ ଆମେରିକୀୟ ସେନା ସଚିବ ଡାନ ଡ୍ରିସକୋଲ

ୱାଶିଂଟନ୍: ଆମେରିକାର ପ୍ରତିରକ୍ଷା ପ୍ରଶାସନ ମଧ୍ୟରେ ଅଭାବନୀୟ ବିବାଦ ଓ ମତଭେଦ ସାମ୍ନାକୁ ଆସିବା ପରେ ଆମେରିକୀୟ ସେନା ସଚିବ ଡାନ ଡ୍ରିସକୋଲ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ପ୍ରତିରକ୍ଷା ସଚିବ ପିଟ୍ ହେଗସେଥଙ୍କ ସହ ତାଙ୍କର ତୀବ୍ର ମତଭେଦ ଓ ଆଭ୍ୟନ୍ତରୀଣ ତିକ୍ତତା ସୃଷ୍ଟି ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ହ୍ୱାଇଟ୍ ହାଉସ୍ ସୋମବାର ଏହି ଇସ୍ତଫା ସମ୍ପର୍କରେ ଆଧିକାରିକ ସ୍ପଷ୍ଟୀକରଣ ଦେଇଛି। ସେନା ସଚିବଙ୍କ ନିଷ୍ପତ୍ତିକୁ ନେଇ ଆମେରିକା ପ୍ରଶାସନିକ ଏବଂ ସାମରିକ ବଳୟରେ ବ୍ୟାପକ ଚର୍ଚ୍ଚା ଜୋର ଧରିଛି।

ଏକ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ସମ୍ପର୍କରେ ପଚରାଯିବାରୁ ହ୍ୱାଇଟ୍ ହାଉସର ମୁଖ୍ୟ ଉପ ପ୍ରେସ୍ ସଚିବ ଆନା କେଲି ଏହାକୁ ଅସ୍ୱୀକାର କରିନଥିଲେ। ଡ୍ରିସକୋଲଙ୍କ ଅବଦାନକୁ ପ୍ରଶଂସା କରି ସେ ପ୍ରକାଶ କରିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଓ ଆଭିମୁଖ୍ୟକୁ ଆଗକୁ ନେବାରେ ସେନା ସଚିବଙ୍କ ପ୍ରମୁଖ ଏବଂ ପ୍ରଭାବଶାଳୀ ଭୂମିକା ରହିଥିଲା। ସୈନ୍ୟବାହିନୀର ପ୍ରସ୍ତୁତି, ଯୁଦ୍ଧ କ୍ଷମତା ବୃଦ୍ଧି ଏବଂ ଐତିହାସିକ ସାମରିକ ଅଭିଯାନଗୁଡ଼ିକର ସଫଳ ପରିଚାଳନାରେ ସେ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ। ଏଥିସହିତ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ମଧ୍ୟ ସେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ।

ଆମେରିକା ଆମେରିକୀୟ ସେନା ସଚିବ ଡାନ ଡ୍ରିସକୋଲ ପ୍ରତିରକ୍ଷା ପ୍ରଶାସନ ୱାଶିଂଟନ୍
Share. Facebook Twitter LinkedIn Email WhatsApp Copy Link

Related Posts

ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର

September 26, 2026

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ

September 26, 2026
Latest News

ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର

September 26, 2026

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.